Latest Odisha News

BREAKING NEWS

Browsing Category

ପୁରୀ

Puri

[ଦେଖନ୍ତୁ ଭିଡିଓ] ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତରେ ଲଙ୍କାପୋଡି ନୀତି

ପୁରୀ : ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତ୍ରାରେ ଲଙ୍କାପୋଡି ନୀତି ଅନୁଷ୍ଠିତ ହୋଇଯାଇଛି । ଚୈତ୍ର ପୂର୍ଣ୍ଣିମା ତିଥିରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି ପ୍ରସ୍ତାବ କରାଯାଇଥିଲା । ମହାପ୍ରଭୁଙ୍କ ଆଜ୍ଞାମାଳା ପ୍ରାପ୍ତ ହେବା ପରେ ରାବଣ ଓ ହନୁମାନ…

ଜଗା ଦର୍ଶନ ହେଲା ଶେଷ ଦର୍ଶନ: ଶ୍ରୀମନ୍ଦିରରେ ଟଳିପଡ଼ି ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସୁଦୂର ଛତିଶଗଡ଼ରୁ ଛୁଟି ଆସିଥିଲେ ଜଣେ ବୃଦ୍ଧ। ସେ ନିଜର ପରିବାର ସହ ପୁରୀ ଆସିଥିଲେ। କିନ୍ତୁ ଜାଣି ନଥିଲେ ଯେ ଏହି ଯାତ୍ରା ହେବ ତାଙ୍କର ଶେଷ ଯାତ୍ରା। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏଭଳି ଘଟଣା ଘଟିଥିବା ଜଣାଯାଇଛି। ଛତିଶଗଡ଼ର ୭୨…

ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ, ସବୁ ରବିବାର ହେବ ଆୟୋଜନ

ପୁରୀ : ପୁରୀ ବେଳାଭୂମିରେ ବିଚ୍‌ କନେକ୍ଟ କାର୍ଯ୍ୟକ୍ରମ, ସବୁ ରବିବାର ହେବ ଆୟୋଜନ ।   ଆଜିଠାରୁ ସଂଯୋଗ ସ୍ବର୍ଣ୍ଣାଭ ବେଳାଭୂମି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଆଜି ଭୋର ୫ଟା ୩୦ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହା ୮.୩୦ ଯାଏଁ ଅନୁଷ୍ଠିତ ହୋଇଛି । ପୁରୀ ବେଳାଭୂମିକୁ ସ୍ୱଚ୍ଛ,…

[ଦେଖନ୍ତୁ ଭିଡିଓ] ଚୈତ୍ର ପୂର୍ଣ୍ଣିମାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପ୍ରସ୍ତୁତି ଆରମ୍ଭ

 ପୁରୀ :  ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକା ବିହାର କରିବେ । ସେଥିପାଇଁ ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ…

[ଦେଖନ୍ତୁ ଭିଡିଓ] ଶ୍ରୀକ୍ଷେତ୍ର ସାହିଯାତ: ଚୈତ୍ର ଶୁକ୍ଳ ଚତୁର୍ଦଶୀରେ ମାୟାମୃଗ ଓ ସୀତାଚୋରି ନୀତି

 ପୁରୀ: ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଛି ସାହିଯାତ । ଶ୍ରୀକ୍ଷେତ୍ର ସାହିଯାତରେ ସୀତା ଚୋରି। ଚୈତ୍ର ଶୁକ୍ଳ ଚତୁର୍ଦଶୀ ତିଥିରେ କୁଣ୍ଢେଇବେଣ୍ଟ ସାହି ଆଖେଡା ପକ୍ଷରୁ ମାୟାମୃଗ ଓ ସୀତାଚୋରି ନୀତି କରାଯାଇଥିଲା । କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ମାୟା ରାବଣ,ନବଶିରା, ସପ୍ତଶିରା, ପଞ୍ଚଶିରା,…

[ଦେଖନ୍ତୁ ଭିଡିଓ] ବୀରଗୋବିନ୍ଦପୁରର ରହସ୍ୟମୟୀ ଜଗତଜନନୀ ମାଆ ଦକ୍ଷିଣକାଳୀ

ପୁରୀ : ସେ ହେଉଛି ରହସ୍ୟମୟୀ ।  ସେ ହେଉଛି ଜଗତଜନନୀ । ଯେଉଁ ସମୟରେ ଡାକିଲେ ବି ତାର ଉପସ୍ଥିତି ଜାହିର କରେ। ଯେତେ ବଡ଼ ବିପଦ ହେଉ ପଛେ ନା ସ୍ମରଣ କରିବା ମାତ୍ରକେ ବିପଦ ବିଚାଲିଯାଏ। ଏଠି ରହିଛି ଅଲୌାକିକ ମହିମା। ଏ ହେଉଛି ଜଗତଜନନୀ ମାଆ ଦକ୍ଷିଣକାଳୀ। ବଡ଼ ରହସ୍ୟମୟୀ ଠାକୁରାଣୀ ସେ । ଯାହର…

[ଦେଖନ୍ତୁ ଭିଡିଓ] ସାହିଯାତର ଚତୁର୍ଥ ଦିନର ଯାତ୍ରା: ସପ୍ତଶିରା, ମେଢ଼ ଓ ନାଗା ନୃତ୍ୟ ପରିବେଷଣ

ପୁରୀ: ପୁରୀରେ ଆଜି ସାହିଯାତର ଚତୁର୍ଥ ଦିନ। ବେଶ ଜାକଜମକର ସହ ଚତୁର୍ଥ ଦିନର ଯାତ୍ରା । ତେବେ ଗତକାଲି ଶ୍ରୀମନ୍ଦିରରେ ବନବାସ ଓ କନ୍ଦର୍ପାଧୀବାସ ନୀତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ…

ଆଜି ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି

ପୁରୀ : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହୁନୁମାନ ଜୟନ୍ତୀ । ଏନେଇ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ସମେତ ମଠ ପରିସରରେ ଦୟଣା ଚୋରି ନୀତି ସମ୍ପନ୍ନ ହେବ । ଗୁରୁବାର ସକାଳୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧୁବନ ନାଗାପାଟଣା ନିବାସୀ…

ବାଲୁକା କଳାରେ ଓଡ଼ିଆ ନବବର୍ଷର ଅଭିନନ୍ଦ ନଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ

ପୁରୀ: ବାଲୁକା କଳା ମାଧ୍ୟମରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଗୁରୁବାର ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଥିବାରୁ ବାଲୁକା କଳାରେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ମାନସ । ତାଙ୍କ ବାଲୁକା କଳାରେ ରହିଛି ପ୍ରଭୁ ଶ୍ରୀ ହନୁମାନଙ୍କ…

[ଦେଖନ୍ତୁ ଭିଡିଓ] ପାରମ୍ପରିକ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ

ପୁରୀ:  ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖେଡା ପକ୍ଷରୁ ଏହି ଚରିତ୍ର ଗୁଡିକ ପରିବେଷଣ…