Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁବନେଶ୍ୱର ଉପକଣ୍ଠରୁ ଜବତ ହେଲା ୫୦୦ କେଜି ଭାଙ୍ଗ ଓ ୨୫ କେଜି ଗଞ୍ଜେଇ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଦୁଇଟି ପୃଥକ ମାମଲାରେ ଅବକାରୀ ଅଧିକାରୀମାନେ ୫୦୦ କିଲୋରୁ ଅଧିକ ଭାଙ୍ଗ ଓ ୨୫ କେଜି ଗଞ୍ଜେଇ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲିପାଟଣା ଥାନା ଅନ୍ତର୍ଗତ ବାହୁଖଣ୍ଡା ଗ୍ରାମରେ ବିପୁଳ ପରିମାଣର ଭାଙ୍ଗ (ଗଞ୍ଜେଇ ପତ୍ର) ଗଚ୍ଛିତ ରହିଥିବା ନେଇ…

ଆଇପିଏଲ୍ ୨୦୨୪: ବାରବାଟୀ ଷ୍ଟାଡିୟମରେ ଖେଳାଯାଇପାରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍

କଟକ: ବାରବାଟୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଏକ ମ୍ୟାଚ ଖେଳାଯାଇପାରେ। ମାର୍ଚ୍ଚରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ମ୍ୟାଚ ଆରମ୍ଭ ହେଉଥିବା ବେଳେ ଓଡ଼ିଶା କ୍ରୀଡାପ୍ରେମୀମାନଙ୍କ ପାଇଁ ଏହା ଏକ ଖୁସି ଖବର ବୋଲି କୁହାଯାଉଛି। ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ…

କାଳିଆ ଯୋଜନା ଓ ଛାତ୍ରବୃତ୍ତି ଆଗାମୀ ୩ ବର୍ଷ ପାଇଁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ୍ ବୈଠକରେ ୨୦୨୪-୨୫ରୁ ୨୦୨୬-୨୭ ପର୍ଯ୍ୟନ୍ତ ଆଗାମୀ ତିନି ବର୍ଷ ପାଇଁ କାଳିଆ ଯୋଜନା ଓ ଛାତ୍ରବୃତ୍ତି ପାଇଁ ୬୦୨୯.୭୦ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରାଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…

ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ଜାରି, ସୋନପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାଜଧାନୀରେ କ୍ରମାଗତ ତୃତୀୟ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗୁରୁବାର ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୫.୪ ଡିଗ୍ରି ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସ୍ଥାନ ହେଉଛି ସୋନପୁର, ଯେଉଁଠାରେ ପାରଦ…

୪ର୍ଥ ଟେଷ୍ଟରେ ଇଂଲଣ୍ଡକୁ ଅସୁବିଧାରେ ପକାଇବେ ଯଶସ୍ୱୀ

ରାଂଚୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ କ୍ରିକେଟ ଟେଷ୍ଟ ରାଂଚୀରେ ଶୁକ୍ରବାରଠାରୁ ଆରମ୍ଭ ହେବ । ୨-୧ରେ ଅଗ୍ରଣୀ ଥିବା ଟିମ ଇଣ୍ଡିଆ ଏହି ମ୍ୟାଚକୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ । ତେବେ ଏହି ମ୍ୟାଚରେ ଇଂଲଣ୍ଡକୁ ଅଧିନାୟକ ରୋହିତ ଶର୍ମା ରୋକିବା ପାଇଁ ଏକ ଯଶସ୍ୱୀ ଜୈସୱାଲଙ୍କୁ…

ସୁରକ୍ଷିତ ଭ୍ରୁଣକୁ ପିଲା ବୋଲି ଭାବ: ଆଲବାମା ସୁପ୍ରିମକୋର୍ଟ

ନ୍ୟୁୟର୍କ: ଆଲବାମା ରାଜ୍ୟର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିର ଶୁଣାଣୀ କରିଛନ୍ତି । ଏଥିରେ କୁହାଯାଇଛି ଫ୍ରୋଜନ ଏମ୍ବ୍ରୋୟ (ସୁରକ୍ଷିତ ଭ୍ରୁଣ) ପିଲା ବୋଲି ଭାବ, ଏହାକୁ ମନଇଚ୍ଛା ନଷ୍ଟ କରିପାରିବ ନାହିଁ । ଯିଏ ବି କେହି ଏହାକୁ ନଷ୍ଟ କରିବାରେ ଦୋଷୀ ସାବ୍ୟସ୍ତ ହେବେ କଠୋର…

ଆଇପିଏଲର ଆଗାମୀ ସଂସ୍କରଣରୁ ଓହରିଲେ ସାମୀ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ସଂସ୍କରଣ ଆରମ୍ଭ ହେବାକୁ ଆଉ ପାଖାପାଖି ମାସେ ସମୟ ରହିଛି । ତେବେ ଏହା ମଧ୍ୟରେ ୨୦୨୨ ସଂସ୍କରଣର ଚାମ୍ପିୟନ ଟିମ ଗୁଜରାଟ ଟାଇଟାନ୍ସକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ମହମ୍ମଦ ସାମୀ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ବ୍ରିଟେନରେ ତାଙ୍କର…

ଆଇପିଏଲ ୨୦୨୪: ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ, ଚେନ୍ନାଇ-ବାଙ୍ଗାଲୋର ଉଦଘାଟନୀ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଉଦଘାଟନୀ ମ୍ୟାଚ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଏହି କାର୍ଯ୍ୟସୂଚୀ ଘୋଷଣା…

ଭୁବନେଶ୍ୱର ଲୋକସଭା ଆସନ: ଅପରାଜିତାଙ୍କୁ ଟକ୍କର ଦେବେ ଶ୍ରୀମୟୀ !

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ ଭୁବନେଶ୍ୱର ଦେଖିପାରେ ଜୋରଦାର ଲଢେଇ। ବିଜେଡ଼ିରୁ ଶ୍ରୀମୟୀ ମିଶ୍ର ଓ ବିଜେପିର ଅପରାଜିତା ଷଡଙ୍ଗୀଙ୍କ ନାଁ ସାଂସଦ ପ୍ରାର୍ଥୀ ପାଇଁ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ମଧ୍ୟ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ବିଜେଡ଼ିର…

ପଦ୍ମ ଛାଡ଼ିଲେ ବିଧାୟକ ମନୋରଞ୍ଜନ ସେଠୀ

ବଡ଼ସାହି:ଭାରତୀୟ ଜନତା ପାର୍ଟି ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ । ତାଙ୍କର ଏପରି ନିଷ୍ପତ୍ତି ବଡ଼ସାହି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସେ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ…