Latest Odisha News

BREAKING NEWS

Browsing Category

ପୁରୀ

Puri

ବାଲୁକା କଳାରେ ୧୨ ପ୍ରକାର ପରିବାରେ ମାଆ ଦୁର୍ଗାଙ୍କ ପ୍ରତିମା

ପୁରୀ : ବିିଭିନ୍ନ ସ୍ଥାନରେ ଚାଲିଛି ମାଆ ଦୁର୍ଗାଙ୍କ ଅରାଧନା । ବିଭିନ୍ନ ସ୍ଥାନରେ ମାଆର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଆ ଦୁର୍ଗାଙ୍କ ଏକ ପ୍ରତିମା । ଯାହାକି ବାଲୁକା କଳାରେ ଶୋଭା ପାଉଛି । ଦେବୀଙ୍କ ଏହି ପ୍ରତିମା ବାଲିରେ ତିଆରି ହୋଇଛି ।…

କୋଣାର୍କ ମନ୍ଦିରରେ ଝଲସିଲା ତ୍ରିରଙ୍ଗା ପତାକାର ଝଲକ

ପୁରୀ: ଲେଜର ଲାଇଟ୍ ମାଧ୍ୟମରେ ତ୍ରିରଙ୍ଗା ପତାକା ପରି ଚିତ୍ରିତ ହୋଇଥିଲା କୋଣାର୍କ ମନ୍ଦିର। ଆଲୋକମାଳାରେ ଝଲସୁଥିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର। ଯାହା ପର୍ଯ୍ୟଟକଙ୍କ ବେଶ୍ ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇଥିଲା। କୋଭିଡ଼୍ ଟୀକାକରଣ ଭାରତବର୍ଷରେ ୧୦୦କୋଟି ପୂରଣ ହେବାକୁ ଥିବାବେଳେ…

ଶ୍ରୀମନ୍ଦିରରେ ଦଶହରାର ସ୍ୱତନ୍ତ୍ର ନୀତି

ପୁରୀ : ଆଜି ଦଶହରାରେ ସବୁଠି ଚାଲିଛି ପୂଜାର୍ଚ୍ଚନା । ସେହିଭଳି ଶ୍ରୀମନ୍ଦିରରେ ଦଶହରାରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ତେବେ ପ୍ରତିବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ଏହି ମହାର୍ଘ ସୁନାବେଶ ଦର୍ଶନ କରୁଥିବା ବେଳେ…

ଗୋଷାଣୀ ଯାତ୍ରାରେ କଟକଣା

ପୁରୀ: ଗୋଷାଣୀ ଯାତ୍ରାରେ ଲାଗିଲା  କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖରେ ସିଂହଦ୍ବାର ସମ୍ମୁଖରେ ହେବାକୁ ଥିବା ଗୋଷାଣୀ ଯାତ୍ରା ଉପରେ ଲାଗିଲା କଟକଣା । ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ମେଢ ଦେଖିବାକୁ ଶ୍ରଦ୍ଧାଳୁଙ୍କ…

ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ ,୪ ଗୁରୁତର

ପୁରୀ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ । କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାର ଖାଲକଟାପାଟଣା ଠାରେ ଟ୍ରାଭେରା ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମହେଶ୍ୱର ମହାନ୍ତି ଓ…

ଦଶହରାରେ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ଚଳିତ ବର୍ଷ ଦଶହରାରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ଶନିବାର ଦିନ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ହେବ ସାଧାରଣ ଦର୍ଶନ । ଭସାଣୀ ପାଇଁ ମଧ୍ୟାହ୍ନ ୧୨ଟା ପରଠୁ ବନ୍ଦ ରହିବ ଦର୍ଶନ । ଦଶହରାରେ ଶ୍ରୀଜିଉଙ୍କ ସୁନାବେଶ କରାଯିବ ।  ଦୁର୍ଗାପୂଜା ଭସାଣୀ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ…

ରାଇବିଧାର ବଜାରରେ ଚଢ଼ାଉ କରି ବ୍ରାଉନସୁଗାର ଜବତ

ପୁରୀ: ବ୍ରହ୍ମଗିରି ଥାନା ଅଞ୍ଚଳର ରାଇବିଧାର ବଜାର ଉପରେ ଚଢ଼ାଉ କରି ବ୍ରାଉନସୁଗାର ଜବତ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଅଭିରାମ ଦାସ। ବୟସ ୩୬। ଚଢ଼ାଉ କରି ତାଙ୍କଠାରୁ ୧୧୨ଗ୍ରାମ ବ୍ରାଉନସୁଗାର ଏବଂ ଗୋଟିଏ କଳା ରଙ୍ଗର ପଲସର ବାଇକ ଓଡ଼ି ୧୩ଏମ୍ ୧୭୦୧ ଜବତ କରିଛି ପୋଲିସ୍। ବ୍ରାଉନସୁଗାରର…

ମା’ମଙ୍ଗଳାଙ୍କ ମହିଷାମର୍ଦ୍ଦିନୀ ବେଶ

କାକଟପୁର: ମା’ଙ୍କର ଚାଲିଛି ଷୋଡଶ ଉପଚାରରେ ପୂଜା। ଅନ୍ୟ ସ୍ଥାନ ଭଳି କାକଟପୁରରେ ମା’ ମଙ୍ଗଳାଙ୍କ ପୂଜା ରୀତିନୀତିର ସହ କରାଯାଉଛି । ଷୋଡଶ ଉପଚାର ପୂଜା ଷୋଡଦିନାତ୍ମକ ଜାରିରହିଥିଲା ବେଳେ ନବପତ୍ରିକା ଠାରୁ ଚଣ୍ଡୀପୁରାଣ ମତ ଅନୁଯାଇ ମା’ଦୁର୍ଗାଙ୍କ ନଅ ଗୋଟି ସ୍ୱରୂପକୁ ଆବାହନ କରାଯାଇ ସେହି…

ବାଲୁକା ଚିତ୍ରକଳାରେ ମହାସପ୍ତମୀ

ପୁରୀ : ଆଜି ଶାରଦୀୟ ଦୁର୍ଗା ପୂଜାର ମହା ସପ୍ତମୀ । ପ୍ରତେକ ପୂଜା ମଣ୍ଡପ ଏଥିପାଇଁ ଚଳ ଚଞ୍ଚଳ। ଏହି ପବିତ୍ର ଦିବସରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା…

ଆଇସକ୍ରିମ୍ କାଠିରେ ମା’ ଦୁର୍ଗାଙ୍କ ମୁଖମଣ୍ଡଳ

ପୁରୀ : ଆଇସକ୍ରିମ୍ କାଠିରେ ନିର୍ମାଣ ହୋଇଛି ମା’ ଦୁର୍ଗାଙ୍କ ମୁଖମଣ୍ଡଳ । ପୁରୀ କୁମୁତିପାଟଣା ସାହିର ଯୁବଶିଳ୍ପୀ ବିଶ୍ୱଜିତ ନାୟକ ଦୁର୍ଗାପୂଜା ଅବସରରେ ଆଇସକ୍ରିମ୍ କାଠିରେ ମା’ ଙ୍କ ପ୍ରତିମୂର୍ତ୍ତି  କରିଛନ୍ତି । ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛାର ବାର୍ତ୍ତା…