ରାଜ୍ୟ ବିଜେପିର ନବକଳେବର: ଘୋଷଣା ହେଲା ସମୀରଙ୍କ ନୂଆ ଟିମ
ଭୁବନେଶ୍ୱର: ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ। ଦାୟିତ୍ୱ ନେବାର ପ୍ରାୟ ୫ ମାସ ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଗୁରୁବାର ବିଳମ୍ବିତ ରାତିରେ ବିଜେପି ପକ୍ଷରୁ ସମୀରଙ୍କ ସମେତ ମୋଟ ୨୬ ଜଣିଆ ତାଲିକା ପ୍ରକାଶ ପାଇଛି । ସଂଗଠନ ମନ୍ତ୍ରୀ ବା…