Latest Odisha News

BREAKING NEWS

Browsing Category

ଗଳ୍ପ

ଅନୁବାଦ ଗଳ୍ପ : କ୍ଷତିପୂରଣ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧ ମୂଳ ହିନ୍ଦୀ: ନାରାୟଣ ଭାରତୀ                                                                                              ଓଡ଼ିଆ ରୂପାନ୍ତର: ସୁଭାଷ ଶତପଥୀ “ଆଚ୍ଛା ଭାଇ, ଏଠି କ୍ଷତିପୂରଣ ଟଙ୍କା ଦେବା କଥା…

ଗଳ୍ପ : ରାକ୍ଷୀ

ସୁନିତା ପ୍ରଧାନ ଆଜି ରାକ୍ଷୀ ପୂର୍ଣ୍ଣିମା। ଯେତେ ଯାହା କାମ ଥିଲେ ମଧ୍ୟ ଆଜି ଦିନରେ ଯେମିତି ହେଲେ ଭାଇ ଆସିବ ତା ହାତରୁ ରାକ୍ଷୀବାନ୍ଧିବା ପାଇଁ । ଭାଇ ଭଉଣୀ ପବିତ୍ର ସମ୍ପର୍କର ଏକ ସୁଦୃଢ଼ ସେତୁବନ୍ଧ ଏହି ରାକ୍ଷୀ ।ତେଣୁ ଭାଇପସନ୍ଦର ଖିରୀ, କାକରା, ଚିତଉ ଭଳି ଆଦି କିଛି ଖାଇବା…

ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ

ଲକ୍ଷ୍ମଣ ସାହୁ  ଭାରତୀୟଙ୍କ ଅହର୍ନିଶ ଅସୀମ ଲଢେ଼ଇ, ଦୃଢ ମନୋବଳ, ଗଭୀର ଆତ୍ମବିଶ୍ବାସ ଦିନେ ନା ଦିନେ ସ୍ୱାଧୀନତାର ସ୍ୱାଦ ଭରିଦେବ ଏକଥା କାହାକୁ ଅଛପା ନଥିଲା । ଜାତୀୟ ଦଳ ସମୂହର ରାଜନୈତିକ କୌଶଳଗତ କ୍ରିୟାକଳାପ ନହେଲେ ମଧ୍ୟ ଶ୍ରମଜୀବୀ ଜନଗଣଙ୍କ ବ୍ୟାପକ ଆନ୍ଦୋଳନ ଯୋଗୁଁ ଔପନିବେଶକ…

ଗଳ୍ପ : ପ୍ରେମ ଓ ଚିତ୍ରକଳାର ପୃଥିବୀ

ସ୍ମୃତି ପଟ୍ଟନାୟକ  ଶୂନ୍ୟତାର ପରିଧି ମଧ୍ୟରେ ବି କେବେ କେବେ ଦୃଶ୍ୟାୟିତ ହୁଏ ଜୀବନ ର ସ୍ବରଗୀତି, ଚତୁର୍ଭୁଜର ଚାରି କୋଣରେ, ଚାରି ଗୋଟି ଉଜ୍ବଳ ବିନ୍ଦୁ, ସେମାନଙ୍କ ସମାହାରରେ ମଧ୍ୟ ବିନ୍ଦୁର ସୃଷ୍ଟି , ଉଜ୍ବଳରୁ ଉଜ୍ବଳତର ଜୀବନର ଚିତ୍ର ବିନ୍ଦୁ l ନା ଅଜଣା ଚିତ୍ରଶିଳ୍ପୀଟିଏ, ହାତରେ…

ଗଳ୍ପ : ଝିଅ

ଦେବଜ୍ଯୋତି ଅବିନାଶ  ଖଟ ଉପରେ ସେମିତି ଶୋଇ ରହିଥାନ୍ତି ହରିହର ବାବୁ। ବୟସ ୮୦ ଉପରେ । ୨ ବର୍ଷ ହେଲା ଶରୀର ଅଚଳ। ତାଙ୍କୁ ଖୁଆଇ ଦେଇ ସାରି ଅରୁଣିମା ଯାଇଛି ରୋଷେଇ ଘରକୁ, କ୍ଷୀର ଗରମ କରି ଆଣିବ ବୋଲି। ଅରୁଣିମା ତାଙ୍କର ଗୋଟିଏ ବୋଲି ଝିଅ, ତିନି ଭାଇ ଭଉଣୀ ଭିତରୁ ସବୁଠୁ ସାନ।…

ଗପ : କରୋନା ଟିକା

ସତ୍ୟନାରାୟଣ ଗନ୍ତାୟତ  କରୋନା ଟିକା ନେଲଣି ? କଲୋନୀର ମାଉସୀ ପଚାରିଲେ।  ହଁ ମାଉସୀ ! କହିଲା ରୀନା । ପୁଣି ମାଉସୀଙ୍କ ପ୍ରଶ୍ନ : ପ୍ରଥମ ଡୋଜ ନା ଦୁଇଟା ଯାକ ଡୋଜ ନେଇ ସାରିଚ ?  : ନା ପ୍ରଥମ ଡୋଜ୍ ହିଁ ନେଇଛି ମାଉସୀ । ଶୁଣୁଶୁଣୁ ମାଉସୀ ପୁଣି କହିଲେ : ମୁଁ ଦି'ଟା…

ଗଳ୍ପ : ପ୍ରତ୍ୟାବର୍ତ୍ତନ

ପ୍ରିୟମ୍ବଦା ରଥ  ଏଥର ତୁ ଯା ମା,ଉପାସଟାରେ ସକଳ ପହରୁ ଘରଟା ଯାକ କାମ କରିଚାଲିଚୁ। ପ୍ରସାଦ ପାଇସାରି ଟିକେ ବିଶ୍ରାମ ନେଇଯିବୁ। ବାକି କାମ ମୁଁ ସାରିଦେଉଛି। ପ୍ରଥମ ଥର ସାବିତ୍ରୀ ବ୍ରତ କରିଛୁ। ଉପାସ ବ୍ରତ ତୋର ଅଭ୍ୟାସ ନାହି। ଥାଳିରେ ଫଳମୂଳ ସଜାଡୁ ସଜାଡୁ ଭାଉଜ ଙ୍କୁ ଆଦେଶ ଦେଲା…

ଗଳ୍ପ : ବାଲିଘର

ସତ୍ୟ ସୁନ୍ଦର ମିଶ୍ର  ପିଲାଦିନ ଏକ ଅପୂର୍ବ ମାହେନ୍ଦ୍ର ସମୟ ହସି ହସି ଖେଳୁ ଖେଳୁ । କେମିତି ହଜିଯାଏ ସେଇ ପୁଲକିତ ସୁନାଝରା ଦିନ ଗୁଡିକ। ଫେରେ ପୁଣି ଭାବନା ନଈରେ ନା ହୋଇ ସ୍ମୃତି ସଢେଇରେ ଚୁଲି କରି ମିଛି ମିଛିକା ଭାତ ଡାଲି ରାନ୍ଧଣା ପୁଣି ବୋହୂ ବୋହୂକା ଖେଳ । ବଡବୋଉ ଅବା ଖୁଡୀର…

ଗଳ୍ପ : ଅଳି

ସେଦିନ ଥିଲା ଜ୍ୟେଷ୍ଠ ଶୁକ୍ଳ (ନୃସିଂହ ଜନ୍ମ) ଚତୁର୍ଦ୍ଦଶୀ । ବଡ଼ଦାଣ୍ଡରେ ଚଳଚଞ୍ଚଳ ରଥଖଳା । ଏହିି ଦିନ ରୂପକାରମାନେ ରଥ ସେବାରେ ସାମିଲ ହୁଅନ୍ତି । ମହାରଣାମାନେ କାଠ ସବୁ ମାପ ଅନୁସାରେ ଚଉରସ କରି ସେମାନଙ୍କୁ କୋଣ ଗୁଜରେ ଗଜସିଂହର ରୂପ ଖୋଦେଇ ଆରମ୍ଭ କରିବାପାଇଁ ଯୋଗାଇ ଦେବେ ।…

ଗଳ୍ପ : ମରୀଚିକା

ମନୋରମା ସାହୁ     (୧) ବାଦଲ ଯେଉଁଦିନ ଚାକିରି ପାଇଲା,ସେଦିନ ବାପା ନୀଳକଣ୍ଠଙ୍କର ଛାତି ଖୁସିରେ କୁଣ୍ଢେମୋଟ ହୋଇଗଲା।ଯା'ହେଉ ତାଙ୍କ ପୁଅକୁ ଶେଷରେ ଭଗବାନ ଦୟା କଲେ।ମାଷ୍ଟର ଚାକିରି।ଲକେତେ ଲୋକ ତାଙ୍କ ପୁଅକୁ ନମସ୍କାର କରିବେ।ଭାରି ଇଜ୍ଜତବାଲା ଚାକିରିଟାଏ। ସମ୍ମାନ ସହିତ…