Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୋଲିସ କନଷ୍ଟେବଳରୁ ସଂସଦ ପର୍ଯ୍ୟନ୍ତ ଯାତ୍ରା, ଜାଣନ୍ତୁ କିଏ ଏହି ସିଆର ପାଟିଲ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଗତକାଲି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଏହି ପ୍ରାର୍ଥୀ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ସହିତ ତାଙ୍କର ଜଣେ ବିଶେଷ କମାଣ୍ଡର…

ବିଜେପି ପାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ଏହି ୫ ମହିଳା, ଗତ ନିର୍ବାଚନରେ ହରାଇଥିଲେ ଏହି ମାନଙ୍କୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଗତକାଲି ବିଜେପି ତାର ପାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଭିନ୍ନ ଭିନ୍ନ ରାଜ୍ୟରୁ ଆସନ ପାଇଁ ପାର୍ଥୀ ଘୋଷଣା କରାଯାଇଛି । କିନ୍ତୁ ଉତ୍ତରପ୍ରଦେଶର ଲୋକସଭା ଆସନ ପାଇଁ ସର୍ବାଧିକ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଉତ୍ତରପ୍ରଦେଶର…

୧୫ ବର୍ଷ ହେବ ବିଜେଡି ହାତରେ ମହାକାଳପଡା, ବିକାଶ ଘର ଶୂନ କହିଲେ ବିଜେପି ନେତା

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଆଇନଶୃଙ୍ଖଳା ଓ ପାନୀୟ ଜଳର ଖରାପ ସ୍ଥିତିକୁ ନେଇ ଭାରତୀୟ ଜନତା ପାର୍ଟି ଚିନ୍ତା ପ୍ରକଟ କରିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପରୋକ୍ଷରେ ଟାର୍ଗେଟ କରି ବିଜେପି ନେତା ସୌଭାଗ୍ୟ ପରିଡ଼ା ପରିସ୍ଥିତିକୁ…

ଭୁବନେଶ୍ବର ମଧ୍ୟ ଟିକେଟ କିଏ ହାତେଇବ: ରଙ୍ଗ ମିସ୍ତ୍ରି କହି କାହାକୁ ଛିଗୁଲେଇଲେ ଅମରେଶ?

ଭୁବନେଶ୍ୱର: ବିଏମସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧୀନରେ ଥିବା ଭୁବନେଶ୍ୱର କେନ୍ଦ୍ରୀୟ (ମଧ୍ୟ) ବିଧାନସଭା ଆସନକୁ ନେଇ ଏବେ କ୍ଷମତାରେ ଥିବା ବିଜୁ ଜନତା ଦଳ ଆଭ୍ୟନ୍ତରୀଣ କନ୍ଦଳ ସମ୍ମୁଖୀନ ହୋଇଛି। ୨୦୨୪ ଦଳୀୟ ଟିକେଟ ପାଇଁ ଏବେ ବିଧାୟକ ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର…

ବିଜେପିରେ ସାମିଲ ହେବେ କହିଲେ ରାଜୁ ଦାସ,ଆହୁରି ରୋଚକ ହେବ ଧାମନଗର ଗଣିତ

ଭଦ୍ରକ: ବିଜୁ ଜନତା ଦଳର ପୂର୍ବତନ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଦଳ ବଦଳାଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ମାର୍ଚ୍ଚ ୪ତାରିଖରେ ବିଜେପି ଶିବିରରେ ଯୋଗଦେବା ନେଇ ନିଶ୍ଚିତ କରିଛନ୍ତି। ଜଣେ ବିଶ୍ୱସ୍ତ…

ଏବେ ବି ଶ୍ରେୟାଶ, ଈଶାନଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବାର୍ଷିକ ସେଂଟ୍ରାଲ କଂଟ୍ରାକ୍ଟରୁ ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କୁ ବାହାର କରିଛିି । ଯାହା ଏକ ଚର୍ଚ୍ଚାର କାରଣ ସାଜିଛି । ଦୁଇ ଜଣ ଯାକ ପ୍ରତିଭାବାନ ଖେଳାଳି ହୋଇଥିଲେ ମଧ୍ୟ ଦାୟିତ୍ୱହୀନତା ଏବଂ ଉତ୍ସର୍ଗୀକୃତ ମନୋଭାବର ଅଭାବ ଯୋଗୁ…

୧୫ ମାସ ମଧ୍ୟରେ ୩ଟି ଆଇସିସି ଟ୍ରଫି ଜିତିବା ପାଇଁ ଭାରତ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବରରେ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ହାରିବା ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ଏଥିସହ ୧୧ ବର୍ଷ ହେବ ଭାରତର ଆଇସିସି ଟ୍ରଫି ଜିତିବା ଆଶା ଧୂଳିସାତ ହୋଇଛି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ନିକଟରେ ଏବେ ୧୫ ମାସ ମଧ୍ୟରେ ୩ଟି ଆଇସିସି…

ଭ୍ଲାଡିମିର ପୁତିନ ପରମାଣୁ ପରୀକ୍ଷଣ ପାଇଁ ଆରମ୍ଭ କଲେ ଉଦ୍ୟମ: ରିପୋର୍ଟ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ପରମାଣୁ ପରୀକ୍ଷଣ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବ୍ରିଟେନର ଦି ସନରେ ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଯାହାକୁ ନେଇ ରୁଷିଆ ଏବେ ଆମେରିକା ଓ ଅନ୍ୟ ପଶ୍ଚିମୀ ଦେଶ ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏହା ଦ୍ୱାରା…

ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା, ବାରାଣାସୀରୁ ଲଢ଼ିବେ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା । ବାରଣାସୀରୁ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ଲଢିବେ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ପ୍ରାର୍ଥୀ ତାଲିକାରେ ୩୪ ଜଣ…

ପରିବାର ସହ ଥାଇଲାଣ୍ଡରେ ମଜା ଉଠାଉଛନ୍ତି ଫେଡେରର, ଭାଇରାଲ ହେଲା ପତ୍ନୀଙ୍କ ପାଦ ଫଟୋ

ବ୍ୟାଙ୍କକ: ସୁଇଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ତାଙ୍କ ପରିବାର ସହ ଥାଇଲାଣ୍ଡରେ ମଜା ଉଠାଉଛନ୍ତି । ୨୦୨୨ରେ ଅବସର ଘୋଷଣା କରିଥିବା ଫେଡେରର ଏହି ଅବସରରେ ଅନେକଗୁଡିଏ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଏହା ମଧ୍ୟରେ ତାଙ୍କ ପତ୍ନୀ ମିର୍କାଙ୍କ ପାଦ ଫଟୋ ସୋସିଆଲ…