Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସ୍ମାର୍ଟ ହେବେ ବିଧାୟକ: ଏଣିକି ପେପର ନୁହେଁ ଟ୍ୟାବ୍‌ରେ ପଢ଼ିବେ

ଭୁବନେଶ୍ବର: ଏଣିକି ଆଉ ପେପର ଦେଖିବେ ନାହିଁ ବିଧାୟକ । ପେପର ଲେସ୍ ହେବ ବିଧାନସଭା । ସ୍ବାର୍ଟ ହେବେ ବିଧାୟକ । ଏବେ ପେପର ବଦଳରେ ଟ୍ୟାବରେ ପଢିବେ ବିଧାୟକ । ଏଥିପାଇଁ ବିଧାନସଭାରେ ୧୪୭ ବିଧାୟକଙ୍କ ଆସନରେ ଟ୍ୟାବ୍ ଲାଗିଛି । ଏଥର ବିଧାନସଭାରେ କୌଣସି ପ୍ରଶ୍ନୋତ୍ତର କିମ୍ବା କୌଣସି…

ମିଳିଲା ଧମକ: ପ୍ରଧାନମନ୍ତ୍ରୀଙ୍କ ବିମାନ ଉପରକୁ ହେବ ଆତଙ୍କୀ ହମଲା…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ମୋଦି ଏବେ ବିଦେଶ ଗସ୍ତରେ ଥିବା ବେଳେ ମୁମ୍ବାଇ ପୋଲିସକୁ ମିଳିଲା ଧମକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଯାତ୍ରା ପୂର୍ବରୁ ତାଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ନେଇ ଏକ ଧମକପୂର୍ଣ୍ଣ ଫୋନ୍ ମୁମ୍ବାଇ ପୋଲିସ ପାଖକୁ ଆସିଛି । ପୋଲିସ…

ଜିବିଏସ୍ ଭୂତାଣୁ ନେଲା ପ୍ରଥମ ଜୀବନ

ମୁମ୍ବାଇ: ଜିବିଏସ୍ ଭୂତାଣୁ ନେଲା ପ୍ରଥମ ଜୀବନ । ମହାରାଷ୍ଟ୍ରରେ ଜିବିଏସ ଭୂତାଣୁରେ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚିକିତ୍ସାଧୀନ ଅବସ୍ଥାରେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ମହାରାଷ୍ଟ୍ର ନାୟାର ହସ୍ପିଟାଲରେ ମୃତ୍ୟୁ ଘଟିଛି । ପୁଣେର ଜଣେ ଚାଟାର୍ଡ ​​ଆକାଉଣ୍ଟାଣ୍ଟ ଗୁଇଲେନ୍-ବେଆର…

୧୮ରୁ ପରୀକ୍ଷା, ହବକୁ ଗଲା +୨ ପ୍ରଶ୍ନପତ୍ର

ଭୁବନେଶ୍ବର: ଆସନ୍ତା ୧୮ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି +୨ ଥିଓରି ପରୀକ୍ଷା । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ ।  ଏଥିପାଇଁ ଆଜିଠୁ ପରୀକ୍ଷା ହବ୍ ଗୁଡିକୁ +୨ ପରୀକ୍ଷା ପ୍ରଶ୍ନପତ୍ର ଯିବା…

ଗ୍ରାହକଙ୍କ ପାଇଁ ଖୁସି ଖବର: କମିଲା ସୁନା ଦର

ଭୁବନେଶ୍ବର: ବିବାହ ତିଥି ଆସିଯାଇଛି। ତେଣୁ ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର। ଏହାକୁ ନେଇ ଚିନ୍ତାରେ ଗ୍ରାହକ। କିନ୍ତୁ ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ତେବେ ସୁନା କିମ୍ବା ରୂପା କିଣିବା ପୂର୍ବରୁ ଜାଣି ରଖନ୍ତୁ କେଉଁଠି କେତେ ରହିଛି ସୁନା ଦର।…

ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକଙ୍କ ପରଲୋକ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକଙ୍କ ପରଲୋକ । ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ୮୫ ବର୍ଷ ବୟସରେ ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି । ଗତ ୩ ତାରିଖରୁ ମସ୍ତିଷ୍କ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିତ୍ସାଧୀନ…

ଭୀମ୍‌ସାରରେ ପୁଣି ରାଗିଂ ଅଭିଯୋଗ, ବସିଲା ଆଣ୍ଟିଂ ରାଗିଂ ସେଲର ବୈଠକ

ଭୁବନେଶ୍ୱର: ଭୀମ୍‌ସାରରେ ପୁଣି ରାଗିଂ ହୋଇଥିବା ଅଭିଯୋଗ। ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ରମାନେ ମିଶି ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ରାଗିଂର ଶିକାର ହୋଇଥିବା ଛାତ୍ରର ମାଁ…

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ, କାଲିଠୁ କମ୍ପିବ ବିଧାନସଭା

ଭୁବନେଶ୍ବର: ଆସନ୍ତାକାଲି (ଗୁରୁବାର)ଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଫେବୃଆରୀ ୧୩ରୁ ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶ ଚାଲିବ। ସେହିପରି ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ। ଫେବୃଆରୀ ୧୭ରେ ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା…

ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌

ଭୁବନେଶ୍ୱର:ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ। ମଞ୍ଚେଶ୍ୱର ରେଳଷ୍ଟେସନରେ ଅଟକିଲା ଟ୍ରେନ। ସି ୧ ଏସି କୋଚ୍‌ର ତଳ ଭାଗରେ ଲାଗିଲା ନିଆଁ। ପ୍ରବଳ ଧୂଆଁ ବାହାରିବାରୁ ଟ୍ରେନ୍‌କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି। ଏହି ଆଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲାଗିବରୁ…

ଏହି ରୋଗ ଥିଲେ ଚଲାବୁଲା କଲାବେଳେ ଶ୍ବାସ ଫୁଲେ..

ଭୁବନେଶ୍ବର: ସାଧାରଣତଃ ଚାଲିବା କିମ୍ବା ସିଡି ଚଢିବା ସମୟରେ ଶ୍ବାସ ଫୁଲିଥାଏ । ଜୋରରେ ଚାଲିଲେ ନିଶ୍ବାସ ଫୁଲିବା ବି ସାଧାରଣ କଥା । କିନ୍ତୁ ଯଦି ଆପଣ ଆରାମରେ ଧିରେ ଧିରେ ଚାଲୁଛନ୍ତି ତଥାପି ନିଶ୍ବାସ ଫୁଲୁଛି ତେବେ ଏହା ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ । ଯେପରିକି ବ୍ଲଡପ୍ରେସର…