୨୮ ବର୍ଷ ପରେ ରାମଜନ୍ମଭୂମି ପରିସରରେ ହେଲା କୁବେରଶ୍ୱରଙ୍କ ଅଭିଷେକ
ଅଯୋଧ୍ୟା: ଦୀର୍ଘ ୨୮ ବର୍ଷ ପରେ ରାମଜନ୍ମଭୂମି ପରିସରରେ କୁବେରଶ୍ୱରଙ୍କ ରୁଦ୍ରାଭିଷେକ କରାଯାଇଛି । କୁବେର ତିଲଠାରେ କୁବେରଶ୍ୱରଙ୍କ ଅଭିଷେକ ପରେ ଖୁବ୍ ଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମହନ୍ତ କମଳ ନୟନ ଦାସ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗର୍ଭଗ୍ୟହରେ…