Latest Odisha News

BREAKING NEWS

Browsing Category

ସାହିତ୍ୟ

କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ

ବାଲେଶ୍ଵର : ସାପ୍ତାହିକ ସାହିତ୍ୟ ପତ୍ରିକା କେଦାର ଭାରତୀର ବାର୍ଷିକ ବିଶେଷାଙ୍କ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଅତିଥି ମାନଙ୍କ ମଧ୍ୟରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ…

ନିରଞ୍ଜନ ସାହୁଙ୍କ ପୁସ୍ତକ କଥା ଅନେଶ୍ୱତ ଲୋକାର୍ପିତ

ଭୁବନେଶ୍ୱର : କଥାକାର ନିରଞ୍ଜନ ସାହୁଙ୍କ ପୁସ୍ତକ କଥା ଅନେଶ୍ୱତ ସ୍ଥାନୀୟ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ କଥାକାର ଦାଶ ବେନେହୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ପୁସ୍ତକର…

କବିତା : ବେସାହାରା ପଥିକ

ନିରୁପମା ପତି ସେ.. ଅତୀତର ନିର୍ବିକାର.. ନିର୍ଜନତାର ପରିଭାଷା ମଧ୍ୟରେ ସାଉଁଟିଥିବା  ଅନ୍ତସ୍ବରଟିଏ, ସମୟର ନିଛକ ଆଢ଼ୁଆଳରେ ଅହରହ ସଂଗ୍ରାମ କରୁଥିବା ଅନ୍ତରାତ୍ମାଟିଏ, ଜୀବନ ଯୁଦ୍ଧରେ ତେଲଲୁଣର ସଂସାର ମଧ୍ୟରେ ହିସାବ ବେହିସାବର ଲମ୍ବା ତାଲିକାର ପୃଷ୍ଠାଟି ଏ, ଲୁହ ଲହୁ…

ଗଳ୍ପ : ରଙ୍ଗ ନମ୍ବର

ଓଁ ଅଭିଜ୍ଞାନ ସାହୁ ଆଜି ଭାଲେଣ୍ଟାଇନ ଡେ । ସକାଳୁ ଚଇନି ଚିକଣ ହେଇ ଘରୁ ରାଜନ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ । "ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲା ବେଳେ ନେଇକି ଆସିବ ।" ଗୋଟେ ଶୁଭ କାମରେ ମଣିଷ ବାହାରିଥିଲା ଯେ ପଛରୁ ଡାକି ସବୁ ବେଙ୍ଗା କରିଦେଲା ।…

କବିତାର ନେପଥ୍ୟରେ ଥାଏ ସଙ୍ଗୀତ ଆଉ ଆଙ୍ଗିକରେ ଥାଏ ଇଙ୍ଗିତ : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଜଣାଶୁଣା ନାମ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ। ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…

ପ୍ରେମଠୁ ବିରହ ନିଜର ଲାଗେ; ଅନ୍ତର୍ଯ୍ୟାମୀ ମିଶ୍ର

ସିଏ ମତେ ବାସିରେ ପଚାରେନି ଅଥଚ ସେ ମୋ ଧମନୀରେ ରକ୍ତ ହୋଇ ବୋହୁଥାଏ ପ୍ରତି ମୂହୂର୍ତ୍ତରେ... ତା କଥା ବେଶୀ ବେଶୀ ଭାବିଲେ ମୋତେ ଉଦାସ୍ ଉଦାସ୍ ଲାଗେ ମୁଁ ଅଗଣାରେ ମସିଣା ପାରି ଆକାଶକୁ ଚାହିଁ ପଡିରହେ ... ଆକାଶରେ ମେଘଖଣ୍ଡ ଆଉ ଜହ୍ନର ଲୁଚକାଳି ଖେଳରେ ତା ମୁହଁ ଝାପ୍ସା ଝାପ୍ସା…

କବିତା: ଜୀବନ

ମିହିର ତ୍ରିପାଠୀ ପଚାରେ ମୁଁ ମୋ ଜୀବନକୁ ସେ କାହିଁ ହଇଚଇ ହେଉଛି ଚଳିବନି କି ଶାନ୍ତ ରହିଲେ ତୁଛାରେ ସେ କାହିଁ ଡେଉଁଛି ଆଗୁଆ ରହି ଉଖାଡିବ କି ବେଶୀ କାହିଁ ଭାଉ ଖାଉଛି ଅନ୍ୟ ଠାରୁ ସେ ଅଲଗା ରହି ନିଆରା କି ସୁଖ ପାଉଛି ଠିକ୍ ଲାଗୁନି ସବୁ ଜାଣିକି ଚୁପ୍…

କବିତା : ଅନ୍ୟମନସ୍କ ବେଳାର ସାଥୀ

✍️ ସଞ୍ଜିତା ପ୍ରଧାନ   ତୋ ମସ୍ତିଷ୍କ ଅରଣ୍ୟରେ କେତେ ଶବ୍ଦ ବୃକ୍ଷ ସାଇତି ରଖିଛୁ କହିଲୁ ? ଏମିତି ଲେଖିଚାଲିଛୁ ଯେ ଲେଖିବା ବନ୍ଦ ହେଉନି.. ମତେ ତୋର ଆଙ୍ଗୁଳି ନିର୍ଦ୍ଦେଶରେ ହୃଦୟ ଭାବନାରେ ଛନ୍ଦି କେତେ ଦୌଡାଇବୁ  ? ମୁଁ ଥକି ଯାଉଛି ହେଲେ ଦେଖୁଛି ତୁ ତୋ ଭାବନାରେ ରହିଛୁ !…

କବିତା : ଛକି ଶୂନ

ସ୍ମୃତି ରଞ୍ଜନ ତ୍ରିପାଠୀ ଗୋଟେ ହିସାବ କଲୁ ଆମେ ଦୁହେଁ ମିଶି ବିଜୟ ଆଉ ପରାଜୟ, ତା' ରଫ ଖାତାରେ କିଛି ଅନୁଭୂତି କିଛି ପ୍ରେମ ସେତିକି ତ କଳଙ୍କ।। ଧେତ୍ ! ଛକି ଶୂନରେ ପରା ଶୂନ୍ୟ ମୋର ପ୍ରାପ୍ୟ । ତା' ବହୁଳ ଅଙ୍କକସା ଆଉ ମୋ ଜ୍ୟାମିତିକ ପ୍ରେମରେଖା ଠିକ୍ ଛାଇ ଆୟୁଷ…

ଶ୍ରେଷ୍ଠ କଥା ଦଶକ ଲୋକାର୍ପିତ

ଭୁବନେଶ୍ୱର : ଫୁଲ ଭଗବାନ ଫାଉଣ୍ଡେସନ ତରଫରୁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ ସଂକଳନ ଶ୍ରେଷ୍ଠ କଥା ଦଶକ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ପତିଙ୍କ ସହ ପୌରୁଷର ସମ୍ପାଦକ ଅସିତ ମହାନ୍ତି , ଗାଳ୍ପିକ ରବି ସ୍ୱାଇଁ ,…