Latest Odisha News

ପରିବର୍ତ୍ତନ ହେଲା ଉଦ୍ୟାନ ନାମ, ଆଜି ରାଷ୍ଟ୍ରପତି ଉଦ୍‌ଘାଟନ କରିବେ ଉଦ୍ୟାନ ଉତ୍ସବ

ନୂଆଦିଲ୍ଲୀ:ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ୟାନ ଉତ୍ସବ -୨୦୨୩କୁ ଉଦ୍‌ଘାଟନ କରିବେ। ଜାନୁଆରି ୩୧ ରୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଏହି ଉଦ୍ୟାନ ଖୋଲାରହିବ । ରାଷ୍ଟ୍ରପତି ଭବନ ଉଦ୍ୟାନ ପରିଦର୍ଶନ କରିବା ପାଇଁ ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଅଲଗା ଅଲଗା…

ଶିଶୁ ଗଳ୍ପ : ଗପ ଗୋଟିଏ ଶିକ୍ଷା କୋଟିଏ

ଅଶୋକ କୁମାର ପ୍ରଧାନ  ରୋଶନ୍ ଧନୀଘର ପିଲା।ବାପା ତା'ର ବଡ ବ୍ୟବସାୟୀ।ଏ ଅଞ୍ଚଳରେ ତାଙ୍କ ବ୍ୟବସାୟରେ ଭଲ ନାଁ ଅଛି।ରୋଶନ୍ ଅଷ୍ଟମ ଶ୍ରେଣୀର ଛାତ୍ର।ପିଲାଟି ଦେଖିବାକୁ ଯେତିକି ସୁନ୍ଦର ପାଠ ପଢ଼ାରେ ବି କମ୍ ନୁହେଁ। ସ୍କୁଲରେ ସବୁ ପିଲାଙ୍କ ଠାରୁ ସେ ବେଶ୍ ଭଲ ପଢେ। କିନ୍ତୁ ବାପାଙ୍କର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଟେବୁଲ ଓ ଚେୟାରକୁ ଓଦା କନାରେ ପୋଛୁପୋଛୁ, ମୁଗ୍‌ଧ ଆଖିରେ ତାଙ୍କୁ ଚାହିଁ ଛିଡ଼ା ହୋଇଥିବା ପଦ୍ମିନୀ ଉଦ୍ଦେଶ୍ୟରେ ସାମାନ୍ୟ ରାଗିଲା ସ୍ୱର ନେଇ କହିଲେ- ତମର ରୁଚିଜ୍ଞାନ ଆଦୌ ନାହିଁ । ଦେଖିଲ, ଏଇ ଏଡ଼େଟିକେ ବଖରାରୁ…

କବିତା : ମୋ ଭାଗର ରଙ୍ଗ

ମଞ୍ଜୁ ରାଣୀ ବେହେରା ମୋ ଭିତରେ ଅନେକ ଭାଗରେ ବଣ୍ଟା ଏ ପୃଥିବୀ ପ୍ରତିଟି ଭାଗରେ ବିଭକ୍ତ ମୁଁ ନିଜ ସନ୍ଧାନରେ। ବିକଳ ହୋଇ ଖାଲି ଦୌଡୁଥାଏ ମୋ ଭିତରେ ସରି ସରି ଆସୁଥିବା ମୁଁକୁ କେବଳ ଡରୁଥାଏ। ସେମାନେ ଛାଡ଼ି ଯିବେ ମୋ ଠୁ ଦୂରେଇ ଯିବେ ଏଇ ଭୟରେ ଖୁବ୍ କମ୍ ସଂପର୍କ ଗଢିଲି।…

ଦୁଇଟି ଅନୁବାଦ ଗଳ୍ପ : ଆମ ଦେଶ , ପାକିସ୍ତାନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୩  ମୂଳ ରଚନା : ଇବ୍‌ନୋ ଇନ୍‌ସା ୧. ଆମ ଦେଶ ‘ଇରାନରେ କେଉଁମାନେ ବସବାସ କରନ୍ତି?’ ‘ଇରାନୀ ଲୋକମାନେ ଇରାନରେ ରହନ୍ତି ।’ ‘ଇଂଲଣ୍ଡରେ କେଉଁମାନେ ବସବାସ କରନ୍ତି?’ ‘ଇଂଲିଶ୍ ଲୋକମାନେ ଇଂଲଣ୍ଡରେ ରହନ୍ତି ।’ ‘ଫ୍ରାନ୍ସରେ…

ବାରମ୍ବାର ଥଣ୍ଡାଜ୍ୱର ହେଉଛି କି ? ଏହି ଉପାୟ ଆପଣାନ୍ତୁ ଥଣ୍ଡାଜ୍ୱରରୁ ପାଇବେ ରକ୍ଷା….

ଋତୁ ପରିବର୍ତ୍ତନଶୀଳ । ଋତୁ ପରିବର୍ତ୍ତନକୁ ନେଇ ଘରେ ଘରେ ଥଣ୍ଡା ଜ୍ୱର ସମସ୍ୟା ଦେଖିବାକୁ ମିଳିଛି । ତେଣୁ ଥଣ୍ଡାଜ୍ୱର ପ୍ରାୟତଃ ଲାଗି ରହୁଛି । କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା । ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଶରୀର ସହଜରେ…

ଭାଷା ଭାଗବତ : ବାର୍ଷିକ ବ୍ରତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିବ୍ରତ ନ ହୋଇଲେ, ବ୍ରତ ସୁଫଳ ଦିଅଇ ବହୁତ ଅଂତତଃ ବ୍ୟବସାୟୀ କୁଳ ଠୁଳ କରଂତି ଧନବଳ ସାବିତ୍ରୀ, ରଜ ଦୁଇ ହାଟ ବସିଲେ ଶୁଭଇ କୁହାଟ : 'ଯେତେ ସଂଭବ କିଣି ନିଅ ଦିନକ ପାଇଁ ଦାନୀ ହୁଅ ଫଳର ମୂଲ୍ୟ ନ ପଚାରି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ କ୍ଷେତ୍ରେଶ୍ୱରୀ ଦେବୀ ବିମଳାଙ୍କ ଦୈନିକ ପୂଜା ଓ ଅନ୍ୟାନ୍ୟ ରୀତିନୀତି ଵିଷୟରେ ଜାଣିବା ପରେ। ଆସନ୍ତୁ ଜାଣିବା ମା'ଙ୍କର ବିଶେଷ ରୀତିନୀତି…

ଓଡ଼ିଶାରେ ବିଆରଏସର ବିଗ୍ ଏଣ୍ଟ୍ରି: କାହାର ଲାଭ, କାହାର କ୍ଷତି?

ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମେତ ଅନେକ ବରିଷ୍ଠ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ଯୋଗ ଦେଇଛନ୍ତି। ତେବେ ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଆରଏସର ପ୍ରଭାବ…

ରାଜ୍ୟର ଅର୍ଥନୀତିରେ ସହଯୋଗ କରୁଛନ୍ତି ଗୃହିଣୀ: ଫେଡ୍‌

ଭୁବନେଶ୍ୱର: ଓଡ଼ିଶାରେ ଏତେ ପାରମ୍ପରିକ ପିଠା ଅଛି ଯଦି ସେଗୁଡ଼ିକ ତିଆରିର ମାନ ଏବଂ ଗୁଣ ବୃଦ୍ଧି ସଂଗେ ସଂଗେ ସୁନ୍ଦର ଆବରଣ ମାଧ୍ୟମରେ ବିକ୍ରି କରାଯାଆନ୍ତା ତେବେ ଏହା ବିଶ୍ୱର ବିଭିନ୍ନ ଜାଗାରେ ପହଞ୍ଚି ପାରନ୍ତା । ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ…