ବାଜପେୟୀଙ୍କ ଅସ୍ଥି କଳସ ଗ୍ରହଣ କଲେ ବସନ୍ତ ପଣ୍ଡା
ନୂଆଦିଲ୍ଲୀ : ଆଜି ନୂଆଦିଲୀ ସ୍ଥିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଅସ୍ଥି କଳସ ଗ୍ରହଣ କଲେ । ଏହି କଳସକୁ ସୁଷମା ସ୍ୱରାଜଙ୍କ ହାତରୁ ଗ୍ରହଣ କରିଥିଲେ ବସନ୍ତ ପଣ୍ଡା ।
ଏହି କଳସ ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…