Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଲଓସି ନିକଟରେ ଆଇଇଡି ବିସ୍ଫୋରଣ, ୨ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ ନିକଟବର୍ତ୍ତୀ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବଡଧରଣର ଆଇଡି ବିସ୍ଫୋରଣ ହୋଇଛି । ଏଥିରେ ଜଣେ ସେନା କ୍ୟାପଟେନଙ୍କ ସମେତ ଦୁଇ ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି ଏବଂ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ଏ ସମ୍ପର୍କରେ…

ପ୍ରକାଶ ପାଇଲା ଜେଇଇମେନ୍ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ୨୦୨୫ ସେସନ୍ ୧ର ଫଳାଫଳ । ମଙ୍ଗଳବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ଘୋଷଣା ହୋଇଛି । ଚଳିତ ବର୍ଷ ୧୪ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ସେସନ୍ ୧ରେ ପୂର୍ଣ୍ଣ ୧୦୦ ଏନଟିଏ ସ୍କୋର ହାସଲ କରିଛନ୍ତି । ୧୪ ଜଣଙ୍କ ମଧ୍ୟରେ ୧୩…

ନୂଆ ପିସିସି ସଭାପତି ହେଲେ ଭକ୍ତଚରଣ ଦାସ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ। ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ନୂଆ ସଭାପତି ବନିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ। ଏଆଇସିସି ପକ୍ଷରୁ ତାଙ୍କୁ ନିଯୁକ୍ତ କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜରିଆରେ…

ଜିଓର ଦମଦାର୍ ପ୍ଲାନ: ୨୦୦ରୁ କମ୍ ରିଚାର୍ଜରେ ମିଳୁଛି ପ୍ରତିଦିନ ୨ଜିବି ଡାଟା

ଭୁବନେଶ୍ବର: ଜିଓ ୟୁଜରଙ୍କ ପାଇଁ ଏକ ବଜେଟ୍ ଅନୁକୂଳ ପ୍ରିପେଡ୍ ପ୍ଲାନ ଆସିଛି । ଏହି ସୁଲଭ ରିଚାର୍ଜ ପ୍ଲାନରେ ଆପଣଙ୍କୁ ମିଳିବ ପ୍ରତିଦିନ ୨ ଜିବି ଡାଟା । ଜିଓର ଏହି ଅଫରରେ, ଆପଣଙ୍କୁ ୨00ରୁ କମ୍ ମୂଲ୍ୟରେ ଅସୀମିତ ୫ଜି ଡାଟା ଏବଂ ପ୍ରତିଦିନ ୨ଜିବି ଡାଟା ମିଳିବ । ଏହି ପ୍ଲାନ ନିଶ୍ଚିତ…

ବାରବାଟୀ ଷ୍ଟାଡିୟମରେ ପ୍ରତିବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍!

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ଗତ ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚ୍ ସମୟରେ ଷ୍ଟାଡିୟମର ୬ଟି ଫ୍ଲଡ୍ ଲାଇଟ୍ ମଧ୍ୟରୁ ଗୋଟିଏ ହଠାତ୍ ବନ୍ଦ ହୋଇଯିବା ଘଟଣା ଉପରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ…

୧୨ ଦିନରେ ଆମେରିକାରେ ଚତୁର୍ଥ ବିମାନ ଦୁର୍ଘଟଣା; ରନୱେରେ ଧକ୍କା ହେଲା ଦୁଇ ଜେଟ୍

ନୂଆଦିଲ୍ଲୀ: ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା ଘଟିଛି  । ରିପୋର୍ଟ ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ଯେ ଏରିଜୋନା ସ୍କଟସଡେଲ ଏୟାରପୋର୍ଟରେ ବେସରକାରୀ ଜେଟ୍ ର ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ​​ଏବଂ କିଛି ଲୋକ ଆହତ ହୋଇଛନ୍ତି | ଏହି…

ବାରବାଟୀରେ ଫ୍ଲଡଲାଇଟ ଅଚଳ ଘଟଣା; ଓସିଏକୁ ପରୋକ୍ଷରେ ଦୋଷ ଲଦିଲେ ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: କଟକ ବାରବାଟି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ହଠାତ୍ ଲାଇଟ୍ ଲିଭିଯିବା ରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା । ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଶକ୍ତି ମନ୍ତ୍ରୀ…

ସ୍ପପ୍ନ ହୋଇଗଲା ଏଲନ ମସ୍କଙ୍କ ‘ଓପନ୍ ଏଆଇ’ କିଣା

ନୂଆଦିଲ୍ଲୀ: ଅଧା ରହିଗଲା ମସ୍କଙ୍କ ଓପନ୍ ଏଆଇ କିଣା ସ୍ବପ୍ନ । ସିଧା ସିଧା ମୁହ୍ଁରେ ପ୍ରସ୍ତାବକୁ ଏଡାଇ ଦେଲେ ମାଲିକ ସାମ୍ ଅଲ୍ଟମ୍ୟାନ୍ । ଦିନେ ଓପନ ଏଆଇ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ, ହେଲେ ଏବେ ଟେସଲାର ସିଇଓ ଏଲନ୍ ମସ୍କ ସେଇ ଓପନ୍ ଏଆଇକୁ କିଣିବାକୁ ମନସ୍ଥ କରିଛନ୍ତି । ହେଲେ…

ଓଡ଼ିଶାର ଅକ୍ଷୟ ଶକ୍ତିରେ ୧ ବିଲିୟନ ଆମେରିକୀୟ ଡଲାର ନିବେଶ ପାଇଁ ଇଚ୍ଛୁକ ଏଚଆଇଏଫ

ଭୁବନେଶ୍ୱର: ସରିଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ । ହେଲେ ଏବେ ମଧ୍ୟ ଓଡ଼ିଶାକୁ ନିବେଶକଙ୍କର ସୁଅ ଛୁଟୁଛି । ଚିଲିର ଏଚଆଇଏଫ୍ ଗ୍ଲୋବାଲ ଇଣ୍ଡିଆ ନାମକ ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାର ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ…

ପଞ୍ଜାବ ଆପ ସରକାରରେ ହେବ ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ: କାହିଁକି ପଞ୍ଜାବ ଆପ୍ ନେତାଙ୍କ ବୈଠକ ଡାକିଲେ କେଜ୍ରିଓ୍ବାଲ? ଦିଲ୍ଲୀ ବିପର୍ଯ୍ୟୟର ପ୍ରଭାବ ପଞ୍ଜାବ ରାଜନୀତି ଉପରେ ପଡ଼ିବା ନେଇ ରହିଛି କି ଆଶଙ୍କା? କଣ ରହିଛି ଆମ ଆଦମୀ ପାର୍ଟିର ପଞ୍ଜାବ ପ୍ଲାନ୍ ? ପଞ୍ଜାବ ଆପ୍ ସରକାରରେ ହେବାକୁ ଯାଉଛି କି ବଡ଼ ପରିବର୍ତ୍ତନ? ବଦଳିବେ କି…