Latest Odisha News

BREAKING NEWS

Browsing Category

ପୁରୀ

Puri

ବିଳମ୍ବିତ ରାତିରେ ପତିତପାବନ ଦର୍ଶନ କଲେ ପୁରୀର ନୂଆ ଏସ୍‌ପି

ପୁରୀ: ହାଜତ ମୃତ୍ୟୁ ଘଟଣାରେ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇ ସମ୍ବଲପୁର ଏସପି କେ. ବିଶାଲ ସିଂଙ୍କୁ ପୁରୀ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଏସ୍‌ପି ବିଶାଲ ସିଂହ ପୁରୀରେ ପହଞ୍ଚି ପତିତପାବନ ଦର୍ଶନ କରିଛନ୍ତି । ନିଜର କିଛି କର୍ମଚାରୀଙ୍କୁ…

ପୁରୀ ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ସମ୍ବିତ ପାତ୍ର

ପୁରୀ: ହାଜତ ମୁତ୍ୟୁ ଘଟଣାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ପୁରୀର ପୂର୍ବତନ ଏସପି ଅଖିଳେଶ୍ୱର ସିଂଓ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମୃତ କେ…

ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ, ସମ୍ୱଲପୁର ଏସପିଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ତାଙ୍କ ସ୍ଥାନରେ ସମ୍ବଲପୁର ଏସପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସ୍‌ପି ଭାବେ ମିଳିଛି ନୂଆ ଦାୟିତ୍ୱ । ଅଖିଳେଶ୍ୱରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ପୋଲିସ ଭୂମିକାକୁ ପ୍ରଶ୍ନବାଚୀ ଉଠିବା…

ପୁରୀରେ ପୋଲିସ୍‌ ମାଡ଼ରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ

ପୁରୀ: ପୋଲିସ୍‌ ହେପାଜତରେ ପୁରୀରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ପୁରୀରେ ମାମଲାର ସମୀକ୍ଷା କରିଛନ୍ତି ପୋଲିସ ଆଇଜି ଇନ୍‌ଚାର୍ଜ ଏସ୍. ପ୍ରବୀଣ କୁମାର । ପୁରୀ ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସେ ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି । ତଦନ୍ତରେ ଜାତୀୟ…

ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ, ଖଣ୍ଡନ କଲେ ଏସପି

ପୁରୀ: ବାସେଳି ସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଏଭଳି ଅଭିଯୋଗ ସାମାନକୁ ଆସିଛି । ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତକଙଙ୍କ ନାଁ କେ. ରମେଶ ଓ ଘ ବଳିଆପଣ୍ଡ ଫାଦର ସ୍କୁଲ ଅଞ୍ଚଳରେ । ଗତକାଲି କେ.…

ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ପୁରୀରେ ବିଜେଡି ପକ୍ଷରୁ ବିକ୍ଷୋଭ

ପୁରୀ: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀରେ ଜାରି ରହିଛି ବିରୋଧ । ଆଜି ପୁରୀ ଜିଲ୍ଲା ଓ ନଗର ବିଜୁ ଜନତା ଦଳ ପକ୍ଷରୁ ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଦଳୀୟ ନେତା ଓ କର୍ମୀ ମେଡିକାଲ…

ପୁରୀ ବେଳାଭୂମିରେ ନିଶା କାରବାର ଅଭିଯୋଗରେ ୫ ଗିରଫ

ପୁରୀ: ବେଳାଭୂମି ମାର୍ଗରେ ନିଶା କାରବାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରି ବଳିଆପଣ୍ଡା ଥାନା ପୋଲିସ । ସେମାନଙ୍କଠାରୁ ୩୩୦ଗ୍ରାମ ଅଫିମ ଜବତ କରାଯାଇଛି । ଗୋଟିଏ ସ୍କୁଟି ବି ଜବତ ହୋଇଛି । ବଳିଆପଣ୍ଡା ଲାଇଟ ହାଉସ ଛକରେ ସେମାନେ ଅଫିମ ବିକୁଥିବା ପୋଲିସକୁ ମିଳିଥିଲା । ଗିରଫ…

ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ବାନ୍ଧିଲା ପୁରୀ ପୋଲିସ

ପୁରୀ: ଡକାୟତି କରିବାକୁ ଯୋଜନା କରୁଥିଲେ । ପହଞ୍ଚିଗଲା ପୋଲିସ । ୫ ଜଣଙ୍କୁ ଗିରଫ କରାଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପୋଲିସ ଲୁହାପଡା ମଦ ଦୋକାନ ନିକଟରୁ ଏମାନଙ୍କୁ ଗିରଫ କରିଛି । ଜବତ ହୋଇଛି ମାରଣାସ୍ତ୍ର, ଅଫୁଟା ବୋମା ଓ ବାଇକ୍ । ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା…

ଡକାୟତି ଯୋଜନା ପଣ୍ଡ, ୬ ଜଣଙ୍କୁ ଧରିଲା ପୁରୀ ପୋଲିସ

ପୁରୀ: ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ । ପୋଲିସ ଉଫରେ ମୋବା ଫିଙ୍ଗି ଖସି ଯିବାକୁ ଉଦ୍ୟମ କରିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ଖଣ୍ଡା, ଅଫୁଟା ବୋମା, ଲୁହାରଡ଼ ଓ ଟର୍ଚ୍ଚ ଲାଇଟ । ଗିରଫ ପରେ ସମସ୍ତଙ୍କୁ କୋର୍ଟ…

ମହାପ୍ରସାଦର ମହାପରମ୍ପରା

ଶ୍ରୀଜୀଉଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁ ସମ୍ପୂର୍ଣ୍ଣ ମାନବୀୟ ଲୀଳାରେ ଶ୍ରୀମନ୍ଦିରରେ ଉପସ୍ଥିତ । ଖାଲି ମାନବୀୟ ନୁହେଁ ରାଜକୀୟ ମଧ୍ୟ । ତେଣୁ ଏଠି, ମହାପ୍ରଭୁଙ୍କ ପ୍ରସାଦ ଯାହା “ମହାପ୍ରସାଦ” ନାମରେ ଖ୍ୟାତ ତାହା ପିଠାପଣାଠାରୁ ଆରମ୍ଭ କରି…