Latest Odisha News

BREAKING NEWS

ଆସନ୍ତାକାଲି ସକାଳ ୮ଟା ରେ ସ୍ଥଳପଥ ଛୁଇଁପାରେ ‘ବାତ୍ୟା ଫନି’: ପାଣିପାଗ ବିଭାଗ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ସକାଳ ୮ଟାରେ ହିଁ ଭୟଙ୍କର ସାମୁଦ୍ରିକ ଝଡ଼ ଫନି ଓଡ଼ିଶା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଏକ ସୂଚନା ପ୍ରଦାନ କରାଯାଇଛି । ଏନେଇ ଗୁରୁବାର ଦିନ ଏକ ସ୍ୱତନ୍ତ୍ର ବୁଲେଟିନ ମାଧ୍ୟମରେ ଆଇଏମଡ଼ି…

ସାମୁଦ୍ରିକ ଝଡ ‘ଫନି’ର ପ୍ରଭାବ ‘ତିତଲି’ଠୁ ଅଧିକ ଭୟଙ୍କର ହେବ : ପାଣିପାଗ ବିଭାଗ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଏକ୍ସଟ୍ରିମଲି୍ ସାଇକ୍ଲୋନିକ୍ ଷ୍ଟ୍ରମ୍ ରୂପ ନେଇ ଓଡିଶା ଉପକୂଳର ନିକଟବର୍ତ୍ତୀ ହେଉଥିବା ବେଳେ ଏହା ‘ତିତଲି’ ବାତ୍ୟା ଠାରୁ ଅଧିକ ଭୟଙ୍କର ହେବ ବୋଲି ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପାଣିପାଗ…

‘ଓଡିଶା ସିନେ ୱାର୍କରସ୍ ଆସୋସିଏସନ’ ପକ୍ଷରୁ ‘ବିଶ୍ୱ ଶ୍ରମିକ ଦିବସ’ ପାଳିତ

ବୋଲଗଡ: ବୋଲଗଡ ବ୍ଲକ୍ ଚମ୍ପାଇଲୋର ସାନବାଡ ମେଘ ମହ୍ଲାର ଅନୁଷ୍ଠାନ ପ୍ରାଙ୍ଗଣରେ ବୁଧବାର ଦିନ ‘ଓଡିଶା ସିନେ ୱାର୍କରସ୍ ଆସୋସିଏସନ’ ପକ୍ଷରୁ ‘ବିଶ୍ୱ ଶ୍ରମିକ ଦିବସ’ ଅନୁଷ୍ଠିତ ହୋଇଯାଇଛି । ଏକ ନିଆରା ଢଙ୍ଗରେ କବି ମନୋଜ କୁମାର ଗୁମାନସିଂହଙ୍କ ସଭାପତିତ୍ୱରେ କବି ମାନଙ୍କର ଭାବବିହ୍ୱଳ…

ବାତ୍ୟା ‘ଫନି’ ପ୍ରଭାବରେ ୪ଟି ଜିଲ୍ଲାର ତଳିଆ ଅଞ୍ଚଳକୁ ମାଡି ଆସିବ ସମୁଦ୍ର ପାଣି: ପାଣିପାଗ ବିଭାଗ

ଭୁବନେଶ୍ୱର : ସାମୁଦ୍ରିକ ଝଡ ଫନି ସିଭିୟର୍ ସାଇକ୍ଲୋନିକ୍ ରୂପ ନେଇ ଓଡିଶା ଆଡକୁ ମାଡି ଆସୁଥିବାବେଳେ ଭାରତୀୟ ପାଣିପାଗ ବିଭାଗର ରାଡର୍ ସହାୟତାରେ ଟ୍ରାକ୍ କରାଯାଉଅଛି । ପାଣିପାଗ ବିଭାଗରୁ ଜାରି ସୂଚନାନୁଯାୟୀ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୫କିମି ବେଗରେ ପୁନଶ୍ଚ…

‘ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ’ ର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ଫନି’

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ିଆସୁଛି ବାତ୍ୟା ଫନି । ଆସନ୍ତାକାଲି ଅପରାହ୍ନରେ ଓଡ଼ିଶା ଉପକୂଳର ଗୋପାଳପୁର ଓ ଚାନ୍ଦବାଲି ମଧ୍ୟ ଦେଇ ପୁରୀର ଦକ୍ଷିଣରେ ଅପରାହ୍ନ ୫ଟା ୩୦ ମିନିଟ ସମୟରେ ସ୍ଥଳଭାଗ ଛୁଇଁବ । ଏବେ ଏହି ବାତ୍ୟା ସମ୍ପର୍କରେ ସୂଚନା ରାଡ଼ାରରୁ ମିଳିପାରୁଛି । ତେଣୁ ସ୍ଥଳପଥ…

ଜାଣନ୍ତୁ, ବାତ୍ୟା ‘ଫନି’ ପ୍ରଭାବରେ କେବେ ଓଡିଶାର କେଉଁସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ବେଳକୁ ବେଳ ଅତି ଉଗ୍ର ରୂପ ଧାରଣ କରୁଥିବାବେଳେ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି । ଜାଣନ୍ତୁ, ଓଡିଶାର କେଉଁ କେଉଁ ଜିଲ୍ଲାରେ କେବେ ବର୍ଷା…

ସାମୁଦ୍ରିକ ଝଡ ‘ଫନି’: ଜନସାଧାରଣ ଆତଙ୍କିତ ନହେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳ ଆଡକୁ ମାଡି ଆସୁଥିବା ବେଳେ ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଓଡିଶାବାସୀଙ୍କୁ ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’: ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା !

ପୁରୀ: କିଛି ଘଣ୍ଟାର ବ୍ୟବଧାନ ପରେ ଓଡ଼ିଶା ଉପକୂଳ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡ଼ ଫନି । ବାତ୍ୟା ଫନିକୁ ନେଇ ସମଗ୍ର ରାଜ୍ୟ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଉପରେ ଉଡୁଥିବା ପତିତପାବନ ବାନା ଗୁରୁବାର ସକାଳୁ କେଉଁଆଡ଼େ ଉଡ଼ିଯାଇଥିବାର…

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’: ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ୧୦୩ଟି ଟ୍ରେନ ଚଳାଚଳ ବାତିଲ୍

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ର ପ୍ରଭାବକୁ ଦୃଷ୍ଟିରେ ରଖି ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ କେତେକ ଟ୍ରେନର ଚଳାଚଳ ବାତିଲ୍ କରିଯାଇଛି । ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଇତିମଧ୍ୟରେ ୧୦୩ ଟି ଟ୍ରେନକୁ ବାତିଲ୍ କରାଯାଇଥିବାର ଘୋଷଣା ହୋଇଛି । ରେଳ କର୍ତ୍ତୃପକ୍ଷ ଜଣାଇ…

ପୁରୀରେ ପର୍ଯ୍ୟଟକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି, ପୂର୍ବତଟ ରେଲୱେ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟ୍ରେନ୍ ପ୍ରସ୍ତୁତ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳ ନିକଟବର୍ତ୍ତି ହେଉଥିବାବେଳେ ପୂର୍ବତଟ ରେଳବାଇ ପକ୍ଷରୁ ପୁରୀରେ ଥିବା ପର‌୍ୟ୍ୟଟକ ଓ ଯାତ୍ରୀମାନଙ୍କ ପାଇଁ ଆଉ ୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଇଛି। ୧ମ ସ୍ୱତନ୍ତ୍ର ଟ୍ରେନଟି ମଧ୍ୟାହ୍ନ ୧୨ଟାରେ…