Latest Odisha News

BREAKING NEWS

ବାହାଘରରେ ବିଷାକ୍ତ ଚା’ ପିଇ ୧୫ ଗୁରୁତର

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରଣସିଂହପୁରରେ ଅଘଟଣ । କୀଟନାଶକ ପଡିଥିବା ଚା’ ପିଇ ୧୫ଜଣ ଗୁରୁତର ହୋଇପଡିଥିବା ସୂଚନା ମିଳିଛି । ୧୫ଜଣଙ୍କୁ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରଣସିଂହପୁର ଗାଁର…

କାହିଁକି ସିନ୍ଧିଆ ଛାଡ଼ିଲେ କଂଗ୍ରେସ; କ’ଣ ରହିଛି ବିଜେପିରେ ମିଶିବାର ରହସ୍ୟ !

ଭୁବନେଶ୍ୱର: ରାଜନୀତିରେ ସବୁକିଛି ସମ୍ଭବ । ପୂର୍ବର ରାଜନୀତି ଆଉ ଏବର ରାଜନୀତି ମଧ୍ୟରେ ଆକାଶ ପାତାଳ ଫରକ । ଭାରତୀୟ ଗଣତାନ୍ତ୍ରୀକ ପଦ୍ଧତି ଆଜି ସମଗ୍ର ବିଶ୍ୱରେ ସମ୍ମାନିତ ହେଉଛି କାରଣ ଭାରତୀୟ ରାଜନୀତି ଗଣତାନ୍ତ୍ରୀକ ନିୟମ ଓ ଆଇନାନୁମୋଦିତ କାର୍ଯ୍ୟଧାରା ଅନୁସାରେ ପରିଚାଳିତ ହୋଇଥାଏ ।…

ରାଜ୍ୟସଭା ନିର୍ବାଚନ: ନାମାଙ୍କନ ଭରିଲେ ୪ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ୪ଜଣ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଛନ୍ତି । ବିଜେଡିର ୪ ପ୍ରାର୍ଥୀ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର, ମମତା ମହନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି । ବିଧାନସଭା ସଚିବାଳୟ ପରିସରରେ…

ୟେସ ବ୍ୟାଙ୍କରେ ଜଗନ୍ନାଥ ଟଙ୍କାକୁ ନେଇ ହଟ୍ଟଗୋଳ; ୧୨ଟା ୩୦ ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆଜିଠାରୁ ପୁଣି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ଗୃହରେ ୟେସ ବ୍ୟାଙ୍କ ତାତି ଦେଖିବାକୁ ମିଳିଛି । ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କାକୁ ନେଇ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଛନ୍ତି । ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ବିଧାୟକ…

ଏସସିବିକୁ ବିଶ୍ୱସ୍ତରୀୟ ଯୋଜନା; ଆଜି ପୁଣି ଉଚ୍ଛେଦ ପ୍ରକ୍ରିୟା ଜାରି

କଟକ: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ଯୋଜନାରେ ଏସସିବି ପରିସରରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ଆଜି ପୁଣି ଏସସିବି ସମ୍ପ୍ରସାରଣ କରିବା ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ହିନ୍ଦ ସିନେମା ରୋଡରୁ ତାଳଦଣ୍ଡା କେନାଲ ଯାଏଁ ଉଚ୍ଛେଦ କାର୍ଯ୍ୟ ଚାଲିଛି…

ଚାଣକ୍ୟ ନୀତି: ଏହିପରି ଜାଣନ୍ତୁ ପ୍ରକୃତ ବନ୍ଧୁଙ୍କୁ…

ଭୁବନେଶ୍ୱର: ମାନବ ଜୀବନର ରହସ୍ୟ ସମାଧାନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ନୀତି ପ୍ରସ୍ତୁତ କରିଥିଲେ । ଏହି ନୀତିଗୁଡିକୁ ଅନୁସରଣ କରୁଥିବା ବ୍ୟକ୍ତିଙ୍କ ସଫଳତା ନିଶ୍ଚିତ ଅଟେ । ଧର୍ମ, ନ୍ୟାୟ, ଶାନ୍ତି, ସୁରକ୍ଷା ଏବଂ ରାଜନୀତି ସମେତ ଅନେକ ବିଷୟ ଉପରେ ନୀତି ନିର୍ଦ୍ଧାରଣ କରିଛନ୍ତି ଚାଣକ୍ୟ।…

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା; ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଟ୍ରପ୍ ଲାଇପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ମରାଠା ଠାରୁ ଦକ୍ଷିଣ ତାମିଲନାଡୁ ଯାଏଁ ସୃଷ୍ଟ ହୋଇଥିବା ଟ୍ରପ୍ ଲାଇନ ଯୋଗୁଁ ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।…

କରୋନା ଭାଇରସ କବଳରେ ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଚୀନ ଠାରୁ ଆରମ୍ଭ କରି ଦୁନିଆର ୧୦୦ରୁ ଅଧିକ ଦେଶ କରୋନା ଭାଇରସ କବଳରେ ଅଛନ୍ତି । ସାରା ବିଶ୍ୱରେ କରୋନା ଯୋଗୁଁ ୪ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ ନଦୀନ ଡାରିସ ମଧ୍ୟ କରୋନାରୁ ବର୍ତ୍ତି ନାହାଁନ୍ତି । ସମାଚାର ଏଜେନ୍ସି ପିଟିଆଇ…

ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି: ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ…

ଆଜି ବିଜେପିରେ ଯୋଗ ଦେଇପାରନ୍ତି ସିନ୍ଧିଆ; ସରକାର ବଂଚାଇବାକୁ କଂଗ୍ରେସର ପ୍ରୟାସ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ରାଜନୈତିକ ପରିବେଶ ସରଗରମ ରହିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ତାଙ୍କ ସହିତ ୨୨ କଂଗ୍ରେସ ବିଧାୟକ ମଧ୍ୟ ଦଳ ଛାଡିଦେଇଛନ୍ତି । ଯାହାପରେ ମଧ୍ୟ ପ୍ରଦେଶରେ କମଲନାଥ ସରକାରଙ୍କ ସଂଖ୍ୟା କମିଯାଇଥିବା ନଜର ଆସିଛି । ଏହା ମଧ୍ୟରେ…