କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ରାଜଧାନୀରେ ଆପ୍ର ଦିନିକିଆ ଅନଶନ
ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ ପ୍ରତିବାଦରେ ସାରା ଦେଶରେ ଆମ୍ ଆଦ୍ମୀ ପାର୍ଟିର ଏକଦିବସୀୟ ଉପବାସ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଭୁବନେଶ୍ୱରଠାରେ କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଏକଦିବସୀୟ ଅନଶନ କରାଯାଇଛି। ମିଥ୍ୟ ଆରୋପରେ ଯେଉଁ ଭଳି ଭାବେ ଦିଲ୍ଲୀ…