Latest Odisha News

BREAKING NEWS

Browsing Category

ସାହିତ୍ୟ

ବ୍ୟଙ୍ଗ : ବାଙ୍ଗି ଭାତ୍

ଓଁ ଅଭିଜ୍ଞାନ ସାହୁ  କରୋନା ପ୍ରଭାବରୁ ଏବେ ସବୁ ଅନ୍ ଲାଇନ୍ । ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଖରାଦିନ ଛୁଟି ଆରମ୍ଭ ହେଲେ ବାପା ମାଆମାନଙ୍କ ଛୁଟି ଆରମ୍ଭ ହୁଏ । ଏହି ସମୟରେ ପ୍ରାୟ ବିଭିନ୍ନ ଜାଗାକୁ ବୁଲିଯିବା ହେଉ କି ଗତ କିଛି ବର୍ଷ ହେଲା ଛୁଟିର ଆକର୍ଷଣ ବନିଥିବା ବାର୍ଷିକ ପୁରାତନ…

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ତରଫରୁ ଅନଲାଇନ କବିତା ଆସର

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ପାଳନ ଅବସରରେ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର( ଆର୍ . ପି. ଓ.ପି ) ଆନୁକୂଲ୍ୟରେ ଏକ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ସାରସ୍ୱତ ସଭାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡ.…

ଗଳ୍ପ : ଦଂଶନ

ଲକ୍ଷ୍ମୀପ୍ରିୟା ଓଝା ଭିଡ଼ ଆପେ ଆଡେଇ ଗଲା । ସାଇରନ ମାରି ମେଣ୍ଟାଲ ହସ୍ପିଟାଲ ଆମ୍ବୁଲାନ୍ସଟା ଅଟକିଗଲା ଦାଣ୍ଡରେ । ନୀଳ ୟୁନିଫର୍ମ ପିନ୍ଧା ଦି ଟା ଯୁଆନ ଖପ ଖାପ ଡେଇଁ ପଡିଲେ ତଳକୁ । ପଛ ଡୋର ଖୋଲି ନୀଳ ଶାଢ଼ୀ ପିନ୍ଧା ନର୍ସଟେ ଟିକେ ଧୀରେ ଓ଼ଲ୍ଲେଇଲା । ବୋଧହୁଏ ଶାଢ଼ୀ ପିନ୍ଧାର ଅଭ୍ୟାସ…

କବିତା : ରତ୍ନ

ମନୋରମା ସାହୁ  ଝିଅମାନେ ଆଉ କ'ଣ କି ରତ୍ନ ତ, ସେଥିପାଇଁ ପରା କୁହାଯାଏ 'କନ୍ୟା ରତ୍ନ କର ଯତ୍ନ'। ତୁ ନିଜକୁ କେବେ ଏକା ଭାବିବୁନି ଝିଅ ତୋ ଭିତରେ ଯେ ଅନେକ ରୂପ କନ୍ୟା,ଜାୟା,ଜନନୀ,ଭଗିନୀ, ସ୍ରଷ୍ଟା ତୁ ପୁଣି ସଂହାରକାରିଣୀ ମଧ୍ୟ। ତୁ ଯେ ବ୍ୟାପ୍ତ ଦାଣ୍ଡରୁ ଦିଗବଳୟ…

ଗଳ୍ପ : ନିଷ୍ପତ୍ତି

ଶ୍ୱେତପଦ୍ମା ପାଢ଼ୀ  ରାତି ସାରା କାନ୍ଦି କାନ୍ଦି ମୀରାର ମୁହଁ ଆଖି ଲାଲ ପଡ଼ି ଫୁଲି ଯାଇଛି । ଏଇ ଘନ ଅନ୍ଧକାର ଅମାବାସ୍ୟାରେ ସେ ଖୋଜି ପାଇ ପାରୁନି ଜୀବନର ଗନ୍ତବ୍ୟ ସ୍ଥଳ , ବଞ୍ଚିବାର ଲକ୍ଷ୍ୟ । ଜୀବନର ଗତିପଥ ବଦଳାଇବାକୁ ଯେତେ ଚେଷ୍ଟା କରୁଛି ସମୟର ଚକ୍ରବ୍ୟୁହରେ ସେତେ ଭିତରକୁ ଧସି…

ସାହିତ୍ୟରେ ପ୍ରତ୍ୟେକ ଅନୁବାଦ ଏକ ଅନୁସୃଜନ : ପ୍ରଦୀପ କୁମାର ରାୟ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି । କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ । ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ , ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ । କିନ୍ତୁ ଅନୁବାଦ ଏତେ ସହଜ ନୁହେଁ । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…

ସୁସ୍ମିତା ଦାସଙ୍କ କଣ୍ଠରେ ଶୁଭିବ ‘ପ୍ରେମର ପରିଭାଷା’

ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଅୟିଗିରି ନନ୍ଦିନୀ ଗୀତର ବିପୁଳ ସଫଳତା ପରେ ଆଉ ଏକ ସୁନ୍ଦର ସଙ୍ଗୀତ ଭେଟି ଦେବାକୁ ଯାଉଛନ୍ତି । ନିର୍ଦ୍ଦେଶକ ରାଜେଶ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରସିଦ୍ଧ କବି ମାୟାଧର ମାନସିଂଙ୍କ କବିତା 'ପ୍ରେମର ଭାଷା'କୁ ସେ ସଙ୍ଗୀତର…

୨୧ରେ ପ୍ରଦାନ କରାଯିବ ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ

କଟକ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଗଠିତ ଜାନକୀ ବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ- ୨୦୨୧ ଘୋଷିତ ହୋଇଯାଇଛି। ଆସନ୍ତା ଏପ୍ରିଲ ୨୧ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏହି…

ରୁଦ୍ରରୂପା ବ୍ରହ୍ମାଙ୍କ ‘ପାହାଡ଼ ରାଣୀ’ ଓ ଚନ୍ଦ୍ରମଣି ସ୍ବାଇଁଙ୍କ ‘ଉକ୍ତିର…

ବ୍ରହ୍ମପୁର : ଓଡ଼ିଶାର ସର୍ବ ପୁରାତନ ପତ୍ରିକା ନବୀନ ପକ୍ଷରୁ ତ୍ରୟୋବିଂଶ ବିଷୁବ ମିଳନ ତଥା ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁନି ଲେଖିକା ରୁଦ୍ରରୂପା ବ୍ରହ୍ମାଙ୍କ ଶିଶୁ କବିତା ସଙ୍କଳନ 'ପାହାଡ଼ ରାଣୀ' ଓ ଦିବଂଗତ…

କବିତା : ଅଙ୍କୁରୋଦଗମ

ତ୍ରିନାଥ ବେହେରା  ଆଉ ଥରେ ଅଙ୍କୁରୋଦଗମ ହୁଅନ୍ତା କି ? ବିଜନ ବେଳାରେ ଚନ୍ଦ୍ରାତପନଳେ ସେ ଦୁର୍ବାର ଇଛାଶକ୍ତି ଯିଏ ସ୍ବପ୍ନିଳ ଆଖିରେ ନବ ପଲ୍ଲବକୁ ମୃଦୁ ମଳୟ ସ୍ପର୍ଶରେ ଟିକେ ଆଉଁସି ନିଅନ୍ତା ଛାତିକି ଆଉଜି ! ସ୍ବପ୍ନ ସବୁ ସେମିତି ଧାବମାନ ହୁଅନ୍ତା କି ? ବୟସର…