Latest Odisha News

BREAKING NEWS

Browsing Category

ପୁରୀ

Puri

ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ପୁରୀ: ଆଜିଠୁ ପଞ୍ଚୁକ ନୀତି ଆରମ୍ଭ । ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ର ସମେତ ରାଜ୍ୟବ୍ୟାପୀ ଏହି ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି । କାର୍ତ୍ତିକ ମାସରେ ନାମ ସଂକୀର୍ତନରେ ଉଛୁଳୁଛି ମଠ ଓ ମନ୍ଦିର । କାର୍ତିକ ଶୁକ୍ଳ ଏକାଦଶୀ ତିଥିରୁ ସୋମବାର ଠାରୁ ପଞ୍ଚୁକ ଆରମ୍ଭ ହୋଇଛି । ଯେଉଁମାନେ…

ସୋମବାରଠୁ ଆରମ୍ଭ ପଞ୍ଚୁକ: ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ: ସୋମବାରଠୁ ଆରମ୍ଭ ପଞ୍ଚୁକ । ରାତି ପାହିଲେ ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ର ସମେତ ରାଜ୍ୟବ୍ୟାପୀ ପଞ୍ଚୁକ ଆରମ୍ଭ ହୋଇଯିବ। କାର୍ତ୍ତିକ ମାସରେ ନାମ ସଂକୀର୍ତନରେ ଉଛୁଳୁଛି ମଠ ଓ ମନ୍ଦିର । କାର୍ତିକ ଶୁକ୍ଳ ଏକାଦଶୀ ତିଥିରୁ ସୋମବାର ପଞ୍ଚୁକ ଆରମ୍ଭ ହୋଇଯିବ। ଯେଉଁମାନେ କାର୍ତିକ ମାସ…

ଟୁଇନ୍ ସିଟି ପରେ ପୁରୀରେ ଯୁବକଙ୍କ ଧମକପୂର୍ଣ୍ଣ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କେବିଏନ୍ । କଟକରେ ପବ୍ଲିକ ଷଣ୍ଢ ଓ ଅମାନିଆ ବାଘ । ଏବେ ପୁରୀରେ ବି ସମାନ ସ୍ଥିତି । ଶ୍ରୀକ୍ଷେତ୍ରରେ ଖଣ୍ଡା ଧରି ମାତିଛନ୍ତି ଅମାନିଆ ଯୁବକ । ଅସ୍ରାବ୍ୟ ଭାଷାରେ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏ ନେଇ ପୁରୀ ବାସିନ୍ଦା ମଧ୍ୟ…

୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ଦୁଇ ଦିନ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ରବିବାର ଓ ସୋମବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ଏହି ବନ୍ଦ ସମୟରେ ଶ୍ରୀମନ୍ଦିର ଭିତର ସାନିଟାଇଜ କରାଯିବ । ଏନେଇ ପୂର୍ବଭଳି ଜଗନ୍ନାଥ ଦର୍ଶନ ବନ୍ଦ ରହିବ। ସାଧାରଣତଃ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର…

[ଭିଡ଼ିଓ] ସାହିତ୍ୟ ସାଧନାରେ ସମାଜସେବୀ ତୃପ୍ତି

ପୁରୀ : ପୁରୀ ପାଇଁ ସେ ଗର୍ବ ଆଉ ଗୌରବ । ଏକାଧାରରେ ସେ ଜଣେ ସମାଜସେବୀ ଓ କବୟତ୍ରୀ । ସମାଜ ସେବା ସହିତ ସାହିତ୍ୟ ସାଧନାରେ ବ୍ରତୀ ହେଉଛନ୍ତି ତୃପ୍ତି ପଣ୍ଡା । ପୁରୀ ବଳଙ୍ଗାର ବାୟାବର ଗାଁରେ ଜନ୍ମ ଗ୍ରହଣ କରିଛନ୍ତି । ପିଲାବେଳରୁ ଲେଖା ଜୀବନୀ ଆରମ୍ଭ କରିଥିବା ବେଳେ ତାଙ୍କ ଦ୍ୱାରା ଅନେକ…

ପୁରୀର ନାମ ପରିବର୍ତ୍ତନକୁ ସମର୍ଥନ ଜଣାଇ ଶିଳ୍ପୀ ସୁଦର୍ଶନ ନିର୍ମାଣ କଲେ ବାଲୁକା କଳା

ପୁରୀ: ପୁରୀର ନାମକରଣ ପରିବର୍ତ୍ତନକୁ ସମର୍ଥନ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀର ନାମକୁ ଶ୍ରୀଜଗନ୍ନାଥ ପୁରୀଭାବେ ନାମିତ କରିବା ଦାବିକୁ ସମର୍ଥନ ଜଣାଇ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ସେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ବାଲୁକା କଳା…

ୟୁଜର୍ସ ଫି ବା ଶୁଳ୍କ ଆଦାୟକୁ ବିରୋଧ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ: ୟୁଜର୍ସ ଫି ବା ଶୁଳ୍କ ଆଦାୟକୁ ବିରୋଧ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୧୦ତାରିଖରୁ ପୁରୀ ପୌରପାଳିକା ଅଳିଆ ଗାଡ଼ିକୁ ଅଳିଆ ଦେଉଥିବା ବ୍ୟକ୍ତି ଓ ଅନୁଷ୍ଠାନଠାରୁ ୟୁଜର୍ସ ଫି ବା ଶୁଳ୍କ ଆଦାୟ ଆରମ୍ଭ କରିଛନ୍ତି।…

ପୁରୀ ବେଳାଭୂମିରୁ ଉଠାଦୋକାନୀଙ୍କୁ ଉଚ୍ଛେଦ ପ୍ରତିବାଦରେ ରାସ୍ତା ଅବରୋଧ

ପୁରୀ: ପୁରୀ ବେଳାଭୂମି ଓ ରାସ୍ତାର ଦୁଇପାଶ୍ୱର୍ର ଉଠାଦୋକାନୀ ଉଚ୍ଛେଦ କରାଯାଇଛି। ଦିଗବାରିଣୀ ଛକରୁ ହୋଟେଲ ସି ଗଲ ହାଇମାଷ୍ଟ ଲାଇଟ୍ ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ ହୋଇଛି। ହେଲେ ଥଇଥାନ ନକରି ତରବରିଆଭାବେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ବିରୋଧ କରି ଉଠାଦୋକାନୀମାନେ ପୁରୀ ହୋଟେଲ ନିକଟରେ…

[ଭିଡ଼ିଓ] ପୁରୀ ବେଳାଭୂମିରୁ ଜବରଦଖଲ ଉଚ୍ଛେଦକୁ ବିରୋଧ

ପୁରୀ: ଆଜି ପୁରୀ ପୌରସଂସ୍ଥା ପକ୍ଷରୁ ବେଳାଭୂମିରୁ ଉଠାଦୋକାନୀ ଉଛେଦ ପ୍ରକ୍ରିୟା ଜାରି ରହିଛି । ଏହାର ପ୍ରତିବାଦରେ ଦୋକାନୀମାନେ ରାସ୍ତା ଅବରୋଧ କରିବା ସହ ପୁରୀ ହୋଟେଲ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୁରୀ ସମୁଦ୍ରକୂଳକୁ ଅବରୋଧମୁକ୍ତ,ପରିଷ୍କାର ପରିଚ୍ଛନ୍ନ…

[ଭିଡ଼ିଓ] ବୋମାମାଡ ଘଟଣା ପରେ ପୁରୁଷ ଶୂନ୍ୟ ଗାଁ

ସାତପଡା: ପୁରୀ ସାତପଡା ନାଥପୁରରେ ବୋମାମାଡ ଘଟଣା ପରେ ଦୁଇଟି ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ଘଟଣା ନେଇ ପୋଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାସ୍ଥଳରେ ଶାନ୍ତି ଫେରାଇ ଆଣିବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି । ସେହିପରି ଘଟଣା ସ୍ଥଳରେ…