Latest Odisha News

BREAKING NEWS

Browsing Category

ସାହିତ୍ୟ

ସତୀତ୍ୱ

ସତୀତ୍ୱ ବିଭୂତି ପଟ୍ଟନାୟକ ବହି ପୁରୁଣା ହେଲେ ତାର ଦାମ ବଢେ଼, କିନ୍ତ ବୋହୂ ପୁରୁଣା ହେଲେ ତାର ଦାମ କମେ । ଠିକ ନୁହେଁ? ଜରାଜୀର୍ଣ୍ଣ ପୁସ୍ତକରୁ ନିଜର ଦୃଷ୍ଟି ଉତ୍ତୋଳନ କରି ଗବେଷକ ସୀତାକାନ୍ତ ନିଜର ବର୍ଷିୟସୀ ପତ୍ନୀର ମୁହଁକୁ ଚାହିଁଲେ । ସୌଦାମିନୀଙ୍କ ମୁହଁରେ ଭାଙ୍ଗପଡେ଼ ।…

ଟାଇମ୍‍ପାସ୍‍ ‘ଉତ୍‍ସାହିତ୍ୟ’: ଦେବଦାସ ଛୋଟରାୟଙ୍କ ସହ ଗୋଟିଏ ଦିନ

ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁଙ୍କୁ ଟାଇମପାସ୍‍ ବୁକର ପୁରସ୍କାର ୬ ଜଣଙ୍କୁ ବେଷ୍ଟସେଲର୍‍ । ଜଣଙ୍କୁ ବହିବନ୍ଧୁ । ୧୦ ଜଣଙ୍କୁ ପ୍ରଥମା । ୨୪ ଜଣଙ୍କୁ ଉଦୟରାଗ ଭୁବନେଶ୍ୱର: ‘ଟାଇମପାସ୍‍’ ପ୍ରକାଶନ ଦ୍ୱାରା ଆୟୋଜିତ ଏକଦିବସୀୟ ସାହିତ୍ୟସଙ୍ଗତ ‘ଉତ୍‍ସାହିତ୍ୟ’ ସ୍ଥାନୀୟ ଉତ୍କଳ…

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି କେଦାର ମିଶ୍ର ହଠାତ ଆମେରିକାରେ ରହି ଓଡିଆ ସାହିତ୍ୟ ବିଷୟରେ ଅହରହ କାମ କରୁଥିବା ସତ୍ୟ ପଟ୍ଟନାୟକ କହିଲେ- ବରୁଣ ପାଣି ଚାଲିଗଲେ। ଓଡିଆ ସାହିତ୍ୟ ପାଇଁ ବରୁଣ ପାଣି ଖୁବ ଚର୍ଚ୍ଚିତ ଏକ ନାଁ ନୁହନ୍ତି। ଫେସବୁକ ରେ ସେ କିନ୍ତୁ ବେଶ ସକ୍ରିୟ।…

ନଈଧାର

ନଈଧାର ଜୟଂତିକା ତମ ପାଇଁ ନଈଟିଏ ସେ ମୋ ପାଇଁ ଆବେଗର ଧାର, ଯାହା ଏବେ ପଡ଼ିରହିଛି ଛାତି ମେଲି ମରୁନଦୀର ଭାଗ୍ୟ ପରି । ସ୍ପଟିକ ପରି ସ୍ୱଚ୍ଛ ଦେହରେ ତା'ର ଦେଖିଛି ଏ ମୁହଁ ଛାଇ, ନିକଟରୁ ନିରେଖିଛି ବଢ଼ନ୍ତା ଅଙ୍ଗ ସୌଷ୍ଠବକୁ ପାଣି ପଣତରେ କେବେ ପୋଛି ଦେଇଛି ଦେହମୁଣ୍ଡ ତାଗିଦ୍…

ଧାରାବାହିକ ଉପନ୍ୟାସର ଶେଷ ଭାଗ: କୁକୁର କାହାଣୀ (୧୧)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୧୦)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୯)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୮)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ନାୟିକା

ବହୁ ଗୀତପ୍ରେମୀଙ୍କୁ ଜଣାନଥିବ ଯେ ବିଖ୍ୟାତ ସଂଗୀତଜ୍ଞ, ଓଡ଼ିଶାର କଲ୍‍ଟ ଫିଗର ଅକ୍ଷୟ ମହାନ୍ତି ବି କିଛି କମ ବଡ ଲେଖକ ନଥିଲେ ! ଶତାଧିକ ଗଳ୍ପ, କବିତା, ଗୀତ, ଉପନ୍ୟାସ, ଆତ୍ମଜୀବନୀର ସେ ଥିଲେ ସଫଳ ସ୍ରଷ୍ଟା ! କିନ୍ତୁ ଆମର ଦୁର୍ଭାଗ୍ୟ, ଓଡ଼ିଶାରେ ଆପଣଙ୍କର ଗୋଟିଏ ପ୍ରତିଭା ଉପରେ ହିଁ ଆଲୁଅ…

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି କେଦାର ମିଶ୍ର କବି ଜଣେ ବ୍ୟକ୍ତି ନା ବହୁ ବ୍ୟକ୍ତିଙ୍କର ସମଷ୍ଟି? କବି ଭିତରେ କେବଳ ଜଣେ କବି ଥାଏ, ନା ବହୁ ନାମ ଓ ବହୁ ରୂପ ନେଇ ଅନେକ କବିର ଅଂଶ ଗୋଟେ କବିକୁ ଗଢିଥାଏ? କବିର ଗୋଟିଏ ରୂପ ନା ସେ ବହୁରୂପୀ? ସେ…