Latest Odisha News

BREAKING NEWS

ଡ୍ରଗ୍ସ ମାଫିଆ ରାଜା ଘରେ ଏସଟିଏଫ୍ ଟିମର ଚଢାଉ

ବାଲେଶ୍ୱର: କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାକ୍ସ ଫୋର୍ସ ରବିବାର ଦିନ ବାଲେଶ୍ୱର ସ୍ଥିତ ଅରଡ ବଜାରର ଗଳାପୋଲରେ ଥିବା ଡ୍ରଗ୍ସ ମାଫିଆ ଶେଖ୍ ରାଜାର ଘର ଉପରେ ଚଢାଉ କରିଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଟିଏଫର ଏହି ୫ ଜଣିଆ ଟିମ ସକାଳ ପ୍ରାୟ ସାଢେ ୧୦ ଟା ବେଳେ ରାଜା ଘରେ ଚଢାଉ…

ଆକାଶ ଛୁଇଁଲା ପିଆଜ ଦର !

ଭୁବନେଶ୍ୱର: ଗରିବର ପଖାଳ କଂସାକୁ ମାଡ଼ । ପିଆଜ ଭଳି ଅତ୍ୟାବଶ୍ୟକୀୟ ପରିବା ଚଢ଼ାଦରରେ ବିକ୍ରି ହେଉଛି । କଟକ, ଭୁବନେଶ୍ୱର ସହ ସାରା ରାଜ୍ୟରେ ପିଆଜ ଦର ୫୦ ଛୁଇଁଲାଣି । କେବଳ ଗରିବ ନୁହଁନ୍ତି, ସବୁ ବର୍ଗର ଗ୍ରାହକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆଗକୁ ପିଆଜ ଦର ଆହୁରି ବଢ଼ିବା ନେଇ…

କୁଆଖାଇ ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରର ଉପକଣ୍ଠରେ ଥିବା କୁଆଖାଇ ନଦୀରୁ ରବିବାର ଦିନ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ବାଲିଅନ୍ତା ଅନ୍ତର୍ଗତ ବାଙ୍କୁଆଳ ନିକଟରେ ଜଣେ ଯୁବକଙ୍କର ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ । ପରେ ଏନେଇ…

ଓସ୍କାର୍ ଲାଗି ଭାରତ ପକ୍ଷରୁ ମନୋନୀତ ହେଲା ‘ଗଲି ବୟ’

ମୁମ୍ବାଇ: ବଲିଉଡ଼ର ଚୁଲବୁଲୀ ନାୟିକା ଆଲିୟା ଭଟ୍ଟ ଓ ଷ୍ଟାଇଲିସ୍ ଆକ୍ଟର୍ ରଣବୀର ସିଂହଙ୍କ ଅଭିନୀତ ‘ଗଲି ବୟ’କୁ ଭାରତ ପକ୍ଷରୁ ୯୨ତମ ଓସ୍କାର ପୁରସ୍କାର ଲାଗି ମନୋନୀତ କରାଯାଇଛି। ଓସ୍କାରରେ ସର୍ବଶ୍ରେଷ୍ଠ ଇଣ୍ଟରନ୍ୟାସନାଲ୍ ଫିଚର ଫିଲ୍ମ ବର୍ଗରେ ଏହି ଫିଲ୍ମକୁ ଭାରତ ପକ୍ଷରୁ ଚୟନ…

ହଷ୍ଟନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆଜି ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମ

ହଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ହଷ୍ଟନ ସହରରେ ବହୁ ଚର୍ଚ୍ଚିତ ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ହଷ୍ଟନ ସହରରେ ପହଞ୍ଚିଛନ୍ତି । Sources: Objective of the meeting was to deepen the energy cooperation of the two…

ବିଶ୍ୱ ବକ୍ସିଂ ଚାମ୍ପିୟନସିପ: ରୌପ୍ୟ ପଦକ ଜିତିଲେ ଅମିତ୍ ପୋଂଘଲ୍

ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତ ଲାଗି ରୌପ୍ୟ ପଦକ ଜିତି ଐତିହାସିକ ସଫଳତା ହାସଲ କରିଛନ୍ତି ଭାରତୀୟ ବକ୍ସର୍ ଅମିତ୍ ପୋଂଘଲ୍ । A well-deserved silver?for our #TOPSAthlete @Boxerpanghal as he went down to Uzbekistan’s Shakhobidin Zoirov in the…

ବଜାରରେ ଉପଲବ୍ଧ ଔଷଧକୁ ଯୁକ୍ତିଯୁକ୍ତ ଭାବେ ବ୍ୟବହାର କରିବା ଉଚିତ

ଭୁବନେଶ୍ୱର: ବିଗତ କେତେ ବର୍ଷ ଧରି ନୂତନ ପ୍ରକାର ଔଷଧର ଉଦ୍ଭାବନ ହେଉ ନଥିବା ବେଳେ ଉପଲବ୍ଧ ଔଷଧଗୁଡ଼ିକୁ ସାବଧାନତାର ସହ ଏବଂ ଯୁକ୍ତିଯୁକ୍ତ ଭାବେ ରୋଗୀମାନଙ୍କ ଚିକିତ୍ସା ପାଇଁ ପ୍ରୟୋଗ କରାଯିବା ଉଚିତ୍ ବୋଲି କହିଛନ୍ତି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ।…

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି ସୂର୍ଯ୍ୟ ଦେଓ ପ୍ରତି ଗୀତ ପଛରେ ଲୁଚିକି ରହିଥାଏ ଗୋଟିଏ ଗପ । ଗୀତ ସାମ୍ନାକୁ ଆସେ, ଗପ ଅନ୍ତରାଳରେ ରହିଯାଏ । ଅଥଚ ସେହି ଅନ୍ତରାଳ ଗପ କେବେକେବେ ଗରତଠାରୁ ଅଧିକ ଆମୋଦକର, ଅଧିକ ଉନ୍ମାଦକର ମଧ୍ୟ । ଷାଠିଏ ଦଶକର ସିନେମା ‘ଅମଡ଼ବାଟ’ର ‘ଏ ତ କଳିକାଳ…

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟଠାରେ ଶନିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟ’ର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଏକ ଏକକୃତ ସ୍ୱାସ୍ଥ୍ୟ ସମ୍ମିଳନୀରେ ମଧ୍ୟ ଯୋଗଦେଇଛନ୍ତି ନବୀନ । ଏହି ଭିତ୍ତିପ୍ରସ୍ତର ଉଦଘାଟନ ଉତ୍ସବରେ…

କେୟାର ହସ୍ପିଟାଲ୍ ଦ୍ୱାରା ବ୍ୟାପକ ‘ହୃଦ୍ ଓ ଫୁସଫୁସ୍ ପ୍ରତିରୋପଣ କାର୍ଯ୍ୟକ୍ରମ’ ଉଦଘାଟିତ

ଭୁବନେଶ୍ୱର: କେୟାର ହସ୍ପିଟାଲ,ଭୁବନେଶ୍ୱର ଦ୍ୱାରା ଓଡିଶାର ପ୍ରଥମ ପରିବ୍ୟାପ୍ତ 'ହୃଦ୍ ଓ ଫୁସଫୁସ୍ ପ୍ରତିରୋପଣ' କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମଟି ବିଶ୍ୱର ଖ୍ୟାତିସମ୍ପନ୍ନ ହୃଦ୍ ଓ ଫୁସଫୁସ୍ ପ୍ରତିରୋପଣ ବିଶେଷଜ୍ଞ ଡ. କେଆର୍ ବାଲକ୍ରୀଷ୍ଣନ୍ଙ୍କ ସହଯୋଗରେ ଅନୁଷ୍ଠିତ…