Latest Odisha News

BREAKING NEWS

Browsing Category

ପୁରୀ

Puri

ପିପିଲି ଉପନିର୍ବାଚନ: ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ନିଜ ଭୋଟ୍ ଦେଇଛନ୍ତି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ୨୩୪ ନମ୍ବର ବୁଥର କମାକନ୍ତିଆ ସରକାରୀ ଉଚ୍ଚବିଦ୍ୟାଳୟର ସେ ଭୋଟ୍ ଦେଇଛନ୍ତି । ସମର୍ଥକଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଆଶ୍ରିତ ପଟ୍ଟନାୟକ । କୋଭିଡ୍…

ଭୋଟ୍ ଦେଲେ ରୁଦ୍ର ଓ ମହାରଥୀ ପରିବାର

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ନିଆଯାଉଛି ଭୋଟ୍ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ ତାଙ୍କ ପରିବାର ସଦସ୍ୟ ଆଜି ଭୋଟ୍ ଦେଇଛନ୍ତି । ରୁଦ୍ରଙ୍କ ସହ ସାଙ୍ଗରେ ବୁଥକୁ ଆସିଥିଲା ତାଙ୍କ ମାଆ, ପତ୍ନୀ, ଉଭଣୀ ଓ ଭିଣୋଇ । ପତ୍ନୀ ଜାଗୃତି ମହାରଥୀ, ମାଆ ପ୍ରତିଭା ମହାରଥୀ, ଭଉଣୀ…

ପିପିଲି ଉପନିର୍ବାଚନ: ୩ଟି ବୁଥରେ ଇଭିଏମ୍ ଅଚଳ

ପୁରୀ: ପିପିଲି ଉପନିର୍ବାଚନ ଭୋଟ୍ ଗ୍ରହଣରେ ବିଭ୍ରାଟ । ୩ଟି ବୁଥରେ ଇଭିଏମ୍ ଅଚଳ । ନୂଆଶାସନ ପଞ୍ଚାୟତ ଦକ୍ଷିଣସାହିରେ ଇଭିଏମ୍ ଅଚଳ ହୋଇଥିଲା । ୨୦୩ ନମ୍ୱର ବୁଥ୍ ସହିତ ୧୩୯-A ଓ ୧୭୭ ନମ୍ୱର ବୁଥରେ ଇଭିଏମ୍ ଅଚଳ ହୋଇଥିବା ସୂଚନା ମିଳିଛି । ଫଳରେ ପ୍ରଭାବିତ ହୋଇଥିଲା ମତଦାନ । ଫଳରେ…

ଭୋଟ୍ ଦେଉଛି ପିପିଲି: ଉପନିର୍ବାଚନ ପାଇଁ ଚାଲିଛି ମତଦାନ

ପୁରୀ: ଦୁଇ ଦୁଇ ଥର ସ୍ଥଗିତ ରହିବା ପରେ ଆଜି ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ନିଆଯାଉଛି । କୋଭିଡ୍ କଟକଣା ଭିତରେ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସନ୍ଧ୍ୟା ୬ଟା ଯାଏ ଚାଲିବ । ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟର କୋଭିଡ୍ ଗାଇଡଲାଇନ୍ ଅନୁସାରେ ଧାଡିରେ…

ବିପଦ ସଂକୁଳ ଘୋଷିତ ଶ୍ରୀମନ୍ଦିର କାର୍ଯ୍ୟାଳୟ, ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

ପୁରୀ: ବହୁଦିନର ତର୍ଜମା ପରେ ଶେଷରେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ବିପଦ ସଂକୁଳ ଘୋଷିତ କରାଯାଇଛି । ଏହି ଧାରାରେ ପୁରୁଣା କୋଠାରେ ଥିବା ୨୫ଟି ଦୋକାନ ଘରକୁ ଖାଲି କରାଯାଇଛି । ତେବେ ବିସ୍ଥାପିତଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରାଯାଇନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ୧୦୦ ବର୍ଷରୁ…

ଶ୍ରୀକ୍ଷେତ୍ରରେ ଶାରଦୀୟ ପାର୍ବଣର ଷୋଡ଼ ପୂଜା

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡ଼ପୂଜା । ଗଜପତିଙ୍କ ଶ୍ରୀନହରରେ ଗଜପତି ଦିବ୍ୟସିଂହ ଦେବ ବ୍ରାହ୍ମଣ ମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି । ୧୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି…

ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ଏସଆଇ ନିଲମ୍ବିତ

ପିପିଲି : ପିପିଲି ବଳଙ୍ଗା ଥାନା ବିସ୍ପୋରଣ ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ମାଲଖାନା ଦାୟିତ୍ୱରେ ଥିବା ମହିଳା ଏସଆଇ ତଅପୋଇ ନାୟକ ନିଲମ୍ବିତ ହୋଇଛନ୍ତିା ସୋମବାର ରାତିରେ ଏହି ବିସ୍ୱୋରଣ ହୋଇଥିଲା । ଏହି ବିସ୍ୱୋରଣ ଏତେ ଭୟଙ୍କର ଥିଲା ଯେ ଥାନାର ଛାତ ଭୁଷୁଡି ପଡ଼ିବା ସହ କାନ୍ଥ ଭୁଷୁଡି…

ବିସ୍ଫୋରକ ଫୁଟି ଉଡ଼ିଗଲା ଥାନାର ଛାତ

ପୁରୀ : ବିସ୍ପୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା l ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି । ଜବତ ହୋଇଥିବା ବିସ୍ଫୋରକ ଫୁଟି ଥାନାର ଛାତ  କାନ୍ଥ ଭୁଶୁଡି ପଡିଛି l ସୌଭାଗ୍ୟ ବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏହି ବଡ଼ ଦୁର୍ଘଟଣାରୁ…

ପିପିଲି ଉପନିର୍ବାଚନ ପାଇଁ ସରିଛି ପ୍ରଚାର ,ଶେଷ ଦିନରେ ଜୁନିଅର ମହାରଥୀଙ୍କ ଜୋରଦାର ପ୍ରଚାର

ପିପିଲି : ପିପିଲି ଉପନିର୍ବାଚନ ପାଇଁ ଆଜି ସରିଛି ପ୍ରଚାର । ଶେଷ ଦିନରେ ବିଜେଡି ଜୋରଦାର ପ୍ରଚାର କରିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ସମଗ୍ର ପିପିଲି ଏନଏସିରେ ପ୍ରଚାର କରିଥିବା ବେଳେ ବିଜେଡିର ବରିଷ୍ଠ ନେତାମାନେ ପିପିଲି ଡେଲାଙ୍ଗ ର ବିଭିନ୍ନ ପଞ୍ଚାୟତରେ ସଭା ସମିତି…

ଟ୍ୟାପ ଟୁ ଡ୍ରିଙ୍କ: ପୁରୀର ଗାଧୁଆ ଘରେ ଓ ନାଳରେ ଭାସି ଯାଉଛି ଆରଓ ଜଳ

ପୁରୀ: ସରକାରଙ୍କ ଟ୍ୟାପ ଟୁ ଡ୍ରିଙ୍କ ଏକ ମହତ୍ୱକାଂକ୍ଷୀ ଯୋଜନା । ତେବେ ଏହି ଯୋଜନା ଧିରେ ଧିରେ ବିଫଳତା ଆଡକୁ ଗତି କରୁଛି । ବିଶୁଦ୍ଧ ରିଭର୍ସ ଓସମେସିସି (ଆରଓ) ପୁରୀ ସହରର ପ୍ରାୟ ସମସ୍ତ ଘରକୁ ଯୋଗଣ ହେଉଛି । ତେବେ ଲୋକଙ୍କ ଦାୟିତ୍ୱହୀନତା ଯୋଗୁ ଅନେକ ବିଶୁଦ୍ଧ ପାଣି ଗାଧୁଆଘରରେ,…