Latest Odisha News

BREAKING NEWS

Browsing Category

Uncategorized

ଆଦିବାସୀଙ୍କ ଅଭିନବ ଉଦ୍ୟମ : ବିଷାକ୍ତ ଗଛରୁ ତିଆରି କଲେ ସୁନ୍ଦର କଳାକୃତି

ଚେନ୍ନାଇ : ଆଦିବାସୀଙ୍କର ଅଭିନବ ଉଦ୍ୟମ । ଜଙ୍ଗଲରେ ଥିବା ବିଷାକ୍ତ ପ୍ରଜାତିର ଗଛର ଡ଼ାଳ ଓ ଗଣ୍ଡିକୁ ବ୍ୟହବାର କରି ସୁନ୍ଦର କାରୁକାର୍ଯ୍ୟ କରି ସେମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତାମିଲନାଡ଼ୁ ରାଜ୍ୟର…

ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା ତଥା ଅଭିନେତ୍ରୀ ଆଉ ନାହାନ୍ତି

ନୂଆଦିଲ୍ଲୀ: ଇଟାଲିଆନ ଅଭିନେତ୍ରୀ ଜିନା ଲୋଲୋବ୍ରିଗିଡା ଆଉ ନାହାନ୍ତି । ଇଟାଲିର ଏହି  ନାୟିକା ବିଶ୍ୱର ସବୁଠାରୁ ଆକର୍ଷଣୀୟ ସୁନ୍ଦରୀ ମହିଳା ଥିଲେ । ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି ।  ତାଙ୍କ ବିୟୋଗରେ ସାରା ବିଶ୍ୱରେ ଶୋକର ଛାୟା ଖେଳି ଯାଇଛି । ଏହି ଖବର ତାଙ୍କର ନାତି…

ସାମ୍ବାଦିକ ସମ୍ମିଳନୀରେ କାହିଁକି ଭୋ ଭୋ କାନ୍ଦିଲେ କେନ୍ଦ୍ର ମନ୍ତ୍ରୀ

ପାଟନା: କେନ୍ଦ୍ର ମନ୍ତ୍ରୀ ପ୍ରେସ ମିଟରେ କାନ୍ଦିଲେ । ନିଜ ସାଥୀଙ୍କୁ ମନେ ପକାଇ ଭୋ ଭୋ କାନ୍ଦିଲେ । କାନ୍ଦୁ କାନ୍ଦୁ କଥା କହି ପାରିଲେନି । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋମବାର । କେନ୍ଦ୍ର ମନ୍ତ୍ରୀ ତଥା ବିହାର ବକ୍ସରର ସାଂସଦ ଅଶ୍ୱିନୀ ଚୌବେ ସୋମବାର ମିଡିଆ ସାମ୍ନାରେ…

ଦ୍ୱିତୀୟ ବିବାହ କଲା ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍, ଠିକଣା ବିଷୟରେ ସୂଚନା ଦେଲେ ଭଣଜା

ନୂଆଦିଲ୍ଲୀ: ଦ୍ୱିତୀୟ ବିବାହ କଲା ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍। ଏଥର ଜଣେ ପାକିସ୍ତାନ ମହିଳାଙ୍କୁ ବିବାହ କରିଛି ଦାଉଦ୍। ଦାଉଦର ଭଉଣୀ ହସୀନା ପାରକରଙ୍କର ପୁଅ ଅର୍ଥାତ୍ ଦାଉଦର ଭଣଜା ଏହି ଖୁଲାସା କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ…

ରାଲି ନୁହେଁ ଅଟା ଟ୍ରକ ପଛରେ ଧାଉଁଛନ୍ତି ଲାକେ..ଭାଇରାଲ ହେଲା ପାକିସ୍ତାନର ବିକଳ ଦୃଶ୍ୟ

ଇସଲାମବାନ: ପାକିସ୍ତାନରେ ହାହା କାର ସ୍ଥିତି । ଖାଦ୍ୟ ସଙ୍କଟ ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଖାଦ୍ୟ ନ ପାଇ ଲୋକେ ଡହଳବିକଳ ହେଉଛନ୍ତି  । ବିଶେଷକରି  ଗହମ ଅଭାବ ଯୋଗୁ ଅରାଜକ ସ୍ଥିତି ଦେଖିବାକୁ ମିଳିଛି । ଅଟା ୨୦ କିଲ ପାଇଁ  ଲୋକଙ୍କୁ ୩ ହଜାର ଟଙ୍କା ଦେବାକୁ ପଡୁଛି…

ଏଟିଏମ ବଦଳାଇ ବରିଷ୍ଠ ନାଗରିକଙ୍କୁ ଠକେଇ, ବ୍ରହ୍ମପୁରରୁ ଯୁବକଙ୍କୁ ଗିରଫ କଲା କମିଶନରେଟ ପୁଲିସ

ବ୍ରହ୍ମପୁର: ଏଟିଏମକୁ ଟଙ୍କା ଉଠାଇବାକୁ ଆସୁଥିବା ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ କରିବା ବାହାନାରେ ଟଙ୍କା ନେଇଯାଉଥିବା ପୋଷାଦାର ଲୁଟେରାଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି କମିଶନରେଟ ପୋଲିସ। ଯୁବକଙ୍କ ନାମ ମନୋଜ ସାହୁ ହୋଇଥିବା ବେଳେ ତାଙ୍କୁ ଲକ୍ଷ୍ମୀସାଗର ଥାନା ରବିବାର ଗିରଫ କରିଛି।…

ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ, ବେବୀ ବମ୍ପ ଫଟୋ ଶେୟାର କଲେ ଉପାସନା

ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ। ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି। ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ । ମକର ସଂକ୍ରାନ୍ତି ଅବସରରେ ଉପାସନା ପ୍ରଥମ ଥର ଲାଗି ନିଜର ବେବି…

ଅଯୋଧ୍ୟାରେ ଶୋଭା ପାଇପାରେ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଓ ପ୍ରତୀକ୍ଷିତ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ଶୋଭା ପାଇପାରେ ଓଡ଼ିଆ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ନିମନ୍ତ୍ରଣ ପାଇ ଶିଳ୍ପୀ ସୁଦର୍ଶନ ରାମ ମନ୍ଦିର ନିର୍ମାଣସ୍ଥଳ ପରିଦର୍ଶନ କରିଥିଲେ।

ଫୁଲ ବ୍ୟବସାୟୀଙ୍କ ଘରୁ ୧୦୦ କୋଟି ଟଙ୍କାର ପୁରାତନ ସାମଗ୍ରୀ ଜବତ

ନୂଆଦିଲ୍ଲୀ: ବ୍ୟବସାୟୀଙ୍କ ଘରୁ ଜବତ ହେଲା ୧୦୦ କୋଟିରୁ ଅଧିକ ମୂଲ୍ୟର ପ୍ରାଚୀନ ସାମଗ୍ରୀ। ପଶ୍ଚିମବଙ୍ଗର ୨୪ ପରଗଣା ଜିଲ୍ଲାର ଦେଗାଙ୍ଗରେ ଏଏସଆଇ ଟିମ୍ ଚଢଉ କରି ଜଣେ ବ୍ୟବସାୟୀଙ୍କ ଘର କୋଟି କୋଟି ଟଙ୍କା ମୂଲ୍ୟର ପୁରାତନ ମୂଲ୍ୟବାନ ସାମଗ୍ରୀ ଜବତ କରିଛି। ବ୍ୟବସାୟୀଙ୍କ ନାଁ ଅସଦୁଜ୍ଜମା…

ଆରମ୍ଭ ହେଲା ଡଟ୍ ଫେଷ୍ଟ-୨୦୨୩; ଗପରେ ଗପରେ ଜମିଗଲା ସନ୍ଧ୍ୟା

ଭୁବନେଶ୍ୱର: ଶେଷ ହୋଇଛି ଅପେକ୍ଷା । ଐତିହ୍ୟ,ପରମ୍ପରା ସହ ସାହିତ୍ୟକୁ ଭଲ ପାଉଥିବା ଲୋକଙ୍କର ଭରପୂର ଉତ୍ସାହ ଓ ଆଗ୍ରହ ଭିତରେ ଶନିବାରଠାରୁ ଆରମ୍ଭ ହୋଇଛି ଡ଼ଟ୍ ଫେଷ୍ଟ ୨୦୨୩ । ଗୋଟିଏ ପଟେ ସାରା ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍‌ର ଫିଭର ଛାଇ ହୋଇଯାଇଥିବା ବେଳେ ସେ ଭିତରେ ବି ଡ଼ଟ୍ ଫେଷ୍ଟର