ଟ୍ରାଫିକ୍ ପୋଷ୍ଟକୁ ପୁଣି ଫେରିଲେ ଡ୍ୟାନ୍ସିଂ ଟ୍ରାଫିକ୍ ପୋଲିସ ପ୍ରତାପ
ଭୁବନେଶ୍ୱର : ରାଜଧାନୀର ଚର୍ଚ୍ଚିତ ଡ୍ୟାନ୍ସିଂ ଟ୍ରାଫିକ୍ ପୋଲିସ ପ୍ରତାପ ଖଣ୍ଡୁଆଳଙ୍କ ବଦଳି ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେବା ପରେ ପୁନର୍ବାର ସେ ଟ୍ରାଫିକ ପୋଷ୍ଟକୁ ଫେରିଛନ୍ତି । ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ଦ୍ୱାରା ସେ ସତ୍ୟନଗର ଟ୍ରାଫିକ୍ ପୋଷ୍ଟ ଠାରେ ପୁନଃ ଅବସ୍ଥାପିତ…