Latest Odisha News

BREAKING NEWS

Browsing Category

ସାହିତ୍ୟ

ସାରଳା ଦାସଙ୍କର ମହାକାବ୍ୟ ସମସାମୟିକ ଜନଜୀବନର ବାସ୍ତବିକ ଛବି ପ୍ରଦାନ କରେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ( ଡିମଡ ୟୁନିଭର୍ସିଟି) ଆନୁକୂଲ୍ୟରେ ଆଦିକବି ସାରଳା ଦାସଙ୍କ ରଚିତ 'ସାରୋଳଦାସ ମହାଭାରଥ' ମହାକବ୍ୟର ଦୁଇଟି ପାଠ ଆଧାରିତ ସଂସ୍କରଣ 'ମୁସଳୀ' ଓ 'ସ୍ଵର୍ଗାରୋହଣ' ସୋଆ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ଭାଷାବିତ ଡ. ଦେବୀ ପ୍ରସନ୍ନ…

ଅନୁଭୂତିରେ ପଣା ସଂକ୍ରାନ୍ତି : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ ଗାଁ ଓ ସହର ଉଭୟ ଜାଗାରେ ପଣା ସଂକ୍ରାନ୍ତି ଅନୁଭବିଛି । ବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ ଏ ସବୁ ଧାର୍ମିକ ଦିଗ ଅପେକ୍ଷା ମୋତେ ବେଶୀ ଆକୃଷ୍ଟ କରିଛି ବିଭିନ୍ନ ପ୍ରକାରର ପଣାର କଳ୍ପନା ଓ ପ୍ରସ୍ତୁତି ପ୍ରଣାଳୀ । ଗାଁରେ ତୁଳସୀ ଚଉରା ଉପରେ ବନ୍ଧା ହୋଇଥିବା ନଡ଼ିଆ…

ବ୍ୟଙ୍ଗ : ବହୁ ନାଆର ନାବିକ

ଓଁ ଅଭିଜ୍ଞାନ ସାହୁ ଗତ ଥର କହିଥିଲି ମାଡୁଆ ଭାଇର ଦୁଃଖ । ଦୁଇ ନାଆରେ ଗୋଡ଼ ଦେଇ ବିଚରା ଅନାଥ ହେବାର ଯନ୍ତ୍ରଣାକୁ ମରଣାନ୍ତକ ଦୁଃଖ ଭଳି ଭୋଗ କରୁଥିଲେ । ଆଜିର କଥାରେ ଆମ ଭାଡୁଆ ଭାଇ । ବହୁ ନାଆକୁ ଅନାୟାସରେ ବାହି ପାରନ୍ତି ସେ ଖୋଳିଥିବା ରୋମାଣ୍ଟିକ ଲେକରେ । ମାଡ଼ୁଆ ଭାଇଙ୍କଠୁ…

ଗଳ୍ପ : ଶୋଷ

ଲିପ୍ସା ପଟେଲ  ଏଇ କିଛି ଦିନ ହେଲା ରୁଦ୍ରାଶିଷ ନିଜ ଭିତରେ ଏକ ଅଦ୍ଭୁତ ପ୍ରକାର ଶୋଷକୁ ଅନୁଭବ କରିପାରୁଛି। ତା'ର କାରଣ ଓ ନିରାକରଣ ବିଷୟରେ ସଂପୂର୍ଣ୍ଣ ରୂପେ ଅଜ୍ଞ ସେ ତଥାପି ଦୌଡି ଚାଲିଛି ଜୀବନ ଦୌଡ। ତାକୁ ଲାଗୁଛି ତା' ଭିତରେ ସମୁଦ୍ରେ ଶୋଷ। ଏଇ ବ୍ୟାକୁଳତା କ'ଣ ପୂର୍ବ…

ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ତଥା ସୁସାହିତ୍ୟିକ ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ପାଳିତ ହୋଇଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତଃ କରଙ୍କ ସ୍ମୃତି ଚାରଣ କରି ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ,…

ଭବାନୀ ଶଙ୍କର ଦାଶଙ୍କ ‘ଶେଷ ବୁନ୍ଦାକ ଲୁହ’ ଲୋକାର୍ପିତ

ବାଲିପାଟଣା : ବିଶିଷ୍ଟ ଗାଳ୍ପିକ ଡ. ଭବାନୀ ଶଙ୍କର ଦାଶଙ୍କ ଗଳ୍ପ ସଂକଳନ 'ଶେଷ ବୁନ୍ଦାକ ଲୁହ' ସ୍ଥାନିୟ ଶିଶୁ ଅନନ୍ତ ମହାବିଦ୍ୟାଳୟ ପରିସରରେ ହୋଇଯାଇଛି। ମଣିଷ ଜୀବନ ଓ ସାମାଜିକ ପ୍ରତିଛବି ଏହି ଗଳ୍ପ ସଙ୍କଳନରେ ସ୍ଥାନିତ ହୋଇଛି ବୋଲି ଗାଳ୍ପିକ ଶ୍ରୀ ଦାଶ କହିଥିଲେ। ବୈକୁଣ୍ଠ ନାରାୟଣ…

ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଶ୍ରେଷ୍ଠ କଥା ଦଶକ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ 'ଶ୍ରେଷ୍ଠ କଥା ଦଶକ' ଫୁଲ ଓ ଭଗବାନ ଫାଉଣ୍ଡେସନ ଆନୁକୂଲ୍ୟରେ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲେଖକ ଶ୍ରୀ ଆଚାର୍ଯ୍ୟ ତାଙ୍କର ଏହି ସ୍ୱତନ୍ତ୍ର କୃତି ପଛର କାହାଣୀ ବର୍ଣ୍ଣନା କରିଥିଲେ। ତାଙ୍କ ସାହିତ୍ୟ ସୃଷ୍ଟିର…

କବିତା : ଏକାକୀ ଦ୍ରୌପଦୀ

ମଞ୍ଜୁବାଳା ପଣ୍ଡା  ବାସ୍ , ଅଳ୍ପ କେଇଦିନର ହୋହଲ୍ଲା ପରେ ପରେ ସବୁ ନିରବିଯିବ ଖୁଲମ୍ ଖୁଲା ଚାଲିବ ନିତି ପ୍ରତିଦିନ ,ଯାହା ଯେମିତି ସବୁ ଦିନ ଚାଲୁଛି ସବୁ କାଳେ , ଯାହା ଯେମିତି ଚାଲୁଥିଲା କେବଳ ଦେହଘସା ପରିସଂଖ୍ୟାନରେ ସଂଖ୍ୟାଟିଏ ଯାହା ଯୋଡିହେଲା। ତୁଣ୍ଡରେ ଧରିଲେ ସିନା…

ସାହିତ୍ୟ ଅମୃତ ତୁଲ୍ୟ : ମଞ୍ଜୁବାଳା ପଣ୍ଡା

ସମକାଳୀନ ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ନାଁ ମଞ୍ଜୁବାଳା ପଣ୍ଡା । ପେଶାରେ ଜଣେ ଡାକ୍ତର କିନ୍ତୁ ନିଶା ସାହିତ୍ୟ ସୃଷ୍ଟି । ସାମାଜିକ ସମସ୍ୟା ଓ ତାର ସମାଧାନର ବାର୍ତ୍ତା ନେଇ ସେ ରଚନା କରିଛନ୍ତି ଅନେକ ଗପ । ସେହିପରି କବିତାର ରଚନାରେ ମଧ୍ୟ ସେ ଜିଣିପାରିଛନ୍ତି ପାଠକଙ୍କ ହୃଦୟକୁ । ଭାବ ଓ…

‘ମହିମା ଧର୍ମଦର୍ଶନ ଓ ଭୀମ ଭୋଇଙ୍କ କାବ୍ୟଦୃଷ୍ଟି’ ଉପରେ କର୍ମଶାଳା

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଗବେଷଣା ଚେୟାର ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ଅମୃତ ବିହାର ପରିସରରେ , 'ମହିମା ଧର୍ମଦର୍ଶନ ଓ ଭୀମଭୋଇଙ୍କ କାବ୍ୟଦୃଷ୍ଟି' ଶୀର୍ଷକରେ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୀମଭୋଇ ଚେୟାର ପ୍ରଫେସର ତଥା ବିଶିଷ୍ଟ କବି…