Latest Odisha News

BREAKING NEWS

ପାରିବାରିକ କଳହର କରୁଣ ପରିଣତି; ପୁଅର ତଣ୍ଟିକାଟି ଜୀବନ ହାରିଲା ସାବତ ମା’

କଟକ: ମଧୁପାଟଣାରୁ ଆସିଲା ଚାଞ୍ଚଲ୍ୟକର ଘଟଣା  । ଦୁଇ ବର୍ଷର ଛୁଆକୁ ତଣ୍ଟି କାଟି ମାରିଲା ମା’ । ଛୁଆକୁ ମାରିବା ପରେ ମା’ର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା କଟକ ମଧୁପାଟଣାର ଶ୍ରୀରାମନଗର ଅଞ୍ଚଳରେ ଘଟିଛି  । ଜଣେ ମା ଦୁଇ ବର୍ଷର ଶିଶୁ ପୁତ୍ରର ତଣ୍ଟି ଚିପି ହତ୍ୟା କରିଛି  । ପୁଅକୁ ହତ୍ୟା…

ରାଲି ନୁହେଁ ଅଟା ଟ୍ରକ ପଛରେ ଧାଉଁଛନ୍ତି ଲାକେ..ଭାଇରାଲ ହେଲା ପାକିସ୍ତାନର ବିକଳ ଦୃଶ୍ୟ

ଇସଲାମବାନ: ପାକିସ୍ତାନରେ ହାହା କାର ସ୍ଥିତି । ଖାଦ୍ୟ ସଙ୍କଟ ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଖାଦ୍ୟ ନ ପାଇ ଲୋକେ ଡହଳବିକଳ ହେଉଛନ୍ତି  । ବିଶେଷକରି  ଗହମ ଅଭାବ ଯୋଗୁ ଅରାଜକ ସ୍ଥିତି ଦେଖିବାକୁ ମିଳିଛି । ଅଟା ୨୦ କିଲ ପାଇଁ  ଲୋକଙ୍କୁ ୩ ହଜାର ଟଙ୍କା ଦେବାକୁ ପଡୁଛି…

ନଦୀ କୂଳରେ ଫସି ରହିଲେ୧ ହଜାରରୁ ଅଧିକ ଲୋକ

ଢେଙ୍କାନାଳ : ବ୍ରାହ୍ମଣୀ ନଦୀରେ ଅଟକିଲା ବେଆଇନ ଯାତ୍ରୀବାହି ଡଙ୍ଗା । ନଦୀ କୂଳରେ ଫସି ରହିଲେ୧ ହଜାରରୁ ଅଧିକ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ନାଧେରା ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ  । ମାଆ ରାମଚଣ୍ଡୀଙ୍କ ମକର ଯାତ୍ରାକୁ ଯାଇ ଫସି ରହିଥିଲେ ହଜାର ହଜାର…

ମାରକ ମୂଲକ : ମହାମାରୁ ମାହାଳିଆ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ମାର୍ଫତ୍‍ ଦେଶରେ ଥିବା ୮୧ କୋଟି ୩୦ ଲକ୍ଷ ଗରିବଙ୍କୁ ୨୦୨୩ ଡିସେମ୍ବର ମାସ ଯାଏଁ ମାଗଣା ରାସନ୍‍ ପ୍ରଦାନ ଉଦ୍ଦେଶ୍ୟରେ କ୍ୟାବିନେଟ୍‍ରେ ନିଷ୍ପତି ନିଆସରିଛି । ସେହିଭଳି ଆମ ରାଜ୍ୟର…

ଚିନ୍ମୟ ହୋତାଙ୍କ ‘ଚେତନା ସଫାରୀ ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରତ୍ନଚିରା ପବ୍ଲିକେଶନ୍ସ ଆନୁକୂଲ୍ୟରେ ବିଶିଷ୍ଟ ଲେଖକ ଚିନ୍ମୟ ହୋତାଙ୍କର ଗଳ୍ପ ସଙ୍କଳନ 'ଚେତନା ସଫାରୀ ଓ ଅନ୍ୟାନ୍ୟ ଗଳ୍ପ' ଉନ୍ମୋଚିତ ହୋଇଯାଇଛି ।ପ୍ରାବନ୍ଧିକ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ…

ଗୁଳି ଚାଳନାରେ ବ୍ରୋଞ୍ଚ ହାତେଇଲେ ଦଶମ ଶ୍ରେଣୀ ଛାତ୍ରୀ ଶ୍ରେଷ୍ଠ ଶର୍ମା  

ଭୁବନେଶ୍ୱର : ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପରେ ବ୍ରୋଞ୍ଜ ହାସଲ କଲେ ଶ୍ରେଷ୍ଠ ଶର୍ମା  । ରାଞ୍ଚିରେ ସିବିଏସ୍ଇ ଜାତୀୟ ଶୁଟିଂ ଚାମ୍ପିଅନସିପ ଆୟୋଜିତ ହୋଇଥିଲା । ନିଜ ଦକ୍ଷତା ଅନୁସାରେ ଗୁଳିଚାଳନା କରି ବଜୟ ହୋଇଛନ୍ତି ୧୭ ବର୍ଷର ଝିଅ ଶ୍ରେଷ୍ଠ ଶର୍ମା ଭୁବନେଶ୍ୱରର ଆଦିତ୍ୟ…

ହାଇୱା ଧକ୍କାରେ ଚାଲିଗଲା ୪ବର୍ଷର ଶିଶୁର ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲା ହିଂଜିଳି ଥାନା ଅନ୍ତର୍ଗତ ସିକିରି ଗ୍ରାମରେ ସୋମବାର ପୂର୍ବାହ୍ନରେ ହାଇୱା ଧକ୍କାରେ ଜଣେ ୪ ବର୍ଷୀୟ ଶିଶୁର ଜୀବନ ଚାଲିଯାଇଛି। ମୃତକ ଜଣକ ହେଲେ ପ୍ରମୋଦ ଦଳାଇଙ୍କ ପୁଅ ହିମାଂଶୁ। ମିଳିଥିବା ସୂଚନା ଅନୁଯାୟୀ, ହିଂଜିଳି ଠାରୁ ତାରାତାରିଣୀ ରାସ୍ତାରେ ଅଛି ସିକିରି…

ବେଷ୍ଟ୍‌ ଫରେନ୍‌ ଲାଙ୍ଗୁଏଜ୍‌ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଜିତିଲା ’RRR’

ନୂଆଦିଲ୍ଲୀ:  ଏବେ ସାରା ବିଶ୍ବରେ ପ୍ରଶଂସା ସାଉଣ୍ଟୁଛି ଏସଏସ ରାଜମୌଲିଙ୍କ ଫିଲ୍ମ RRR । ଗ୍ଲୋଡେନ୍ ଗ୍ଲୋବ ଜିତିବା ପରେ ରାଜମୌଲିଙ୍କ ଫିଲ୍ମ RRR ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଜିତିଛି। ଏନେଇ କ୍ରିଟିକ୍ସ ଚଏସ୍ ଆୱାର୍ଡ ନିଜ ଅଫିସିଆଲ୍ ଟ୍ୱିଟର…

ମଝି ଆକାଶରେ ଚାଲି ଯାଇଥିଲେ ପତି, ଏବେ ଚାଲିଗଲେ ପତ୍ନୀ

କାଠମାଣ୍ଡୁ: ଜୀବନଠୁ ମରଣ.. ମାତ୍ର ୧୦ ସେକେଣ୍ଡର ବ୍ୟବଧାନ ! ଭଗବାନ ଯଦି ଆଉ ମାତ୍ର ୧୦ ସେକେଣ୍ଡ ଦେଇଥାନ୍ତେ ତେବେ ଆଜି ୭୨ ପରିବାର ଖୁସିରେ ଉଛୁଳୁଥାନ୍ତା । କିନ୍ତୁ ଯାହା ସବୁ ଘଟିଗଲା ଭାବିଲେ ଦେହ ଥରି ଯାଉଛି । ଅବତରଣର ମାତ୍ର ୧୦ ସେକେଣ୍ଡ ପୂର୍ବରୁ ATR-72 ବିମାନ ଜଳିଯାଇଛି ।…

ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ

ପାରାଦୀପ :ଗଭୀର ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ନିଖୋଜ ହୋଇଯାଇଥିଲା। ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ ସୂଚନା  । ଯୋଗାଯୋଗ ହୋଇଥିବା ନେଇ ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା ସୂଚନା ଦେଇଛନ୍ତି । ଜେଟି ଅଭିମୁଖେ ଫେରୁଥିବା ସୂଚନା ରହିଛି ।   ୫ ଦିନ ହେବ ୨ଟି ବୋଟରେ ମାଛ…