Latest Odisha News

BREAKING NEWS

ଟେନିସ ଇତିହାସରେ ବୟୋଜ୍ୟେଷ୍ଠ ଏକ ନମ୍ବର ହେଲେ ଜୋକୋଭିଚ

ନୂଆଦିଲ୍ଲୀ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଟେନିସ ଇତିହାସରେ ସବୁଠାରୁ ବୟସ୍କ ଏକ ନମ୍ବର ଖେଳାଳି ହୋଇଛନ୍ତି । ରବିବାର ସଦ୍ୟ ପ୍ରକାଶିତ ଏଟିପି ର‌୍ୟାଙ୍କିଙ୍ଗରେ ସେ ଶୀର୍ଷ ଖେଳାଳି ମାନ୍ୟତ ପାଇଛନ୍ତିି । ୩୬ ବର୍ଷ ୩୨୧…

ଡାକ୍ତରଙ୍କ ଘରେ ପଶି ଖାଲି କରିଦେଲେ ଦୁର୍ବୃତ୍ତ, ୪ ଗୁରୁତର

ପିପିଲି: ପୁରୀ ଜିଲ୍ଲା ପିପିଲି ସ୍ଥିତ ଖରିଜାସାହିର ଏକ ପରିବାର ଡକାୟତିର ଶିକାର ହୋଇଛନ୍ତି। ରବୀନ୍ଦ୍ରନାଥ ମହାପାତ୍ର ନାମକ ଜଣେ ହୋମିଓପାଥି ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ ଡକାୟତମାନେ ଆକ୍ରମଣ କରିବା ସହ ସେମାନଙ୍କ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ପତ୍ର ଲୁଟି ନେଇଛନ୍ତି।…

ନିର୍ବାଚନ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଇଲେ ଆଇଏମଡି ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ସତର୍କ କରାଇ ଦେଇଛନ୍ତି ଯେ ଲୋକସଭା ନିର୍ବାଚନ ସମୟରେ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ନିର୍ବାଚନ ଭଳି ବଡ଼ ଧରଣର କାର୍ଯ୍ୟକ୍ରମର ଯୋଜନା କରିବା ସମୟରେ ପାଣିପାଗ ଓ…

ବିଶ୍ୱ ରେକର୍ଡ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇ ମୁମ୍ବାଇ ତାର ପ୍ରଥମ ବିଜୟ ହାସଲ କରିଛି । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ବିଶ୍ୱରେକର୍ଡ କରିଛି । ଟି୨୦ କ୍ରିକେଟରେ ସର୍ବାଧିକ ବିଜୟ ହାସଲ କରିବା ଗୌରବ ମୁମ୍ବାଇ ହାସଲ କରିଛି । ମୁମ୍ବାଇ ଓଭରାଲ ୧୫୦…

ରାହୁଲଙ୍କୁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ, କହିଲେ ରାଜନୀତିରୁ ବ୍ରେକ ନିଅନ୍ତୁ

ନୂଆଦିଲ୍ଲୀ: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟର ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଲୋକସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ ସେ ଦାବି କରିଛନ୍ତି କି ବିଜେପି ଦକ୍ଷିଣ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ଓ ଅଧିକ ଆସନରେ ବିଜୟୀ…

ଭିକେ ପାଣ୍ଡିଆନଙ୍କ ଦାବି, ନିର୍ବାଚନରେ ବିଜେଡି ୭୫ ପ୍ରତିଶତ ଆସନ ହାସଲ କରିବ

ଭୁବନେଶ୍ୱର: ବିଜୁ ଶ୍ରମିକ ସଂଗଠନର ରାଜ୍ୟସ୍ତରୀୟ ଅଧିବେଶନରେ ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ବିଧାନସଭା ନିର୍ବାଚନରେ ବିଜେଡି ୭୫% ଆସନ ପାଇବ ବୋଲି ବିଶ୍ୱାସ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକସଭା ନିର୍ବାଚନରେ ଶାସକ ଦଳ ରେକର୍ଡ ବିଜୟ…

ଦେବଦାସ ଶୁଟିଂ ବେଳେ ରମ ପିଉଥିଲେ ଶାହାରୁଖ

ମୁମ୍ବାଇ: ଦେବଦାସ ଫିଲ୍ମରେ ଶାହାରୁଖ ଖାଁଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥାଏ । ବକ୍ସ ଅଫିସରେ ମଧ୍ୟ ଏହି ଫିଲ୍ମ ଭଲ ବ୍ୟବସାୟ କରିଥିଲା । ଏହାର କେତେକ ଦୃଶ୍ୟ ଶୁଟିଂ କରିବା ବେଳେ ଶାହାରୁଖ ସତରେ ମଦ ପିଇଥିଲେ । ସାଥୀ କଳାକାର ଟିକୁ ତଲସନିୟା ଏହି ଖୁଲାସା କରିଛନ୍ତି । ଫିଲ୍ମରେ ସେ…

ଟ୍ରକ୍‌ରେ ଲାଗିଲା ନିଆଁ, ଡ୍ରାଇଭର ସୁରକ୍ଷିତ

କୋରାପୁଟ: ଟ୍ରକ ଭିତରେ ରୋଷେଇ କରୁଥିବା ବେଳେ ଟ୍ରକ୍‌ରେ ଲାଗିଲା ନିଆଁ। ଡ୍ରାଇଭର ସୁରକ୍ଷିତ। କୋରାପୁଟ ଜିଲ୍ଲା କୋଟପାଡ଼ ମହାବିଦ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥ ୬୩ ପାର୍ଶ୍ୱ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍‌ରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା। ଟ୍ରକ୍‌ ଭିତରେ ଡ୍ରାଇଭର ଏକ…

କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ରାଜଧାନୀରେ ଆପ୍‌ର ଦିନିକିଆ ଅନଶନ

ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ ପ୍ରତିବାଦରେ ସାରା ଦେଶରେ ଆମ୍ ଆଦ୍‌ମୀ ପାର୍ଟିର ଏକଦିବସୀୟ ଉପବାସ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଏକଦିବସୀୟ ଅନଶନ କରାଯାଇଛି। ମିଥ୍ୟ ଆରୋପରେ ଯେଉଁ ଭଳି ଭାବେ ଦିଲ୍ଲୀ…

ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ

ୱାଙ୍ଖେଡ: ଚଳିତ ଆଇପିଏଲରେ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପରିବେଶରେ ପ୍ରଥମ ବିଜୟ ହାସଲ କରିଛି । ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ହାଇ ସ୍କୋରିଂ ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ ୨୯ ରନରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦…