Latest Odisha News

BREAKING NEWS

Browsing Category

ସାହିତ୍ୟ

ଲେଖକ ହରପ୍ରସନ୍ନ ଦାସଙ୍କ ପୁସ୍ତକ ‘ଏନରିଚିଂ ଲାଇଫ’ ଉନ୍ମୋଚିତ…

ଭୁବନେଶ୍ୱର: ପ୍ରସିଦ୍ଧ ମୋଟିଭେସନାଲ୍ ପୁସ୍ତକ ରଚୟିତା ତଥା ସୁବକ୍ତା ଡଃ ହରପ୍ରସନ୍ନ ଦାସଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏନ୍ରିଚିଂ ଲାଇଫ’ ଉନ୍ମୋଚିତ ହୋଇଛି । ଏହି ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ହିମାଚଳ ପ୍ରଦେଶ ସେଣ୍ଟ୍ରାଲ୍ ୟୁନିଭର୍ସିଟିର ଉପ କୂଳପତି ଡଃ କୁଲଦୀପ ଚାନ୍ଦ…

ଉନ୍ମୋଚିତ ହେଲା ବିମଳ କିଶୋର ମିଶ୍ରଙ୍କର ଜୀବନୀ ‘ଅବିଚଳ ବିମଳ’…

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ ପ୍ରଶାସକ, ପୂର୍ବତନ ଅତିରକ୍ତ ମୁଖ୍ୟ ଶାସନ ସଚିବ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ୱର୍ଗତ ବିମଳ କିଶୋର ମିଶ୍ରଙ୍କର ୨୫ତମ ପୂଣ୍ୟତିଥି ଅଗଷ୍ଟ ତା ୨୨ ରିଖ ଦିନ ପାଳନ କରାଯାଇଛି । ଏହି ଅବସରରେ ତାଙ୍କର ଜୀବନୀ ପୁସ୍ତକ ‘ଅବିଚଳ ବିମଳ’ ମଧ୍ୟ…

ପ୍ରେମର ଲଘୁଚାପ

ପ୍ରେମର ଲଘୁଚାପ ଲୋପାମୁଦ୍ରା ନାୟକ ତୁମ ପ୍ରେମ ମୋ ପାଇଁ ଏବେ ଲଘୁଚାପ ତୁହା ତୁହା ବର୍ଷା, ବିଜୁଳି, ଘଡଘଡିର କମ୍ପନ ବାଡି ପଛକଡ ଗାଡିଆର ପାଣି ଠେସି ହୋଇ ଏବେ ମୋ ଘର ଦୁଆରେ ଦୁଇ ବର୍ଷର ଚାଳ ଛପର ଛାତରେ ଏବେ କେତେଟା ବଡବଡ ରଂଧ୍ର ପଚିସାରିଛି ପ୍ରତିଟି ନଡାର ଜୀବକୋଷ ତଳ-ଉପର…

ମା

ମା ଇନ୍ଦିରା ଦାଶ ଅପରାହ୍ନର ଲେଉଟାଣି ଖରା ଏବେ ତୋ ଶରୀରରେ ଲେଖିଦେଇଛି ତୋର ବୟସ ଧୂସର ଅକ୍ଷରରେ କପାଳରେ ବାର୍ଦ୍ଧକ୍ୟର କରୁଣ କୁଞ୍ଚନ ଲୁହ ଓ ହସରେ ଦେହରେ ବିତେଇଥିବା ଦିନ, ମାସ, ବର୍ଷର ଜୀର୍ଣ୍ଣ ପରିଧାନ । ମା’ ହେଲାପରେ ବୁଝିପାରୁଛି ‘ମା’ ପଣର ଅସହାୟତା ସ୍ନେହ,…

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ କେଦାର ମିଶ୍ର କଳା ରଙ୍ଗର ସେ ସୁଟ ଟି ତାଙ୍କ ଦେହକୁ ବେଶ ମାନୁଥିଲା। ଧୋତି ଓ ଗାମୁଛା ଫୋପାଡି ଦେଇ ସେ ଯେତେବେଳେ ତାଙ୍କ ପୁରୁଣା ସିନ୍ଦୁକରୁ କଳାରଙ୍ଗର ସୁଟଟିକୁ ବାହାର କଲେ, ତାଙ୍କୁ ଶୁଭିଲା ଗୋଟେ ଅଚିହ୍ନା…

ବିଶ୍ୱାସ

ବିଶ୍ୱାସ କ୍ଷୀରୋଦ ବିହାରୀ ବିଶ୍ୱାଳ (୧) ଚନ୍ଦନ ମହାରଣା ମୋ ସାଙ୍ଗ । ଗୋଟେ ଅର୍କେଷ୍ଟ୍ରା ପାର୍ଟିରେ ବାଦ୍ୟ ବଜାଏ । ସେ ସବୁ ବାଦ୍ୟ ବଜେଇପାରେ, ହାରମୋନିୟମରୁ ଢୋଲ ପର୍ଯ୍ୟନ୍ତ, ଗିଟାରଠାରୁ ପ୍ୟାଡ୍ ପର୍ଯ୍ୟନ୍ତ । ସେଥିପାଇଁ ବେପାର ୠତୁରେ ତା'ର ଡିମାଣ୍ତ କାହିଁରେ କେତେ । ପାଖଆଖର…

ଦର୍ପଣ-୯

ଦର୍ପଣ-୯ ଈପ୍‍ସିତା ଷଡ଼ଙ୍ଗୀ ଏ ଭିତରେ ଚାଲ ଆମେ ଶବ୍ଦ କୋଷଟେ ରଚିବା ଆମର, ସେଥିରେ ଥିବ ଅସଂଖ୍ୟ ସଂକେତ ସେ ଚିହ୍ନକୁ ବୁଝିବ ତୁମେ ବୁଝିବି ମୁଁ ହିଁ କେବଳ । କହ ଏବେ, କେଉଁ ପରି ଚିହ୍ନ କରିବା ଫୁଲ ପାଇଁ କି ଚିହ୍ନରେ ମନ, କି ଚିହ୍ନରେ ହୃଦୟ, ଦୁଃଖ, ସମୟ ଅଭିମାନ କି କି…

ନିଜ ପାଇଁ ନାନାବାୟା

ନିଜ ପାଇଁ ନାନାବାୟା ରତ୍ନମାଳା ସ୍ୱାଇଁ ଆଜି ରାତିରେ ଇଚ୍ଛାହଉଚି ଚାଲିଯିବାକୁ ତୋ ପାଖକୁ । କୁନିଛୁଆଟିଏ ପରି ଜାକିଜୁକି ହେଇ ଶୋଇ ପଡ଼ିବାକୁ ତୋରି କୋଳରେ । ଆଜି ରାତିରେ ଲୋଡ଼ାପଡ଼ୁଚି ପିଠିଥାପୁଡ଼ା ଧୋ’ରେ ବାଇଆ ଗୀତ ଜହ୍ନମାମୁଁର ଛାଇ ମାମୁଁଘର ଗାଁ ଅଙ୍କାବଙ୍କା ନଈ ।…

ଡର

ଡର ଆଶିଷ କୁମାର ମିଶ୍ର ତତେ ଯାହା ଦେଲେ ପରବର୍ତ୍ତୀ ମୂହୁର୍ତ୍ତରେ ଲାଗୁଛି ନିଜକୁ ହିଁ ଦେଲି ! ତୋ ଲୁହ ମୋ ଆଖିରେ ପଶୁଛି ଦରଜ ତୋ ପଶୁଛି ଛାତିରେ, ହସ ମଳିଚିଆ ଓଠରେ ଏମିତିକି ବେଳେବେଳେ କେବଳ ଭାବୁଛି ନିଜକଥା ନିଜକୁ ହିଁ ଭଲପାଇ ବସୁଛି। ଗଢୁଛି ତୋର ମୂର୍ତ୍ତିଟିଏ ତ ସେ…

ଛୁଇଁଯାଉଥିଲା…

ଛୁଇଁଯାଉଥିଲା... ପ୍ରୀତି ପ୍ରତୀକ୍ଷା ବେଦନାସିକ୍ତ ଜୀବନ ଭିତରେ କାହାରି ନା କାହାରି ଟିକିଏ ଭଲପାଇବା, ଟିକିଏ ପ୍ରେମ, ଟିକିଏ ସ୍ନେହ, ପ୍ରଗାଢ ମୋହରେ ବୁଣିଦେଉଥିଲା ବଂଚିବାର ରାହାଟିଏ ! ଉଜୁଡ଼ା କ୍ଷେତରେ ସଜଡା ଫସଲ ଦୂରତାର ବିଡମ୍ବନା... ସଂପର୍କର ବିଶ୍ୱାସସବୁ ଧୋକା…