Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : କାଳାନ୍ତର

ଗଗନ ଭେଦି ଅନ୍ତରୀକ୍ଷ ପର୍ଯ୍ୟନ୍ତ ଲମ୍ବିଯାଉଥିବା ଶବ୍ଦ ସବୁ ବେଳେବେଳେ ଗଢିପାରନ୍ତି ନାହିଁ ବାକ୍ୟ। କେଉଁ ଅଜଣା କ୍ଷେପଣାସ୍ତ୍ରରେ ଆହତ ହୋଇ ଅକ୍ଷ ,କକ୍ଷଚ୍ୟୁତ ହୋଇ ଯାଆନ୍ତି। ତାପରେ , ସମୀକ୍ଷା ଆତତାୟୀର ଠିକଣା ନିର୍ଦ୍ଧାରଣରେ ସଜଡ଼ା ଯାଇପାରେନା ଆଉ ଏକ ବ୍ୟୋମଯାନ।…

କବିତା : ଲୋହିତ ନିଦ୍ରା

ଇଂରାଜୀ : ଲୁଇସ୍ ଗ୍ଲୁକ୍ ଅନୁବାଦ  :  ବିଦ୍ୟୁତ୍ ପ୍ରଭା ଗନ୍ତାୟତ ଚିନ୍ତା ନ କରିବା , ଭାବ ନ ରହିବା ସବୁଠାରୁ ଭଲ ଓଃ ଏ ଭାବନା ! ଏ ସମ୍ବେଦନା ! ମୋର ସମ୍ୱେଦନା ଅଛି ବୋଲି ସେମାନେ ମୋ ଉପରେ ଜୁଲୁମ୍ କରନ୍ତି , ହୁକୁମ ଚଲାନ୍ତି କିନ୍ତୁ ମୋର ଜଣେ ଭଗବାନ ଅଛନ୍ତି ସେ ସୂର୍ଯ…

କବିତା : ମା’ ହଂସ ବାହିନୀ

ସାଧନା ପଣ୍ଡା ଶାରଦା ବରଦା ମାତା ଜୟ ବୀଣାପାଣି ପୂଜା ପାଉ ଶ୍ରୀପଞ୍ଚମେ ମା' ହଂସ ବାହିନୀ ।। ବିଦ୍ୟା ଦାତ୍ରୀ ଅଟୁ ତୁହି ସିଦ୍ଧି ପ୍ରଦାୟିନୀ ତୋ' ଦୟାରେ ମୁର୍ଖ ହୁଏ ପଣ୍ଡିତରେ ଗଣି ।। ଆଶିଷ ତୋ' ଦୂର କରେ ଅଜ୍ଞାନ ତିମିର ଜଗତେ ବିଦିତ ତୁହି ଜ୍ଞାନ ର ଭଣ୍ଡାର ।।…

କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ

ବାଲେଶ୍ଵର : ସାପ୍ତାହିକ ସାହିତ୍ୟ ପତ୍ରିକା କେଦାର ଭାରତୀର ବାର୍ଷିକ ବିଶେଷାଙ୍କ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଅତିଥି ମାନଙ୍କ ମଧ୍ୟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ…

ନିରଞ୍ଜନ ସାହୁଙ୍କ ପୁସ୍ତକ କଥା ଅନେଶ୍ୱତ ଲୋକାର୍ପିତ

ଭୁବନେଶ୍ୱର : କଥାକାର ନିରଞ୍ଜନ ସାହୁଙ୍କ ପୁସ୍ତକ କଥା ଅନେଶ୍ୱତ ସ୍ଥାନୀୟ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ କଥାକାର ଦାଶ ବେନେହୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ପୁସ୍ତକର…

କବିତା : ବେସାହାରା ପଥିକ

ନିରୁପମା ପତି ସେ.. ଅତୀତର ନିର୍ବିକାର.. ନିର୍ଜନତାର ପରିଭାଷା ମଧ୍ୟରେ ସାଉଁଟିଥିବା  ଅନ୍ତସ୍ବରଟିଏ, ସମୟର ନିଛକ ଆଢ଼ୁଆଳରେ ଅହରହ ସଂଗ୍ରାମ କରୁଥିବା ଅନ୍ତରାତ୍ମାଟିଏ, ଜୀବନ ଯୁଦ୍ଧରେ ତେଲଲୁଣର ସଂସାର ମଧ୍ୟରେ ହିସାବ ବେହିସାବର ଲମ୍ବା ତାଲିକାର ପୃଷ୍ଠାଟି ଏ, ଲୁହ ଲହୁ…

ଗଳ୍ପ : ରଙ୍ଗ ନମ୍ବର

ଓଁ ଅଭିଜ୍ଞାନ ସାହୁ ଆଜି ଭାଲେଣ୍ଟାଇନ ଡେ । ସକାଳୁ ଚଇନି ଚିକଣ ହେଇ ଘରୁ ରାଜନ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ । "ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲା ବେଳେ ନେଇକି ଆସିବ ।" ଗୋଟେ ଶୁଭ କାମରେ ମଣିଷ ବାହାରିଥିଲା ଯେ ପଛରୁ ଡାକି ସବୁ ବେଙ୍ଗା କରିଦେଲା ।…

କବିତାର ନେପଥ୍ୟରେ ଥାଏ ସଙ୍ଗୀତ ଆଉ ଆଙ୍ଗିକରେ ଥାଏ ଇଙ୍ଗିତ : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଜଣାଶୁଣା ନାମ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ। ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…

ପ୍ରେମଠୁ ବିରହ ନିଜର ଲାଗେ; ଅନ୍ତର୍ଯ୍ୟାମୀ ମିଶ୍ର

ସିଏ ମତେ ବାସିରେ ପଚାରେନି ଅଥଚ ସେ ମୋ ଧମନୀରେ ରକ୍ତ ହୋଇ ବୋହୁଥାଏ ପ୍ରତି ମୂହୂର୍ତ୍ତରେ... ତା କଥା ବେଶୀ ବେଶୀ ଭାବିଲେ ମୋତେ ଉଦାସ୍ ଉଦାସ୍ ଲାଗେ ମୁଁ ଅଗଣାରେ ମସିଣା ପାରି ଆକାଶକୁ ଚାହିଁ ପଡିରହେ ... ଆକାଶରେ ମେଘଖଣ୍ଡ ଆଉ ଜହ୍ନର ଲୁଚକାଳି ଖେଳରେ ତା ମୁହଁ ଝାପ୍ସା ଝାପ୍ସା…

କବିତା: ଜୀବନ

ମିହିର ତ୍ରିପାଠୀ ପଚାରେ ମୁଁ ମୋ ଜୀବନକୁ ସେ କାହିଁ ହଇଚଇ ହେଉଛି ଚଳିବନି କି ଶାନ୍ତ ରହିଲେ ତୁଛାରେ ସେ କାହିଁ ଡେଉଁଛି ଆଗୁଆ ରହି ଉଖାଡିବ କି ବେଶୀ କାହିଁ ଭାଉ ଖାଉଛି ଅନ୍ୟ ଠାରୁ ସେ ଅଲଗା ରହି ନିଆରା କି ସୁଖ ପାଉଛି ଠିକ୍ ଲାଗୁନି ସବୁ ଜାଣିକି ଚୁପ୍…