Latest Odisha News

BREAKING NEWS

ଡ଼ିସେମ୍ବର ୨୦୨୧ ସୁଦ୍ଧା ଭାରତ ମହାକାଶକୁ ମାନବ ପ୍ରେରଣ କରିବ: ଇସ୍ରୋ ମୁଖ୍ୟ

ଭୁବନେଶ୍ୱର: ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ ଶନିବାର ଦିନ ଭୁବନେଶ୍ୱରଠାରେ କହିଛନ୍ତି ଯେ, ଆସନ୍ତା ଡ଼ିସେମ୍ବର ୨୦୨୧ ସୁଦ୍ଧା ଭାରତ ପକ୍ଷରୁ ମହାକାଶକୁ ମାନବ ପ୍ରେରଣ କରାଯିବାର ଯୋଜନା ରହିଛି । ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏଠାରେ ଡ଼କ୍ଟର ଶିବନ କହିଛନ୍ତି ଯେ, ଅସଫଳତାରେ ଅଧିକ…

ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁଙ୍କୁ ଟାଇମପାସ୍‍ ବୁକର ପୁରସ୍କାର : ଛ’ ଜଣଙ୍କୁ ବେଷ୍ଟସେଲର୍‍

ଭୁବନେଶ୍ୱର ୨୧/୯: ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଟାଇମପାସ୍‍ ବୁକର ପୁରସ୍କାର’ର ବିଜେତାଙ୍କ ନାମ ଘୋଷିତ ହୋଇଛି । ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର…

ଧ୍ରୁବପଥର ସନ୍ଧାନରେ

ଧ୍ରୁବପଥର ସନ୍ଧାନରେ ଦୀପ୍ତିମୟୀ ବିଶ୍ୱାଳ କେତେ ଜୀବନର ପଥଶ୍ରମ ବାଟ କଢାଏ ମୋକ୍ଷ ଆଡ଼କୁ କହିପାରିବ ପଥଚାରୀ ! ଜନନୀ ଜଠରରେ ବାରମ୍ବାର ଶାୟିତ ହେଲାପରେ ବି ଖୋଲିଯାଏନା ତ ରୁଦ୍ଧ ଦ୍ୱାରର ଶିକୁଳି ! ଗମ୍ଭିରାରୁ ଗୋଡ଼ କାଢିଲେ ଦୃଶ୍ୟହୁଏ ମେଘନାଦର ଆରପାଖ । ରାସ୍ତାର…

ଡ୍ରଗ୍ସ ମାଫିଆ ଲିଙ୍କରେ ପୋଲିସ ବାବୁ ଗିରଫ

ବାଲେଶ୍ୱର: ଡ୍ରଗ୍ସ ମାଫିଆ ଶେଖ୍ ରାଜା ଲିଙ୍କରେ କ୍ରାଇମବ୍ରାଞ୍ଚ ଟିମ୍ ଶନିବାର ଦିନ ସହଦେବଖୁଣ୍ଟା ସ୍ଥିତ ବିଚାରଗଞ୍ଜ ଫାଣ୍ଡିର କନେଷ୍ଟବଳଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ରଞ୍ଜନ ସାହୁ ଏବଂ ରାଜା ସହ ଲିଙ୍କ ଥିବା ଜଣାପଡିବା ପରେ ୨ ଦିନ ପୂର୍ବରୁ ବାଲେଶ୍ୱର ଏସପି ତାଙ୍କୁ…

ନବୀନ ନିବାସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନିକଟରେ ଶନିବାର ଦିନ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଘଟଣା ନଜରକୁ ଆସିଛି । ସମ୍ପୃକ୍ତ ଯୁବକଙ୍କ ନାମ ରଘୁନାଥ ଓଝା (୩୮) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ରଘୁନାଥ ନିଜ ଦେହରେ ପେଟ୍ରୋଲ୍ ଢାଳି ଆତ୍ମହତ୍ୟା…

ରାଜଧାନୀ ରାଜରାସ୍ତାରେ ହଙ୍ଗାମା କଲେ ନିଶାଶକ୍ତ ଯୁବତୀ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ରାସ୍ତାରେ ନିଶାଶକ୍ତ ଅବସ୍ଥାରେ ହଙ୍ଗାମା କରୁଥିବା ୨ ଜଣ ଯୁବତୀଙ୍କୁ ହେପାଜତରେ ନେଇଛି ପୋଲିସ । ମିଳିଥିବା ସୂଚନାନୁଯାୟୀ କପିଳେଶ୍ୱର ରୋଡରେ ଯାଉଥିବା ଏକ କାରଟି ହଠାତ୍ ରାସ୍ତା ମଝିରେ ଅଟକିଥିଲା । ପରେ ଏହି ଘଟଣାରେ ସ୍ଥାନୀୟ ଲୋକେ ପ୍ରତିବାଦ…

ଅକ୍ଟୋବର ୨୧ରେ ହେବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଅକ୍ଟୋବର ୨୧ ତାରିଖରେ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ଆସନ ଲାଗି ଶନିବାର ଦିନ ନିର୍ବାଚନ ତାରିଖ ଘୋଷିତ ହୋଇଛି । ଭାରତ ନିର୍ବାଚନ କମିଶନର ମୁଖ୍ୟ ସୁନିଲ ଅରୋରା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ପରେ ୨୪ ତାରିଖରେ ଭୋଟ୍ ଗଣତି ହେବାକୁ…

ଲ୍ୟାଣ୍ଡର ବିକ୍ରମ ସହ ହୋଇପାରୁନି ସମ୍ପର୍କ, ଏବେ ଲକ୍ଷ୍ୟ ଗଗନଯାନ: ଶିବନ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଅର୍ବିଟର ସଠିକ୍ ଭାବେ କାମ କରୁଥିବା ବେଳେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବା ଆଶା ଧିରେଧିରେ ମଉଳିବାକୁ ଲାଗିଛି । ଏନେଇ ଶନିବାର ଦିନ ଇସ୍ରୋ ମୁଖ୍ୟ କେ. ଶିବନ ଏକ ମନ୍ତବ୍ୟ ଦେଇଛନ୍ତି । ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ଯୋଡିବା ଆଶା ଶେଷ ହେଉଥିବାବେଳେ…

‘ଅର୍ଦ୍ଧ କପାଳୀ’ ପାଇଁ ରାମବାଣ ସଦୃଶ କାର୍ଯ୍ୟକରେ ଅଦା !

ଭୁବନେଶ୍ୱର: ବର୍ତ୍ତମାନର ସମୟରେ ଅର୍ଦ୍ଧ କପାଳୀ(ମାଇଗ୍ରେନ) ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାଇଗ୍ରେନ ପ୍ରଭାବରେ ମୁଣ୍ଡବିନ୍ଧା ବ୍ୟତୀତ ଦୃଷ୍ଟି ଶକ୍ତି ଦୁର୍ବଳ, ଚିଡ଼ଚିଡ଼ାପଣ, ବ୍ୟସ୍ତ ଲାଗିବା, ଯନ୍ତ୍ରଣା ହେବା ଭଳି ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ସେହି ସମୟରେ ହେଉଥିବା…

‘କେବିସି’ରେ ଏହି ପ୍ରଶ୍ନର ଉତ୍ତର ଦେଇନପାରି ସମାଲୋଚନାର ଶିକାର ହେଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡର ଦବଙ୍ଗ ଗାର୍ଲ ତଥା ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଛନ୍ତି ଅନେକଙ୍କ ମନ । ବଲିଉଡର ଏହି ସୁନ୍ଦରୀଙ୍କର ଅଧିକାଂଶ ସିନେମା ସୁପର ଡୁପର ହିଟ ହେଉଥିବା ବେଳ, ନିକଟରେ ରିଲିଜ ହୋଇଥିବା ମିଶନ ମଙ୍ଗଲ ଭଳି ବ୍ଲକ ବଷ୍ଟର ଫିଲ୍ମ ମଧ୍ୟ ସେ…