Latest Odisha News

BREAKING NEWS

Browsing Category

ସାହିତ୍ୟ

ଗଳ୍ପ : ପରିଶୋଧ

ବିମଳା ଶଂକର ଦାଶ " ନା ତା'ର ମଦନା । ଆପଣଙ୍କ ଗାଁ ର କୁଆଡେ ..ନେହୁରା ହୋଇ କହୁଛି ବାବୁଙ୍କୁ ଯେମିତି ହେଉ ଦେଖା କରି କି ହିଁ ଯିବ , ଯେତେ ମନା କଲେ ବି ଜମାରୁ ଶୁଣୁନି .." --ଦରବାନ ଆସି କହିଲା । ଇଂଜିନିୟର୍ ଆଲୋକ ବିରକ୍ତି ହୋଇ କହିଲେ .."କହି ଦିଅ ବାବୁ ଘରେ ନାହାନ୍ତି ,…

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରଥମ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ପକ୍ଷରୁ ଦୁଇଦିନିଆ ମାତୃଭାଷା ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ଅବସରରେ "ସମ୍ବାଦ"ରେ ପ୍ରକାଶ ପାଉଥିବା ସ୍ତମ୍ଭ ଆମ ଘରର ହାଲଚାଲ ପାଇଁ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଥମ ଓଡ଼ିଆ ସ୍ତମ୍ଭ…

ପ୍ରସନ୍ନ ପାଟ୍ଟଶାଣୀଙ୍କୁ ୨୨ତମ ସାରଳା ଦାସ ସମ୍ମାନ

ଭୁବନେଶ୍ୱର : ଆଦିକବି ସାରଳା ଦାସଙ୍କ ମହାପ୍ରୟାଣ ଦିବସରେ ସାରଳା ଆର୍ଟ ଏକାଡେମୀ ଟ୍ରଷ୍ଟ ପକ୍ଷରୁ ୨୨ତମ ସାରଳା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।  ଏହି ଅବସରରେ ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମର୍ଯ୍ୟାଦା ଜନକ ସାରଳା ଦାସ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି…

ଆମରିସତ୍ୟ ସଂଗଠନର ଏକାଦଶତମ ବାର୍ଷିକ ଉତ୍ସବ ଉଦଘାଟିତ

ଖୋର୍ଦ୍ଧା : ଶିକ୍ଷା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପ୍ରୟାସ ଜାରିରଖିଥିବା ଆମରିସତ୍ୟ ସଂଗଠନର ଏକାଦଶତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରାଣନାଥ ସ୍ୱଂୟଶାସିତ ମହାବିଦ୍ୟାଳୟର ମୈତ୍ରୀ ଭବନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ ଲେଖକ କବି ଓ…

କବିତା : ପାହାଡ଼

ପ୍ରଦୀପ ପଣ୍ଡା ସେ ଓ ମୁଁ ବସିଥାଉ ପୃଥିବୀର ସୀମାନାରେ ମୋର ହେବାଯାଏଁ ଅନ୍ତର୍ହିତ। ମୁଁ, ମୁଁ ନଥାଏ ଓ ସେ କଦାଚିତ ସେ ନଥାଏ ଆମେ ବସିଥିବା ଯାଏଁ। ପକ୍ଷୀମାନେ ଉଡନ୍ତି ମେଘମାନେ ବି ପତ୍ରମାନେ କୋଳାକୋଳି ହୁଅନ୍ତି ପବନରେ, ତା'ର ଓ ମୋର ପକ୍ଷୀମାନେ ମେଘମାନେ ପତ୍ରମାନେ।…

ସେକ୍ସପିଅରଙ୍କ ଶ୍ରେଷ୍ଠ ସନେଟ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ସ୍ରଷ୍ଟା ସେକ୍ସପିଅରଙ୍କ ସନେଟ ଗୁଡିକର ହିନ୍ଦୀ ଅନୁବାଦ ସ୍ଥାନୀୟ ଜୟଦେବ ଭବନରେ ଉନ୍ମୋଚିତ ହୋଇଯାଇଛି। ନାବାର୍ଡର ଅବସର ପ୍ରାପ୍ତ ଅଧିକାରୀ  ସୁଧୀର କୁମାର ମିଶ୍ର ଏହି ସନେଟ ଗୁଡ଼ିକର ହିନ୍ଦୀ ଅନୁବାଦ କରିଛନ୍ତି। ଏଥି ସହିତ ବିଶ୍ୱର ଅନ୍ୟ ଲୋକପ୍ରିୟ ୨୬ଟି…

ମାତୃଭାଷା ଦିବସ ଅବସରରେ ଚିନ୍ତନଚକ୍ର

ଭୁବନେଶ୍ୱର : ମାତୃଭାଷା ଦିବସ ଅବସରରେ କବି ଶଙ୍କର୍ଷଣ ପରିଡ଼ାଙ୍କ ସଭାପତିତ୍ୱରେ ମାତୃଭାଷା ଦିବସ ଚିନ୍ତନଚକ୍ର ସ୍ଥାନୀୟ ଜୟଭାରତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଭାଷା ହେଉଛି କୌଣସି ଜାତିର ପ୍ରାଣ ସ୍ପନ୍ଦନ ଏବଂ ତାର ସକଳ ଜୀବନଶକ୍ତି।ମାତୃଭାଷା ଶାସନର ଭାଷା ନହେଲେ ବିକାଶ…

ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ସକାଳ ଧୂପ ଲୋକାର୍ପିତ

ଭୁବନେଶ୍ୱର : ଲେଖିକା ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ସକାଳ ଧୂପ ଲୋକାର୍ପିତ ହୋଇଯାଇଛି। ଏହି ସମାରୋହରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁସ୍ତକଟିକୁ ଲୋକାର୍ପିତ କରିଥିଲେ। ନିତିଦିନିଆ ଜୀବନରେ ଭେଟିଥିବା ସାଧାରଣ ଚରିତ୍ର ମାନଙ୍କୁ ଅସାଧାରଣ ରୂପରେ…

ନିଜ ମା’ଠୁ ପାଇଥିବା ସବୁଠୁ ଦୁର୍ମୂଲ୍ୟ ଉପହାର ହେଉଛି ଭାଷା : କମଳା ଶତପଥୀ

ଓଡ଼ିଆ ସାହିତ୍ୟ ଆକାଶର ଏକ ସୁପରିଚିତ ନକ୍ଷତ୍ର କମଳା ଶତପଥୀ । ତାଙ୍କ ସୃଜନୀର ସ୍ରୋତ ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ଓଡ଼ିଶା ବାହାରେ ରହି ମଧ୍ୟ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି । ତାଙ୍କରି ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…

ଗାଳ୍ପିକ ଶଶିଭୂଷଣ ମହାନ୍ତିଙ୍କ ଗଳ୍ପ ସଂକଳନ ତୃଷ୍ଣା ଲୋକାର୍ପିତ

ଭୁବନେଶ୍ୱର : ଗାଳ୍ପିକ ଶଶିଭୂଷଣ ମହାନ୍ତିଙ୍କ ଗଳ୍ପ ସଂକଳନ ତୃଷ୍ଣା ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସହିଦ ନଗର ସ୍ଥିତ ବିଷ୍ଣୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସାମାରୋହରେ ସୁନୀଲ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି ଅବସରରେ ଓଡ଼ିଆ ଗଳ୍ପର…