Latest Odisha News

BREAKING NEWS

ଓଡିଶା ଦିବସର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ଏକ ଭିଡିଓ ବାର୍ତ୍ତା ଜରିଆରେ ସମସ୍ତଙ୍କୁ ଓଡିଶା ଦିବସର ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନର ସ୍ୱପ୍ନକୁ ସାକାର କରିଥିବା ମହାପୁରୁଷମାନଙ୍କ ପ୍ରତି ସେ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ଓଡିଆ ଭାଷା,…

କୋଭିଡ-୧୯ ଲକଡାଉନ: ମେ’କୁ ଘୁଞ୍ଚିଲା ଜେଇଇ(ମୁଖ୍ୟ) ୨୦୨୦ ପରୀକ୍ଷା

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ-୧୯ ଲକଡାଉନ ଯୋଗୁଁ ଜେଇଇ(ମୁଖ୍ୟ)୨୦୨୦ ପରୀକ୍ଷା ମେ’ ମାସ ଶେଷ ସପ୍ତାହରେ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ମଙ୍ଗଳବାର ଦିନ ନୋଟିସ ଜାରି କରିଛି । ଆଗାମୀ ସମୟରେ ସ୍ଥିତିର ଆକଳନ କରିବା ପରେ ପରୀକ୍ଷାର ସଠିକ ତାରିଖ ଘୋଷଣା କରାଯିବ । “ଆମେ…

ଆଲର୍ଟ: ଲକଡାଉନର ଫାଇଦା ଉଠାଇ ଦିଲ୍ଲୀ ପୋଲିସଙ୍କୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ନିୟମ ପାଳନ କରାଯାଉଛି । ଏହାକୁ ସୁଚାରୁରୂପେ ପାଳନ କରିବା ପାଇଁ ଅନେକ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ସୁରକ୍ଷା ଏଜେନ୍ସିକୁ ମିଳିଥିବା ରିପୋର୍ଟ ମୁତାବକ ଆଇଏସ ଆତଙ୍କବାଦୀ ଏହାର ଫାଇଦା ଉଠାଇ ଡୁ୍ୟଟି କରୁଥିବା ପୋଲିସକୁ ଟାର୍ଗେଟ…

ଓଡିଆରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ 

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ଟ୍ୱିଟ୍‌ରରେ ଓଡିଆ ଭାଷାରେ ଲେଖି ସମସ୍ତ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ରାଜ୍ୟର ଭବିଷ୍ୟତ ଉଜ୍ଜ୍ୱଳମୟ,…

୫୧ ଶକ୍ତିପୀଠର ପ୍ରତିକୃତିକୁ ନେଇ ତ୍ରିପୁରାରେ ତିଆରି ହେବ ଭବ୍ୟ ମନ୍ଦିର

ଅଗରତାଲା: ଚୈତ୍ର ନବରାତ୍ରିର ମହାଷ୍ଟମୀ ତିଥିରେ ତ୍ରିପୁରା ସରକାର ଦେବୀଭକ୍ତଙ୍କ ପାଇଁ ଏକ ମନଲୋଭା ଘୋଷଣା କରିଛନ୍ତି । ତ୍ରିପୁରାର ପ୍ରସିଦ୍ଧ ଶକ୍ତିପୀଠ ତ୍ରିପୁରାସୁନ୍ଦରୀଠାରୁ ୩ କିଲୋମିଟର ଦୂରରେ ଏକ ଭବ୍ୟ ଶକ୍ତିପୀଠ ତିଆରି କରାଯିବ । ୧୪ ଏକରରେ ୪୪ କୋଟି ବଜେଟରେ ଏହା ନିର୍ମିତ ହେବ ।…

କରୋନା: ନିଜାମୁଦ୍ଦିନ ଧାର୍ମିକ ସଭାରେ ସାମିଲ ଆଉ ଜଣେ ଓଡିଆ କେନ୍ଦ୍ରାପଡାରୁ ଚିହ୍ନଟ

କେନ୍ଦ୍ରାପଡା: ଦିଲ୍ଲୀର ନିଜାମୁଦ୍ଦିନ ମର୍କଜରେ ସାମିଲ ହୋଇଥିବା ଜଣେ ଓଡିଆଙ୍କୁ କେନ୍ଦ୍ରାପଡା ଜିଲ୍ଲା ଅଧିକାରୀ ଚିହ୍ନଟ କରିଛନ୍ତି । କେନ୍ଦ୍ରାପଡାର ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି କି, ଉକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି ଏବଂ ତାଙ୍କ ପରିବାରକୁ…

ଲକ୍‌-ଡାଉନ୍‌: ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ !

ବାରିପଦା: ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ । ପଚରାଉଚରା କରିବା ପରେ ସେମାନଙ୍କୁ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଛି । ସାରା ଦେଶରେ ଲକ୍‌-ଡାଉନ୍ ଘୋଷଣା । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଘରକୁ ଯିବା ଲାଗି ଶହଶହ କିମି ଚାଲିବାକୁ ବି…

ତବଲିଗ୍ ଜମାତ ଭାରତ ସମେତ ଏସିଆରେ କାଳ ସାଜିଛି

ନୂଆଦିଲ୍ଲୀ: ତବଲିଗ୍ ଜମାତ ଯୋଗୁ ସମଗ୍ର ଏସିଆ ଉପରେ କରୋନାର ଆତଙ୍କ ଦେଖାଦେଇଛି। ଏହା ପୂର୍ବରୁ ଏହି ସମାବେଶ ଯେଉଁ ଯେଉଁ ସ୍ଥାନରେ ହୋଇଛି ତାହା ପରେ ପରେ ସେଠାରେ କିଲର କରୋନା ମାତିଛି । ୧୨ ମାର୍ଚ୍ଚରେ ପାକିସ୍ତାନର ଲାହାରରେ ତବଲିଗ୍ ଜମାତ ହୋଇଥିଲା। ଏଥିରେ ପୃଥିବୀର ୮୦ ଦେଶରୁ ଅଢ଼େଇ…

କରୋନା: ଆୟୁଷ ମନ୍ତ୍ରାଳୟର ପରାମର୍ଶ; ଚ୍ୟବନପ୍ରାଶ ସମେତ ଖାଆନ୍ତୁ ଏସବୁ ଜିନିଷ

ନୂଆଦିଲ୍ଲୀ: କରୋନାଭାଇରସକୁ ନଜରରେ ରଖି ଆୟୁଷ ମନ୍ତ୍ରାଳୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ସୁସ୍ଥ ରହିବା ପାଇଁ କିଛି ଗାଇଡଲାଇନ ଜାରି କରିଛି । ଯେହେତୁ ଏପର୍ଯ୍ୟନ୍ତ କୌଣସି ଔଷଧ ଆସିନି, ସେଥିପାଇଁ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏମିତି କିଛି ପଦକ୍ଷେପ ନେବା ଉଚିତ୍ ବୋଲି…

ଯୁବିଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ: ଗାଙ୍ଗୁଲିଙ୍କ ପରି ମୋତେ କେହି ସହଯୋଗ କରି ନାହାନ୍ତି

ନୂଆଦିଲ୍ଲୀ: ଭାରତକୁ ୨ଟି ବିଶ୍ୱକପ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କ୍ରିକେଟର ଯୁବରାଜ ସିଂ ବୁଧବାର ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଅଧିନାୟକ ଭାବେ ସୌରଭ ଗାଙ୍ଗୁଲିଙ୍କ ପରି ମୋତେ କେହି ସମର୍ଥନ କିମ୍ବା ସହଯୋଗ କରି ନାହାନ୍ତି । ଏପରିକି ମହେନ୍ଦ୍ର…