Latest Odisha News

BREAKING NEWS

ଛାତିତଳର କଥା

ଛାତିତଳର କଥା ଅମିୟ ବେଜ୍ ― ଏଇ ଦେହଟାରେ ଛୁରୀ କତୁରୀ ଚାଲିବ ? ପୁଣି ଛୁଞ୍ଚି ଫୋଡି ସିଲେଇ ହେବ । ଶେଷକୁ କଟାମଟା ଦାଗ ଛାଡ଼ିଦେଇ ଯିବ ସବୁଦିନକୁ ? ନାଃ ! ଥାଉ । ସେଇମିତି ଅକଟା ଥା' ତୁମେ । ଦର୍କାର ନାହିଁ ଆମର । ଆଉରି କେତେ ରକମର ବ୍ୟବସ୍ଥା ଅଛି। ନୋଇଲେ ନିଜକୁ ଟିକେ ସମ୍ଭାଳି…

‘ରାଫେଲ୍ ଯୁଦ୍ଧବିମାନ’ ମାମଲାରେ କେନ୍ଦ୍ରକୁ ଝଟକା, ସୁପ୍ରିମକୋର୍ଟରେ ହେବ ପୁନର୍ବାର ଶୁଣାଣି

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ରାଫେଲ ଯୁଦ୍ଧବିମାନ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବୀଜ ଲିକ୍ ହୋଇଥିବା ବେଇ ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ମାମଲା ଉପରେ ସରକାର ଆପତ୍ତି ଉଠାଇଥିଲେ, ମାତ୍ର ଏନେଇ କେନ୍ଦ୍ର ସରକାର କରିଥିବା ପିଟିସନକୁ ବୁଧବାର ଦିନ ସୁପ୍ରିମକୋର୍ଟ…

ପୁରୀ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପ ଓ ପୁଅ ମୃତ

ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପୀଠପାଟଣା ଛକ ନିକଟରେ ମଙ୍ଗଳବାର ରାତିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପ ଓ ପୁଅଙ୍କର ଶୋଚନୀୟ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ପବନ ବେହେରା (୫୫) ଓ ଧଡିଆ ବେହେରା (୩୫) ହୋଇଥିବାବେଳେ ସେ…

ପୁଣି ଗିରଫ ହେଲେ ପୂର୍ବତନ କର୍ପୋରେଟର୍ ରଞ୍ଜିତା ବିଶ୍ୱାଳ, ୨ଟି ବନ୍ଧୁକ ଜବତ

କଟକ: କମିଶନରେଟ ପୋଲିସ ବୁଧବାର ଦିନ କଟକର ପୂର୍ବତନ କର୍ପୋରେଟର୍ ରଞ୍ଜିତା ବିଶ୍ୱାଳଙ୍କୁ ପୁଣି ଥରେ ୨ଟି ବନ୍ଧୁକ ରଖିବା ଅଭିଯୋଗରେ ଗିରଫ କରିଛି । ସେ ପୂର୍ବରୁ ଥରେ ଗ୍ୟାଙ୍ଗଷ୍ଟର୍ ସୁଶିଲ ଓ ସୁଶାନ୍ତ ଧଳସାମନ୍ତ (ଡ଼ି-ବ୍ରଦର୍ସ)ଙ୍କ ସହିତ ଲିଙ୍କ୍ ଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ…

ଏମଜେ ଆକବରଙ୍କ ମାନହାନୀ ମୋକଦ୍ଦମା ପ୍ରସଙ୍ଗ: କୋର୍ଟ ଦ୍ୱାରା ପ୍ରିୟା ରମଣୀ ଦୋଷମୁକ୍ତ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ଦ୍ୱାରା ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ କରାଯାଇଥିବା ମାନହାନୀ ମୋକଦ୍ଦମାର ଶୁଣାଣୀ କରି କୋର୍ଟ ବୁଧବାର ଦିନ ପ୍ରିୟାଙ୍କୁ ଦୋଷମୁକ୍ତ କରିଛନ୍ତି । ସମ୍ପାଦକରୁ ରାଜନେତା ପାଲଟିଥିବା ଆକବରଙ୍କ ବିରୋଧରେ ପ୍ରିୟା ରମଣୀ ଯୌନ…

ଆଜି ସୁନ୍ଦରଗଡରେ ନବୀନ, ଜୋର ଧରିଲା ୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ସମାପ୍ତ ହୋଇଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଦଳୀୟ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ରାଶି ଫଳ ତା୧୦-୦୪-୨୦୧୯ ବୁଧବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୦ ତାରିଖ ବୁଧବାର ମୀନ ୨୭ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର କର୍କଟ ରାଶିର ଘାତ ବାର ବିଛା ରାଶି…

ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି : ବିଭୂତି ପଟ୍ଟନାୟକ

ବିଭୂତି ପଟ୍ଟନାୟକ ଓଡ଼ିଆ ଲୋକପ୍ରିୟ ଉପନ୍ୟାସର ପିତାମହ । ରୋମାଂଟିକ ସୋସିଆଲିଷ୍ଟ୍‍ ଭାବେ ସେ ଉପନ୍ୟାସକୁ ଦେଇଛନ୍ତି ପ୍ରଚୁର ପାଠକୀୟତା। ବହୁ ପୁସ୍ତକ ଓ ସମ୍ମାନର ଅଧିକାରୀ ଏହି ଯଶସ୍ୱୀ ଔପନ୍ୟାସିକଙ୍କ ସହ ସରୋଜ ବଳଙ୍କ ଆଳାପ: ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି :…

ବିଜେଡ଼ିରେ ମିଶିଲେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା

ଭୁବନେଶ୍ୱର: ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦଳରୁ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବାପରେ ସନ୍ଧ୍ୟାରେ ବିଜୁ ଜନତା ଦଳ (ବିଜେଡ଼ି)ରେ ଯୋଗଦାନ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ଶଙ୍ଖଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିବା ସମୟରେ ଦଳ ସୁପ୍ରିମୋ…

ଗଜପତି ଜିଲ୍ଲା ମୋହନାରେ ଲ୍ୟାଣ୍ଡ୍ ମାଇନ୍ ଜବତ

ଗଜପତି: ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମଙ୍ଗଳବାର ଦିନ ଗଜପତି ଜିଲ୍ଲା ମୋହନାର ଅଡ଼ବା ଥାନା ଅନ୍ତର୍ଗତ ଅନ୍ଧାରୀରୋଡ଼ର ଏକ କଲର୍ଭଟ୍ ତଳେ ୫୦ କେଜି ଓଜନର ଲ୍ୟାଣ୍ଡ୍ ମାଇନ୍ ପୋଲିସ ପକ୍ଷରୁ ଉଦ୍ଧାର ହୋଇଛି । ପ୍ରଥମେ ଏହି ବମଟିକୁ ସିଆରପିଏଫ ଯବାନ…