ରାଉରକେଲା: ଲାଇନମ୍ୟାନଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ବର୍ତ୍ତିଲା ଏକ ବିରାଟ ଟ୍ରେନ ଦୁର୍ଘଟଣା
ରାଉରକେଲା: ଲାଇନମ୍ୟାନଙ୍କ ସତର୍କତା ଯୋଗୁଁ ରବିବାର ଦିନ ରାଉରକେଲାଠାରେ ଏକ ନିଶ୍ଚିତ ଟ୍ରେନ ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଛି । ଏହାଫଳରେ ନିଶ୍ଚିତ ଜୀବନହାନୀ ହେବାରୁ ରକ୍ଷା ମିଳିପାରିଛି ।
ମିଳିଥିବା ସୂଚନାନୁଯାୟୀ, ଇସ୍ପାତନଗରୀର ବଣ୍ଡମୁଣ୍ଡା ଡ଼ିଜେଲ୍ କଲୋନୀ ନିକଟରେ କେ କ୍ୟାବିନ…