Latest Odisha News

BREAKING NEWS

Browsing Category

ରାୟଗଡ଼ା

Rayagada

ରାୟଗଡା ପ୍ରଶାସନକୁ ମନେ ପଡିଲା ହୁଲୁକି ଗାଁ ଲୋକଙ୍କ କଥା

ରାୟଗଡା: ଚନ୍ଦ୍ରକୁ ଆରମ୍ଭ ହୋଇଛି ଯାତ୍ରୀବାହୀ ପରିବହନ(ରକେଟ୍‌) ବ୍ୟବସ୍ଥା । ମଙ୍ଗଳ ଗ୍ରହରେ ଜଳର ସନ୍ଧାନ କରୁଛି ମାନବ ଜାତି । ତଥାପି ରାୟଗଡା ଜିଲ୍ଲାର ଦୁର୍ଗମ ଇଲାକାରେ ରହୁଥିବା ହୁଲୁକି ଗାଁର ଲୋକେ ଆଜି ବି ମୌଳିକ ଅଧିକାର ପାଇଁ ଲଢେଇ କରୁଛନ୍ତି । ନିର୍ବାଚନ ସମୟରେ ଏମାନଙ୍କୁ…

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଜଣେ ସ୍ୱାସ୍ଥ୍ୟକର୍ମୀ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ରାୟଗଡା: ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟଠାରୁ ଆରମ୍ଭ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏବେ ବି ଅନେକଙ୍କ ପାଖକୁ ପହଂଚିପାରିନି ପ୍ରାଥମିକ ସ୍ୱାସ୍ଥ୍ୟସେବା । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଜଗଦଲପୁର ଗାଁରୁ ସାମ୍ନାକୁ ଆସିଛି ବିପର୍ଯ୍ୟସ୍ତ…

କରୋନା କାଳରେ ବ୍ୟବସାୟ ମାନ୍ଦା

ରାୟଗଡା:  କରୋନା କାଳରେ ବ୍ୟବସାୟ ମାନ୍ଦା,ଉତ୍ପାଦନ ତୁଳନାରେ ବିକ୍ରି କମ୍ ହାତରେ ମୁଣ୍ଡ ଦେଇବସିଛନ୍ତି ବ୍ୟବସାୟୀ । ଶିଳ୍ପ ସମୃଦ୍ଦ ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ବେଶ୍ ପ୍ରଭାବ ଦେଖିବାକୁ ମିଳିଲା । ଜିଲ୍ଲାରେ ଉତ୍କଳ ଆଲୁମିନା କାରଖାନା,ଜେକେ କାଗଜ କଳ ଓ ଇମ୍ଫା ପରି ଅନେକ ବୃହତ ଶିଳ୍ପ…

ନୀଳ ଜହରର ଚରାଭୂଇଁ, ସପ୍ତାହରେ ପାଞ୍ଚ ଟନରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

ରାୟଗଡା: ନୀଳ ଜହରର ଚରାଭୂଇଁ ପାଲଟିଛି  ରାୟଗଡା । ସପ୍ତାହରେ ପାଞ୍ଚ ଟନରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ।  ପୋଲିସ ଧରପଗଡରେ ଅବକାରୀ ହାତ ଖାଲି  । ମାତ୍ର କିଛି ଦିନ ବ୍ୟବଧାନରେ ଟନ ଟନ ଗଞ୍ଜେଇ ରାଜ୍ୟ ତଥା ରାଜ୍ୟ ବାହାରୁ ରପ୍ତାନି ହେଉଛି । ଘଟଣାରେ ସମ୍ପୃକ୍ତ ୧୫ ଟି ମାମଲାରେ ୨୮ ଜଣ…

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ରାୟଗଡା : ପୁଣି ଦୟନୀୟ ଚିତ୍ର । ଖଟିଆରେ ୩ କି.ମି ବୁହା ହୋଇ ଗଲେ ଗର୍ଭବତୀ । ରାୟଗଡା ଜିଲା କାଶୀପୁର ବ୍ଲକରେ ଏହିଁ ଘଟଣା ଦେଖିବାକୁ ମିଳିଛି। ବାରମ୍ବାର ଖବରକାଗଜ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ମଧ୍ୟ ପ୍ରଶାସନ ନିରବ ରହୁଛି । କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଦଢାଫାସ…

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଲା ପୋଲିସ । ପାଟ୍ରୋଲିଂ ବେଳେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅଞ୍ଚଳରୁ ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ମୋଟ୍ ୧୧ଶହ ୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି…

ରାୟଗଡ଼ାରେ ହସ୍ପିଟାଲ ଛାତରୁ ଡେଇଁ ଜୀବନ ହାରିଲେ ମହିଳା

ରାୟଗଡ଼ା: ହସ୍ପିଟାଲ ଛାତ ଉପରୁ ତଳକୁ ଡେଇଁ ମହିଳାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଘଟଣା ଘଟିଛି । ମେଡିସିନ୍ ଓ୍ୱାର୍ଡର ୩ ମହଲା କୋଠା ଉପରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ୨୮ ବର୍ଷୀୟ ମହିଳା ରଜନୀ ମେଲେକା ଓ ତାଙ୍କ ଘର…

ପୋଲିସ ଜାଲରେ ଲୁଟେରା, ବିପୁଳ ଟଙ୍କା ଓ ସୁନା ଗହଣା ଜବତ

ଗୁଣୁପୁର: କରୋନା ମହାମାରୀରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ସରକାରୀ ଘୋଷଣା ସାମ୍ନାକୁ ଆଣିଛି ଅନେକ ଅପ୍ରତ୍ୟଶିତ ପରିସ୍ଥିତି । ବଢିଛି ବେରୋଜଗାରୀ, ବ୍ୟାପିଛି ଲୁଟ୍ ଓ ଡକାୟତି ଭଳି ଅପରାଧିକ ଘଟଣା । ଏହି ଧାରାରେ ରାୟଗଡା ଜିଲ୍ଲାରେ ଏକ ଲୁଟ୍ ମାମଲାର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି…

ଚମକିବ ବାଉଁଶରେ ତିଆରି ଗହଣା

ରାୟଗଡା :: ଦେଶ ବିଦେଶରେ ଚମକିବ ଏବେ ବାଉଁଶରେ ତିଆରି ଗହଣା । ଆଧୁନିକ ଯୁଗରେ ଆଧୁନିକ ପସନ୍ଦ୍ । ତେବେ ଆଜିକାଲି ଫ୍ୟାସନ କୁ ନେଇ ଆଦିବାସୀ ମୂଳକର ଝିଅ ତିଆରି କରିଛନ୍ତି ଗହଣା । ତା ପୁଣି ବାଉଁଶରେ । ପ୍ରକୃତିର ଉପାଦାନ ବାଉଁଶ ରେ ଅଳଙ୍କାର ପ୍ରସ୍ତୁତ କରି ଆଦିବାସୀ ଏବେ ସ୍ଵାବଲମ୍ବୀ…

କରୋନା ଯୋଗୁ ସଙ୍କଟରେ କୌଳିକ ବୃତ୍ତି

ଗୁଣପୁର : କରୋନା ଯୋଗୁ ହଜିବାକୁ ବସିଛି କୌଳିକ ବୃତ୍ତି । ଚିନ୍ତାରେ ପଡିଛନ୍ତି ଗୁଣପୁରର ବାଉଁଶ କାରିଗର । ଦିନକୁ ଦିନ ବାଉଁଶ ତିଆରି ସାମଗ୍ରୀର ଚାହିଦା କମୁଥିବା ବେଳେ ଏବେ ପୁଣି କରୋନାର ଛାଟ । ଦିନରାତି ପରିଶ୍ରମ କରି ବାଉଁଶରୁ ଭଳିକିଭଳି ଜିନିଷ ତିଆରି କରୁଛନ୍ତି କାରିଗର । ହେଲେ ଦୋକାନ…