ଆକ୍ସନ ମୋଡରେ ପୋଲିସ, ସୁନା ବ୍ୟବସାୟୀଙ୍କ ଘରୁ ମିଳିଲା ୫ କୋଟି ନଗଦ ଟଙ୍କା
ବେଙ୍ଗାଲୁରୁ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି । ସେଥିପାଇଁ ଏବେ ରାଜନୈତିକ ଦଳଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ଖୁବ୍ ସକ୍ରିୟ । ସେପଟେ କର୍ଣ୍ଣାଟକ ପୋଲିସ ହାତରେ ଲାଗିଛି ଏକ ବଡ ମାମଲା । କର୍ଣ୍ଣାଟକରୁ ୫କୋଟି ନଗଦ ଟଙ୍କା ଜବତ କରିବା ସହ ୧୦୬ କିଲୋ ସୁନା…