Latest Odisha News

BREAKING NEWS

Browsing Category

କବିତା

କବିତା : ମହମବତୀ

ଗଦାଧର ସାହୁ ଜଳୁଛି ସେ କେଉଁ କାଳୁ ଜଳୁଥିବ ଆହୁରି, ଅନ୍ଧକାର ସରେ ନାହିଁ କେତେ ଅଛି ଜାଣେନି । କାହାର କେତେ ଆୟୁଷ କିଏ ଅବା କଳିବ, ଜଳି ଜଳି ଲିଭିଯିବ ଏ ଜୀବନ ପ୍ରଦୀପ ବ୍ରହ୍ମଗିରି,  ପୁରୀ

କବିତା : ଦିନିକିଆ ପଖାଳ

ଶ୍ରୀମାନ ସର୍ବଗିଳା  ଯେବେଠାରୁ ଯୁଗ ଆଗେଇଲା ଓଡ଼ିଆଙ୍କ ପଖାଳ କଂସା ପ୍ରମୋସନ ପାଇ ଢ଼ାବା, ଷ୍ଟାର ହୋଟେଲରେ ପଶିଲା ଏବେ ବରଷକେ ଏଇ ଦିନ ଆସୁଛି ଚାର୍ଟ ଚାଉମିନ ହଟ ପିଜାଖିଆ ପାଟି ପଖାଳ କଂସାକୁ ଖୋଜୁଛି ଚୁନା ମାଛ ବଡି ଚୁରାକୁ ଶାଗ ଭଜା ଘରଣୀ ଭାଜୁଛି ଯେବେ ଏଇ ପଖାଳ ଦିବସ…

କୁଳାଙ୍ଗାର ଉବାଚ : ହୋଲି ବୋଲି

ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳିବା, ବୋଳିବା, ଢାଳିବା ଓ ଢଳିବା ତ ବାହାନା କେବଳ; ଏଇଦିନରେ ଅନେକ ରଙ୍ଗ ଖେଳିବା ବାହାନାରେ ଅନେକଙ୍କ ଅନେକ ସ୍ଥାନକୁ ସ୍ପର୍ଶ କରିବାକୁ ବିକଳ! ଦଳେ ଅତିଭଦ୍ର ଥାଆନ୍ତି ଯିଏ ରଙ୍ଗ ଦେଖିଲେ ଫଁ ଫଁ ହୁଅନ୍ତି, ଯାଣନ୍ତିନି କଣ ରଙ୍ଗ ଖେଳର ଖୁସି;…

କବିତା : ହୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ  ଗତ ଦୁଇବର୍ଷ ଫିକା ହେଲା ହୋଲି କରୋନା ବ୍ୟାପିଲା ବୋଲି, ଅବିର ଦେହରେ ବୋଳି ପାରିଲିନି ସଂକ୍ରମିତ ହେବ ବୋଲି । କରୋନା ରାକ୍ଷସ ଛାଡି ତ ଗଲାନି ଛୁଇଁବାକୁ ହେଲା ମନା, ସବୁ ଆଶା ମୋର ମିଳେଇ ତ ଗଲା ମନ ହୋଇଗଲା ଚୁନା । ଏସନ ହୋଲିରେ ଫଗୁ ଅବିରରେ…

କବିତା : ଫଗୁଣର ଦୁଇଟି ସ୍କେଚ୍

ରାଜଲକ୍ଷ୍ମୀ ତ୍ରିପାଠୀ  କିଛି ଦୃଶ୍ୟ: ଆକାଶକୁ ବେଢାଇଛି ଅସଂଖ୍ୟ ବର୍ଣ୍ଣାଳୀ ରଙ୍ଗର ଏ ଯେତେ ସବୁ ମାୟା କିଏ ସେହି ମାୟାଧର ! ବଡ଼ ଧୁରନ୍ଧର ଯିଏ ମାୟା ରଚିବାରେ , କ୍ଷଣିକ ଚପଳଛନ୍ଦ ତା' ବିଦ୍ୟୁତ ରଙ୍ଗ ର ସ୍ବଚ୍ଛ ହେଉ କି ଅନଳ ନୀଳ ଅବା ଲୋହିତ ଏତେ ସବୁ ରଙ୍ଗରେ ବି ଥାଏ…

ଅନୁବାଦ କବିତା : ପ୍ରେମ ପ୍ରେମ ପ୍ରେମ

ମୂଳ ରଚନା : ଡେରେକ ୱାଲକର୍ଟ  ସମୟ ଆସିବ, ଯେତେବେଳେ ଅତି ଆନନ୍ଦରେ ନିଜ ଘରର ଦ୍ୱାର ଦେଶରେ ନିଜ ଆସିବାକୁ ଅଭ୍ୟର୍ଥନା ଜଣାଇବ , ତୁମ ନିଜ ଆଇନାରେ ନିଜକୁ ଅନାଇ ପରସ୍ପରକୁ ସ୍ୱାଗତ କରିବ ଏବଂ କହିବ ଏଇଠି ବସ, ଖାଅ । ତୁମେ ପୁଣିଥରେ ତୁମ ଅଚିହ୍ନା ନିଜକୁ ଭଲ ପାଇବ। ବାଢି ଆଣ…

କବିତା : ବୋଉ

ବିଦ୍ୟାଧର ପଣ୍ଡା ବୋଉ, ତୁ ଖାଲି କରି ଜାଣୁ କିଛି କହି ଜାଣୁନାହିଁ, ଆମକୁ ଭାତ ବାଢି ହସୁ ତୋରାଣି ପିଇ । ବୋଉ, ପେଟକୁ ନ ଖାଇ କିଛି ସୁଆଦିଆ ଚିଜ ମୋ'ପାଇଁ ଶ୍ରଦ୍ଧାରେ ଲୁଚାଇ ରଖି ଥାଉ। ସାରାରାତି ଜରରେ ମୁଁ କମ୍ପିଲା ବେଳେ ବିଛଣା ପାଖରେ ଆଖିଖୋଲି ବସି ଥାଉ। ବୋଉ, ଜନ୍ମ…

ଅନୁବାଦ କବିତା : ବିମାନ ପରିଚାରିକା

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ କକପିଟରେ ବିଶ୍ରାମହୀନ ସୂର୍ଯ୍ୟାଲୋକର ଝୁଲନ୍ତ ଖରା ପ୍ରପେଲାରରେ ଆତ୍ମହରା ବିଂଶ ଶତାଦ୍ଦୀ ଯେମିତି ରକ୍ ଆଣ୍ଡ ରୋଲରେ ପ୍ରିସଲିର ସ୍ୱର ତାପରେ ଉଡ଼ିଯାଅ , ପକ୍ଷୀ ପରି ପ୍ରବାସକୁ ଏ ଜାଗାରେ କିଏ ରହେ ? ମୁହଁ ଓ ଛାତିରେ ତୁଷାରର…

କବିତା : ମୋ ପ୍ରିୟ ଭାରତ ଭୂଇଁ

ଅନସୂୟା ମଲ୍ଲିକ ସୃଷ୍ଟିରେ ଯାହାର ପୁଷ୍ପ ବରଷଇ ସେହି ଯେ ଆମରି ଦେଶ ଯା ପାଣି ପବନେ ଗଢାଏ ଶରୀର ସେ ଆମ ଭାରତ ବର୍ଷ ।। ସୁଜଳା ସୁଫଳା ଶସ୍ୟ ଶ୍ୟାମଳାର ଆମ ଏ ଭାରତ ଭୂଇଁ ହିମାଳୟ ଶିର ମୁକୁଟ ଯାହାର ପାଦେ ସିନ୍ଧୁ ଯାଏ ବହି ।। ତାହାରି ବୁକୁରେ ନଦୀ ଝରଣା ଯେ ଶସାଗର…

କବିତା : ମୁଁ ନାରୀ

ସାଧନା ପଣ୍ଡା ଅଭିଶାପ ଅବା ଆଶୀର୍ବାଦ ଇଏ ଜାଣି ତ' ନପାରେ ମୁହିଁ, କେବେବି ହୋଇନି ହେବି ବି' ତ ନାହିଁ ଅଇରୀ କାହାର ତହିଁ ।୧। ନାହିଁ ମୋ' ଶୋଚନା ତିଳେ ହେଲେ ଆଜି ତିଳ ତିଳ ଜଳି ବାକୁ, ଜଳୁ ଅଛି ଆଜି ସଳିତାର ସମ ଆଲୋକ ବିତରି ବାକୁ ।୨। ଅନେକ ବେଦନା କେତେ ତ ଯାତନା…