Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଡିଜେ ଶବ୍ଦ ନେଲା ଜୀବନ!, ହୃଦଘାତର ଶିକାର ହେବାରୁ ଆଖି ବୁଜିଲେ ବୃଦ୍ଧ

ଭଦ୍ରକ: ଏକ ବିବାହ ଶୋଭାଯାତ୍ରା ସମୟରେ ଡିଜେର ଜୋରରେ ଗୀତ ବାଜିବା ଯୋଗୁଁ ଶରତ ଚନ୍ଦ୍ର ରାଉତ (୭୦) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଟାଉନ ଥାନା ଅଧୀନ ବାଲିପାଟଣା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ ତାଙ୍କ ଘର ପାଖ ଦେଇ ଯାଉଥିବା ବେଳେ ରାଉତ ଶୋଇଥିଲେ। ଜୋରରେ ଗୀତ ତାଙ୍କୁ…

ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା ମାମଲା: ସାମ୍ନାକୁ ଆସିଲା ସତ୍ୟ, କ୍ରିକେଟ ଦେଖୁଥିଲେ ଲୋକ ପାଇଲଟ୍

ନୂଆଦିଲ୍ଲୀ: ଅକ୍ଟୋବର ୨୯, ୨୦୨୩ ମସିହାରେ ଆନ୍ଧ୍ରପ୍ରଦେଶରେ ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣାର ଖୁଲାସା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦୁର୍ଘଟଣା ସମୟରେ ମୋବାଇଲରେ କ୍ରିକେଟ ଦେଖୁଥିଲେ ଲୋକପାଇଲଟ୍ । ଲୋକପାଇଲଟର ଏପରି ଅସାବଧାନତା କାରଣରୁ ଏପରି ଦୁର୍ଘଟଣା ଘଟିଥିବା କହିଛନ୍ତି…

ପାକିସ୍ତାନରେ ପୁଣି ସରକାର ଗଢିବେ ଶେହବାଜ ସରିଫ, ପରାସ୍ତ ହେଲେ ଓମାର ଆୟୁବ ଖାନ

ନୂଆଦିଲ୍ଲୀ: ପାକିସ୍ତାନ ମୁସଲିମ ଲିଗର ବରିଷ୍ଠ ନେତା ଶେହବାଜ ସରିଫ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗତକାଲି ଚାଲିଥିବା ଭୋଟର ଫଳାଫଳ ଆସିବା ପରେ ଏହି ସୂଚନା ମିଳିଛି । ପୁଣିଥରେ ପାକିସ୍ତାନରେ ସରକାର ଗଢିଛନ୍ତି ଶେହବାଜ ସରିଫ । ଶେହବାଜ ସରିଫ ଗତ ଶନିବାର ଦିନ…

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଡବ୍ଲୁଏଫ ବିଶ୍ୱ ପାରା ଚମ୍ପିୟାନସିପ ୨୦୨୪ ରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ ପଦକ ବିଜୟୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ…

ଗାଭାସ୍କରଙ୍କ ବଡ ବୟାନ: ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ବି ଟିମ ଇଣ୍ଡିଆ ମ୍ୟାଚ ଜିତି ପାରିବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର ଅବସର ନେବା ପରେ ସର୍ବଦା ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଭାରତୀୟ କ୍ରିକେଟ ଏବଂ ଷ୍ଟାର କଲଚରକୁ ସେ ସର୍ବଦା ଟାର୍ଗେଟ କରି ଆସିଛନ୍ତି । ଏବେ ଏକ ସାକ୍ଷାତକାରରେ ସେ କହିଛନ୍ତି, କୌଣସି ବଡ ଖେଳାଳି ଭୁଲରେ ବି…

ମାର୍ଚ୍ଚ ୪ ରୁ ୭ ତାରିଖ ଭିତରେ ଏହି ସ୍ଥାନକୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଅନେକ ପ୍ରକଳ୍ପର କରିବେ ଉଦଘାଟନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ବଡ ଧରଣର ବିଜୟ ହାସଲ କରିବାକୁ ବିଜେପି ଏବେ ତା’ର ରଣନୀତି ଚଳାଇଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ୪୦୦ଟି ଆସନର ଲକ୍ଷ ରଖିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମଇଦାନକୁ ଉହ୍ଲାଉଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ବିଜୟର…

ଟଳିଲା ଭାରତ ବିରୋଧୀ ଆଉ ଏକ ଆତଙ୍କବାଦୀ

ନୂଆଦିଲ୍ଳୀ: ପାକିସ୍ତାନର ଏବାଟବାଦରେ କୁଖ୍ୟାତ ଭାରତ ବିରୋଧୀ ଆତଙ୍କବାଦୀ କମାଣ୍ଡର ଶେଖ ଜମୀଲ ରହେମାନଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ଜମୀଲଙ୍କ ମୃତ୍ୟୁର କାରଣ ଏବେ ବି ସ୍ପଷ୍ଟ ହୋଇ ପାରିନି । ୟୁନାଇଟେଡ ଜିହାଦ କାଉନସିଲର ସେକ୍ରେଟାରୀ ଓ ତହରିକ ଉଲ ମୁଜାହିଦ୍ଦିନର ସକ୍ରିୟ ସଦସ୍ୟ…

ଅନନ୍ତ-ରାଧିକା ପ୍ରି-ୱେଡିଙ୍ଗ: ଝୁମିଲା ମଞ୍ଚ, ଏକା ସାଙ୍ଗରେ ଷ୍ଟେଜରେ ନଜର ଆସିଲେ ୩ ଖାନ୍

ମୁମ୍ବାଇ: ଧୁମଧାମରେ ଚାଲିଛି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟର ପ୍ରି-ୱେଡିଙ୍ଗ ସେଲିବ୍ରେସନ । ସେଲିବ୍ରେସନ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେଲିବ୍ରେସନର ଦ୍ଵିତୀୟ ଦିନରେ ସଂଗୀତ୍ ଏବଂ ଗରୱା ନାଇଟର ଆୟୋଜନ କରାଯାଇଥିଲା । ସେଲିବ୍ରିଟିଙ୍କ ନାଚ…

ଚହଲଙ୍କୁ କାନ୍ଧରେ ପକାଇ ବୁଲାଇଲେ ରେସଲର ସଙ୍ଗୀତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ କାନ୍ଧରେ ପକାଇ ମହିଳା ରେସଲର ସଙ୍ଗୀତା ଫୋଗଟ ବୁଲାଇବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମଜାଦାର ଭିଡିଓ ଶୁଟ କରିବା ପରେ ଚହଲଙ୍କ ମୁଣ୍ଡ ବୁଲାଇ ହୋଇ ଯାଇଥିଲା । ଉଭୟ ଅବଶ୍ୟ ମଜା ପାଇଁ ଏହା…

୫୬ଜଣ ପୁରୁଷଙ୍କ ଭିତରେ ଏକା ଲଢୁଥିଲେ ଏହି ମହିଳା ବିଏସଏଫ ଯବାନ

ନୂଆଦିଲ୍ଲୀ: ଭାରତୀୟ ସେନା ଏବଂ ସ୍ୱତନ୍ତ୍ର ବାହିନୀରେ ସ୍ନାଇପରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ସୀମାରେ ଚାଲିଥିବା ଯୁଦ୍ଧ ହେଉ ଅବା ସର୍ଜିକାଲ ଷ୍ଟ୍ରାଇକ୍ କିମ୍ବା ଯେକୌଣସି ଜରୁରୀ ପରିସ୍ଥିତି ହେଉ ସବୁ ସ୍ଥାନରେ ସ୍ନାଇପର ଅନେକ କିଲୋମିଟର ଦୂରରୁ ଲକ୍ଷ୍ୟ କରି ଶତ୍ରୁମାନଙ୍କ ଉପରକୁ…