ଭୁବନେଶ୍ୱର ଏସିପିଙ୍କ ନାବାଳକ ପୁତ୍ରର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
ଭୁବନେଶ୍ୱର : ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର (ଏସିପି) ତଥା ସ୍ପେଶାଲ ସ୍ୱାର୍ଡ ସଞ୍ଜୀବ ଶତପଥୀଙ୍କ ନାବାଳାକ ପୁଅର ମୃତଦେହ ଶନିବାର ରାତିରେ ଝୁଲନ୍ତା ଅବସ୍ଥାରେ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ନାବାଳକର ମୃତଦେହକୁ ତାଙ୍କ ରୁମର ସିଲିଂ…