Latest Odisha News

BREAKING NEWS

Browsing Category

ସାହିତ୍ୟ

ଲେଖକର ଦୃଷ୍ଟିକୋଣ ସବୁବେଳେ ବ୍ୟାପକ ହେବା ଆବଶ୍ୟକ : ତପନ କୁମାର ପଣ୍ଡା

ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ ଧରି ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ଅବିଶ୍ରାନ୍ତ ଭାବରେ ନିଜର ପାରଦର୍ଶିତା ସହ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରି ଚାଲିଛନ୍ତି ତପନ କୁମାର ପଣ୍ଡା। ଓଡ଼ିଶା ବାହାରେ ରହି ଜଣେ ନୀରବ ସାଧକ ଭାବରେ ସେ ସୃଷ୍ଟି କରିଚାଲିଛନ୍ତି ଅନେକ କାଳଜୟୀ କବିତା, ଗଳ୍ପ ତଥା…

ଅନୁବାଦ ଗଳ୍ପ : ଶୂନ୍ୟହସ୍ତ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୬  ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗଲ  ପୁଣି ଥରେ ସେମାନେ ଶୂନ୍ୟହସ୍ତରେ ଫେରିଥିଲେ । କିଷନ ଓ କାହ୍ନା । ଚାକିରିଟିଏ ଲାଗି ଦୁହିଙ୍କ ଭିତରୁ କେହି ଜଣେ ହେଲେ ମନୋନୀତ ହୋଇନଥିଲେ । ପୁଣି ଥରେ ଭାଗ୍ୟର ବିଡ଼ମ୍ବନା । ସାକ୍ଷାତକାରକୁ…

ରାଜେନ୍ଦ୍ର କୁମାର ରାଉଳ ଓ ସୃଷ୍ଟିଶ୍ରୀ ନାଏକ ପାଇବେ ‘ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର’

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଟାଇମପାସ ପକ୍ଷରୁ ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଉତ୍ସାହଜନକ ‘ଟାଇମ୍‌ପାସ୍‍ ବୁକର୍‌ ପୁରସ୍କାର’ ୨୦୨୦ ମସିହା ପାଇଁ ରାଜେନ୍ଦ୍ର କୁମାର ରାଉଳଙ୍କ ଗଳ୍ପ ପାଣ୍ଡୁଲିପି ‘ଟେଲିଗ୍ରାମ୍‍’ ଓ ୨୦୨୧ ମସିହା ପାଇଁ…

ଧାରାବାହିକ ଉପନ୍ୟାସ : ଦେବୀ (୧୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୦ ଯେତେବେଳେ ସମଗ୍ର ପୃଥିବୀ ନୀରବ ନିଶ୍ଚଳ ସେତେବେଳେ ହିଁ ଦେବୀ ହୃଦୟରେ ଝଙ୍କୁରିତ ହୁଏ ଏକ ବିଚିତ୍ର ସ୍ୱର। ସତେ ଯେମିତି ସଂସାରର ସମସ୍ତ ନିପୂଣ କଣ୍ଠଶିଳ୍ପୀ ଏକ ସ୍ୱର - ଲୟ - ତାଳରେ ଗାଇଛନ୍ତି ଏକ ସ୍ୱର୍ଗୀୟ ରାଗ। ଦେବୀ…

ଗଙ୍ଗା କୂଳରେ ମୂହୂର୍ତ୍ତଟିଏ

ଶ୍ୱେତପଦ୍ମା ପାଢ଼ୀଙ୍କ ସ୍ମୃତିର ଫରୁଆରୁ ……   ଅନୁଭୂତି ଓ ସ୍ମୃତି ଭିତରେ ସର୍ବଦା ଏକ ନିଆରା ସମ୍ପର୍କ ରହି ଆସିଛି । ଏକ ସମତଳ ଭୂମିରେ ସମନ୍ଵିତ ହେଲା ପରି ଅନୁଭୂତ ହୁଅନ୍ତି ଦୁହେଁ । ଅନୁଭୂତି ବଡ଼ ବିଚିତ୍ର ଥାଏ । ଜୀବନରେ ସବୁଥାଇ ବି ଲାଗେ କିଛି ନାହିଁ । ବୟସ ଥିଲେ ପାଖରେ ସମୟ…

ଧାରାବାହିକ ଉପନ୍ୟାସ : ଦେବୀ (୯)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୯ ଶାନ୍ତ ଶିଶୁଟି ପରି ବାପା ଶୋଇଥିଲେ। ତାଙ୍କ ଦାଢ଼ରେ ବୋଉ। ମିନତି ଭାଉଜ କହୁଥିଲେ, ଅନେକ ଦିନ ହେଲା ବୋଉ ଶାନ୍ତିରେ ଶୋଇନାହିଁ। ସାରା ରାତି ବାପା ପ୍ରଳାପ କରନ୍ତି। ଘାଇଲା ବାଘର ବଳହୀନ ହେଣ୍ଟାଳ ପରି। ସାରା ରାତି ଜଗି…

ଅନୁବାଦ କବିତା : ସେଇ ବନ୍ୟ ଇନ୍ଦ୍ରଧନୁ

ଲୁଇସ ଗ୍ଲୁକ ମୋର ଯାତନାର ଶେଷ ପ୍ରାନ୍ତରେ ଏକ ଦ୍ୱାର ଥିଲା । ମୋ କଥାଟି ମନଦେଇ ଶୁଣ : ମନେ ଅଛି ତ ଯାହାକୁ ତୁମେ ମୃତ୍ୟୁ ବୋଲି କୁହ । ମଥା ଉପରେ କୋଳାହଳ।ଆନ୍ଦୋଳିତ ହେଉଛି ପାଇନ ଗଛର ଡାଳ। ତା'ପରେ କିଛି ନାହିଁ । ଶୁଷ୍କ ଉପରି ଭାଗରେ ମିଟ ମିଟ କରୁଛି ମ୍ଳାନ ସୂର୍ଯ୍ୟ ।…

ଧାରାବାହିକ ଉପନ୍ୟାସ : ଦେବୀ (୮)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୮ ନାରୀର ଜୀବନ ଏକ ଜୈବିକ ପରୀକ୍ଷାଗାର। ତା' ଦେହ ଓ ମନ ଏକଏକ ପରୀକ୍ଷଣ ସାମଗ୍ରୀ। ପ୍ରଥମେ ପ୍ରେମିକ ଆସି ସ୍ବପ୍ନ ଆଉ କଳ୍ପନା ମିଶେଇ ତିଆରି କରେ ଗୋଲାପୀ ସଂଭାବନା। ତାର ଆୟୁଷ ସ୍ୱଳ୍ପ ହେଲେ ହେଁ ସେଇଠୁ ନାରୀ ଶିଖେ ହସ ଆଉ ଲୁହର…

ଧାରାବାହିକ ଉପନ୍ୟାସ : ଦେବୀ (୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୭ ଯେଉଁ ରାସ୍ତାରେ ଦିନେ ଫୁଟିଥିଲା ଫୁଲ, ସେଇ ରାସ୍ତା ବି ଦିନେ କହିଥିଲା , ଅନ୍ୟ ରାସ୍ତା ଦେଖ ଦେବ ! ସାରା ଜୀବନ ଅନ୍ୟ ରାସ୍ତା ଖୋଜି ଖୋଜି ନୟାନ୍ତ ହୋଇ ବି ଦେବ ସଠିକ ରାସ୍ତା ପାଇଲା ନାହିଁ। ଜୀବନ ତା' ବାଟରେ ଗଲା। ଦୁଃଖ -…

ବ୍ୟଙ୍ଗ : ମହାବାତ୍ୟା

ଆଜି ଏମିତି ବୁଲୁ ବୁଲୁ ଜଣେ ଭଦ୍ରବ୍ୟକ୍ତିଙ୍କ ସହ ଦେଖା ହେଲା । ଖାଲି ଦେଖା ତ ହେଲାନି ଭଦ୍ରବ୍ୟକ୍ତିଙ୍କ ଆଚରଣ ଆମ ମନ ଚଇତନକୁ ଟାଣି ନେଲା । ଭଦ୍ରବ୍ୟକ୍ତି ଜଣଙ୍କ ନିଜ ମୋବାଇଲ ସ୍କ୍ରିନକୁ ଖୋଲି ଜଣେ ମହିଳାଙ୍କ ଫୋଟ ବାରମ୍ବାର ଦେଖୁଥାନ୍ତି । କୌତୂହଳରେ ପଚାରିଲି ,"ସାର୍ ଏ କ'ଣ ଆପଣଙ୍କ…