Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜି ମାଘ ପୂର୍ଣ୍ଣିମା; ରାତିରେ ଆକାଶରେ ଦେଖାଯିବ ସ୍ନୋ ମୁନ୍..

ନୂଆଦିଲ୍ଲୀ: ଆଜି ହେଉଛି ମାଘ ପୂର୍ଣ୍ଣିମା । ଆଜି ରାତିରେ ଆକାଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଯିବ । ତୁଷାର ଚନ୍ଦ୍ର ବା ସ୍ନୋ ମୁନ୍ ଦେଖାଯିବାର ସୂଚନା ରହିଛି । ଏହି ମାସରେ ପ୍ରବଳ ତୁଷାରପାତ ହେଉଥିବାରୁ ଜ୍ୟୋତିର୍ବିଜ୍ଞାନ ମାନେ ମାଘ ପୂର୍ଣ୍ଣିମାରେ ଦେଖାଯାଉଥିବା ଚନ୍ଦ୍ର ର ନାମ ସ୍ନୋ…

ଓଡିଶାରୁ ହେଉଛି ସବୁଠୁ ଅଧିକ ମହିଳା ଓ ଶିଶୁ ଚାଲାଣ

ପୁରୀ: ଓଡିଶାରୁ ସର୍ବାଧିକ ମହିଳା ଓ ଶିଶୁ ଚାଲାଣ ହେଉଛି । ଆଜି ପୁରୀରେ ଆୟୋଜିତ ‘ମାନବ ଚାଲାଣ’ ସମ୍ପର୍କିତ ସଚେତନତା କର୍ମଶାଳାରେ କିଛି ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି, ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର । ଖାଲି ସେତିକି ନୁହେଁ, ଯେଉଁମାନଙ୍କୁ ବି ଉଦ୍ଧାର କରାଯାଉଛି,…

ବିବାହ କରିବେ ରାହୁଲ ଗାନ୍ଧୀ! ଭାଇରାଲ ହେଲା କାର୍ଡ

ନୂଆଦିଲ୍ଲୀ: ନିର୍ବାଚନ ଜିତିବା ହାରିବା ନେଇ କଂଗ୍ରେସ ଯେତିକି ଚର୍ଚ୍ଚାରେ ନାହିଁ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ତା ଠାରୁ ଅଧିକ ଚର୍ଚ୍ଚା ହୁଏ । ଯୁବାବୟସ ଅତିକ୍ରମ କରିଥିବା କଂଗ୍ରେସର ଯୁବରାଜ କେବେ ବିବାହ କରିବେ ସେ ନେଇ ଆଲୋଚନା ସମାଲୋଚନା ମଧ୍ୟ କରାଯାଏ । ତେବେ ସବୁ ପ୍ରତୀକ୍ଷାର…

‘କଂଗ୍ରେସ କ୍ଷମତାକୁ ଆସିଲେ ମୁଁ ମୁଖ୍ୟମନ୍ତ୍ରୀ ହେବିନାହିଁ’

ଭୁବନେଶ୍ବର: କ୍ଷମତାକୁ ଫେରିଲେ ମୁଖ୍ୟମନ୍ତ୍ରୀ ହେବିନାହିଁ । ଯେଉଁମାନେ କଂଗ୍ରେସକୁ ଫେରିବେ ସେମାନଙ୍କୁ ବିନା ସର୍ତ୍ତରେ ଗ୍ରହଣ କରାଯିବ । ରାଜ୍ୟ କଂଗ୍ରେସର ମଙ୍ଗ ଧରିବା ପରେ ଆଜି କିଛି ଏମିତି ବଡ ବୟାନ ଦେଇଛନ୍ତି ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ । ବହୁ ଆଲୋଚନା ଏବଂ ସମାଲୋଚନା…

ଆପାର୍ଟମେଣ୍ଟ ପଞ୍ଜିକରଣ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ବୁଧବାର ରାଜ୍ୟ ସରକାରଙ୍କ ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଗୃହ ଓ ନଗର ନିର୍ମାଣ ବିଭାଗ ଦ୍ବାରା ଅଣାଯାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଜାରି ହୋଇଛି । ଫେବୃଆରୀ ୧ରେ ବିଭାଗ ପକ୍ଷରୁ ଏହି…

ବ୍ୟାନ ହେଲା ୮୦୫ ଆପ୍ସକୁ ୩ ହଜାରରୁ ଅଧିକ ଓ୍ବେବସାଇଟ

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ୮୦୫ ଟି ଆପ୍ସ ସାଙ୍ଗକୁ ୩୨୬୬ଟି ଓ୍ବେବସାଇଟ ଲିଙ୍କକୁ ବ୍ୟାନ କରିଛନ୍ତି । ସାଇବର କ୍ରାଇମ୍‌କୁ ରୋକିବାକୁ କେନ୍ଦ୍ର ସରକାର କିଛି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ବେଳେ ସଂସଦୀୟ ଦଳ କମିଟି ନିଷ୍ପତ୍ତିରେ ମଧ୍ୟ ଏହାକୁ…

ପ୍ରାପ୍ତ ବୟସ୍କ ସ୍ତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଦଣ୍ଡନୀୟ ଅପରାଧ ନୁହେଁ: ଛତିଶଗଡ଼ ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରାପ୍ତ ବୟସ୍କ ସ୍ତ୍ରୀଙ୍କ ସହ ନିଜ ସ୍ୱାମୀ ଅପ୍ରାକୃତିକ ଯୌନକ୍ରିୟା ଅପରାଧ ନୁହେଁ। ଏଭଳି ରାୟ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଛତିଶଗଡ଼ ହାଇକୋର୍ଟ। ପତ୍ନୀଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବା କିମ୍ବା ତାଙ୍କୁ ଅପ୍ରାକୃତି ଯୌନ ସମ୍ପର୍କ ପାଇଁ ବାଧ୍ୟ କରିବା…

ଟ୍ରମ୍ପ ଶାସନର ପ୍ରଭାବ: ଗୁଗୁଲ୍ ମ୍ୟାପ୍ ଓ ଗୁଗୁଲ୍ କ୍ୟାଲେଣ୍ଡରରେ ହେବ ଏହି ବଡ଼ ପରିବର୍ତ୍ତନ

ଗୁଗୁଲ୍ ହେଉ କିମ୍ବା ଅନ୍ୟ କୌଣସି ଆପ୍, ଉନ୍ନତ ଉପଭୋକ୍ତା ଅଭିଜ୍ଞତା ପାଇଁ ସମୟ ସମୟରେ ଆପ୍‌ରେ ପରିବର୍ତ୍ତନ ଘଟିଥାଏ। ଗୁଗୁଲ୍ ମୋବାଇଲ୍ କ୍ୟାଲେଣ୍ଡରରେ ଛୁଟିଦିନ ଏବଂ ଇଭେଣ୍ଟ ସହିତ ବ୍ଲାକ ହିଷ୍ଟ୍ରି ମନ୍ଥ୍ (କଳା ଇତିହାସ ମାସ) ଏବଂ ୱିମେନ୍ସ ହଷ୍ଟ୍ରି ମନ୍ଥ୍ (ମହିଳା ଇତିହାସ ମାସ) ଉଲ୍ଲେଖ…

ଇନଷ୍ଟାଗ୍ରାମ ଆରମ୍ଭ କଲା ଟିନ୍ ଆକାଉଣ୍ଟସ୍, ଅଭିଭାବକଙ୍କ ହାତରେ ରହିବ ନିୟନ୍ତ୍ରଣ

ଅନେକ ସମୟରେ ଘରେ ଫୋନ୍ ରଖିବା ପରେ, ବାପାମାଆ ନିଜ କାମରେ ବ୍ୟସ୍ତ ହୋଇଯାଆନ୍ତି ଏବଂ ପିଲାମାନେ ସୁଯୋଗ ପାଇବା ମାତ୍ରେ ଫୋନ୍ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତି। ଇନଷ୍ଟାଗ୍ରାମରେ ରିଲ୍ସର କ୍ରେଜ୍ ଏତେ ବୃଦ୍ଧି ପାଉଛି ଯେ ପିଲାଙ୍କଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ରିଲ୍ସ ପାଇଁ…

ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା

ଭୁବନେଶ୍ବର: କନିଷ୍ଠ ଶିକ୍ଷକଙ୍କ ପାଇଁ ବଡ ଖୁସି ଖବର ଦେଇଛନ୍ତି ସରକାର ।  କନିଷ୍ଠ ଶିକ୍ଷକ(ସ୍କିମାଟିକ୍)ଙ୍କର ଦରମା ବଢାଇଛନ୍ତି ।  ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କ ପାରିଶ୍ରମିକ ମାସିକ ୧୧ ହଜାର ଶହେ ଟଙ୍କାରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ସ୍କୁଲ ଏବଂ ଗଣଶିକ୍ଷା…