Latest Odisha News

BREAKING NEWS

Browsing Category

ଓଡିଶା

Odisha

School Closed:ବନ୍ୟା ସ୍ଥିତି ପାଇଁ ଆସନ୍ତା ୩୧ ପର୍ଯ୍ୟନ୍ତ ଏହି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ବର:ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ସାଙ୍ଗକୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି । ତେବେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ନଜରରେ ରଖି ଜିଲା ପ୍ରଶାସନ…

ଅର୍ଣ୍ଣବ ପ୍ରଭାବ:ବାଘୁଆ ଜଳଭଣ୍ଡାରର ବଢିଲା ଜଳସ୍ତର;୨ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ

ବୁଗୁଡ଼ା:ଅର୍ଣ୍ଣବ ପ୍ରଭାବରେ ତୁହାକୁ ତୁହା ବର୍ଷା ରାଜ୍ୟରେ ଜାରି ରହିଛି । ଫଳରେ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମତାଝରିସ୍ଥିତ ବାଘୁଆ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଥିଲା। ଜଳଭଣ୍ଡାରର ସୁରକ୍ଷିତ ଓ ଜଳସ୍ତରର ବିପଦକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ ଜଳଭଣ୍ଡାରର…

ଲାଂଚ ନେଇ ଧରାପଡିଲେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

ଭୁବନେଶ୍ୱର: ଡେପୁଟି ଫରେଷ୍ଟ ରେଞ୍ଜରଙ୍କ ଉପରେ ଭିଜିଲାନ୍ସ ଛାଟ । ଲାଂଚ ନେବା ବେଳେ ଧରାପଡିଲେ ମ୍ୟାଡାମ୍ ମୌସୁମୀ ବେହେରା । ଫୁଲନଖରା ରେଞ୍ଜ ଅଧିନ ଜଣେ କର୍ମଚାରୀଙ୍କଠାରୁ ବୃକ୍ଷରୋପଣ ସ୍ଥାନଗୁଡିକର ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ କାମ ପାଇଁ ଉଦ୍ଦିଷ୍ଟ ବିଲ୍ ପାସ୍ କରିବା ବଦଳରେ ଲକ୍ଷେ…

ଗଞ୍ଜାମ ଜିଲ୍ଲାରେ ୩୦୦ ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାର ଅଧିକାଂଶ ଅଞ୍ଚଳ ଏବେ ଜଳବନ୍ଦୀ ହୋଇ ରହିଛି । ଏଭଳି ସ୍ଥିତିରେ ଫସିରହିଥିବା ୩୦୦ ଜଣଙ୍କୁ ଏୟାରଲିଫ୍ଟ କରି ସୁରକ୍ଷିତ ସ୍ଥାନକୁ ନେବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏନେଇ…

ବଦଳିଲା ଦର୍ଶନ ସମୟ, ନଭେମ୍ବର ୧ରୁ ଲିଙ୍ଗରାଜ ମନ୍ଦିରରେ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ନଭେମ୍ବର ୧ ତାରିଖରୁ ସର୍ବସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ କରାଯିବ। ମନ୍ଦିର ଭିତରେ ଜିର୍ଣ୍ଣୋଦ୍ଧାର କାର୍ଯ୍ୟ ହେବାକୁ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ସୂତ୍ରରୁ ପ୍ରକାଶ ଯେ, ମନ୍ଦିର ପ୍ରଶାସନ ପକ୍ଷରୁ ଗର୍ଭଗୃହର ମରାମତି ଓ…

ଗଜପତିରେ ଭୂସ୍ଖଳନ, ଯୋଗାଯୋଗରୁ ବିଚ୍ଛିନ୍ନ ହେଲା ଅନେକ ଗାଁ 

ମୋହନା: ବାତ୍ୟା 'ଅର୍ଣ୍ଣବ' ଜନିତ ପ୍ରବଳ ବର୍ଷା ଗଜପତି ଜିଲ୍ଲାରେ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। କଇଁପୁର-ଗଙ୍ଗାବାଡ଼ ରାସ୍ତାରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟି ରାସ୍ତା ଅବରୋଧ ହୋଇଯାଇଛି। ଯାହା ଫଳରେ ଅନେକ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇପଡ଼ିଛି। ସୂଚନା ଅନୁଯାୟୀ, କ୍ରମାଗତ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ହୋଇପାରେ ଲଘୁଚାପ

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ ଜାରି ରହିଥିବା ବେଳେ ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ବର୍ତ୍ତମାନର ଘୂର୍ଣ୍ଣିବଳୟ ଗୁରୁବାର ଏକ ଲଘୁଚାପ…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ; ଓଡ଼ିଶାର ଅନେକ ଜିଲ୍ଲାରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ଭୁବନେଶ୍ୱର: ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବରେ ଆଜି ସମଗ୍ର ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ, 'ଅର୍ଣ୍ଣବ' ବାତ୍ୟା ପ୍ରଭାବରେ ଲଗାତାର ବର୍ଷା ହେଉଥିବାରୁ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ…

ହିରୋ ପାଇଲଟ୍ ସ୍ମିତ ମଛାରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଭାରତୀୟ ପାଇଲଟ ସ୍ମିତ ମଛାରଙ୍କୁ UAE ସର୍ବୋଚ୍ଚ ବେସମାରିକ ସମ୍ମାନ ପ୍ରଦାନ କରାଯାଇଛି। ଏହି ଗୌରବ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ଶୁଭେଚ୍ଛା ଜଣାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ‘ସ୍ମିତଙ୍କ…

ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ‘ଅର୍ଣ୍ଣବ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ଏବଂ ଜୋରଦାର ପବନ ପରେ ବାତ୍ୟା 'ଅର୍ଣ୍ଣବ' ଦୁର୍ବଳ ହୋଇ ଏକ 'ଗଭୀର ଅବପାତ'ରେ ପରିଣତ ହୋଇଛି। ରାଜ୍ୟ ସରକାର ବାତ୍ୟା ପ୍ରଭାବିତ ପରିବାର ଏବଂ ବ୍ୟବସାୟୀମାନଙ୍କ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି। ପାଣିପାଗ କେନ୍ଦ୍ରର ସୂଚନା…