Latest Odisha News

BREAKING NEWS

Browsing Category

ପୁରୀ

Puri

ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ମାମଲା

କୋଭିଡ ସଂକ୍ରମିତ ଥାଇ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିରେ ଯୋଗ ଦେଇଥିବାରୁ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଏପିଡେମିକ୍ ଆକ୍ଟରେ ଗତକାଲି ମାମଲା ରୁଜୁ କରିଛି ପୁରୀ ପୋଲିସ । ତାଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୨୬୯ ଓ ୨୭୦ରେ ମାମଲା ରୁଜୁ ହୋଇଛି ।…

ମନ୍ଦିର ଖୋଲିବା ପ୍ରସଙ୍ଗ: ଆଜିଠୁ ପର୍ଯ୍ୟାୟ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ବୈଠକ

ପୁରୀ: ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ଆକ୍ସନ ପ୍ଲାନ ମାଗିଛନ୍ତି । ଏହାପରେ ଆଜିଠୁ ବସୁଛି ଶ୍ରୀମନ୍ଦିର ପ୍ରଶାସନର ବୈଠକ । ବିଭିନ୍ନ ପର୍ଯ୍ୟାୟରେ ବୈଠକ ବସିବ । ବିଭିନ୍ନ ନିଯୋଗ ଓ ସେବାୟତଙ୍କ ସହ ବିଚାରବିମର୍ଶ କରିବ ଶ୍ରୀମନ୍ଦିର ପ୍ରଶାସନ ।…

୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ, ୬ ବେପାରୀ ଗିରଫ

ପୁରୀ: ଯାଞ୍ଚ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ । ପୁରୀ ସହରର ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ୨୭୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି ବାସେଳି ସାହି ଥାନା ପୋଲିସ । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ । ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ…

ପୁରୀରେ ପ୍ରତିଦିନ ଦୁଇ ଶହ ପଜିଟିଭ୍, ୯ ହଜାର ଟପିଲା କରୋନା କେସ୍

ପୁରୀ: ସେପ୍ଟେମ୍ବରରେ ପୁରୀ ଜିଲ୍ଲାରେ କରୋନା ସ୍ଥିତି ଉଦବେଗଜନକ । ବେକାବୁ ମହାମାରୀ । ଏବେ ପ୍ରତିଦିନ ଦୁଇ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୨୦୩ ନୂଆ ପଜିଟିଭ୍ ବାହାରିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ପାର କରିଛି ।…

ଦୟାନଦୀରେ ଘାଇ, ଜଳବନ୍ଦୀ ପୁରୀ ଜିଲ୍ଲା କଣାସ ଅଞ୍ଚଳ

ପୁରୀ: ବଢୁଛି ଦୟାନଦୀ । କୂଳ ଲଙ୍ଗିବା ଆରମ୍ଭ କରିଛି । ଫଳରେ କଣାସ ବ୍ଲକ୍‌ରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମାଟିଆପଡ଼ା ନିକଟରେ ଦୟାନଦୀରେ ଶହେ ଫୁଟର ଘାଇ ହୋଇଛି । ଗତକାଲି ରାତିରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି । ଦୟାନଦୀରେ ପାଣିରେ ଆଖାପାଖ ଗାଁ ଜଳାର୍ଣ୍ଣବ । କଣାସ…

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାର ହସ୍ତକଳା ଶିଳ୍ପୀ ପରିବାର ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ମିସନ ଅନ୍ନ ସେବା…

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ମିସନ ଅନ୍ନ ସେବାର ଅଂଶ ସ୍ୱରୂପ କୋଭିଡ୍‌-୧୯ ଲକ୍‌ଡାଉନ୍ ସମୟରେ ସାରା ଦେଶରେ ପ୍ରବାସୀ ଶ୍ରମିକ ଓ ଅଭାବୀ ବର୍ଗର ଲୋକମାନଙ୍କୁ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଭୋଜନ ବଣ୍ଟନ ଓ ସହାୟତା ପ୍ରଦାନ କରିଥିବା ରିଲାଏନ୍ସ ଫାଉଣ୍ଡେସନ ଏବେ ଏହି ସହାୟତାକୁ ସଂପ୍ରସାରିତ…

ବାଲୁକା କଳାରେ ସ୍ୱାଧୀନତା ଦିବସର ବାର୍ତ୍ତା

ପୁରୀ: ବାଲୁକା କଳାରେ ୭୪ତମ ସ୍ୱାଧୀନତା ଦିବସର ବାର୍ତ୍ତା । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦେଶର ଫ୍ରଣ୍ଟ ଲାଇନ୍ ଓ୍ୱାରିୟର୍ସଙ୍କୁ (ଯୋଦ୍ଧା) ସାଲ୍ୟୁଟ ଜଣାଇଛନ୍ତି । ଦେଶର…

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ସଂସ୍କୃତଭାଷା, ଜୀବନଦର୍ଶନ ଉପରେ ଆଲୋଚନା ଚକ୍ର

ପୁରୀ:ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀବିହାର ପୁରୀରେ ସ୍ନାତକୋତର ଅଦ୍ୱୈତବେଦାନ୍ତ ପକ୍ଷରୁ ସଂସ୍କୃତ ଦିବସରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଭାଷା ଓ ଜୀବନ ଦର୍ଶନ ଉପରେ ଆଲୋଚନା ହୋଇଥିଲା । ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଏନଆରଏସ ତାତାଚାର୍ଯ୍ୟ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ ସାତ କୋଟି ଟଙ୍କା ଦାନକଲେ ବାଗଚୀ ଦମ୍ପତ୍ତି

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ ସାତ କୋଟି ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ପୁରୀ ଜିଲ୍ଲାର ଅସହାୟ ବୃଦ୍ଧା ମହିଳାଙ୍କ ସହାୟତା ପାଇଁ…

ଭିଜିଲାନ୍ସ ଜାଲରେ ପୁରୀ ଓ୍ୱାଇଲ୍ଡ ଲାଇଫ ଏସିଏଫ୍, ୫ଟି ସ୍ଥାନରେ ରେଡ୍

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ସହକାରୀ ବନ ସଂରକ୍ଷକ । ତାଙ୍କ ନାଁ ପ୍ରଶାନ୍ତ କୁମାର ସ୍ୱାଇଁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଏସିଏଫଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭୁବନେଶ୍ୱର ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରରେ ଥିବା ଘର, ବାଲିପାଟଣାରେ ଥିବା…