Latest Odisha News

BREAKING NEWS

ପ୍ରତିକୂଳ ପରିସ୍ଥିତିରେ ନୌସେନା ଦେଶକୁ ସୁରକ୍ଷା ଦେଇଛି: ମୋଦୀ

ନୂଆଦିଲ୍ଲୀ: ଆଜି ନୌସେନା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନାକୁ ଶୁଭେଚ୍ଛା ଜଣାଇବା ସହିତ ଟ୍ୱିଟ କରିଛନ୍ତିଯେ, ବହୁ ପ୍ରତିକୂଳ ପରିସ୍ଥିତିରେ ନୌସେନା ଦେଶକୁ ସୁରକ୍ଷା ଦେଇଛି । ସମୁଦ୍ରତଟକୁ ଶତ୍ରୁ କବଳରୁ ସୁରକ୍ଷିତ ରଖିଛନ୍ତି । ଏଥିପାଇଁ ନୌସେନାର ଅବଦାନ ମହତ୍ । ନୌସେନା…

ସ୍ୱଚ୍ଛ ଦିଲ୍ଲୀ ପାଇଁ ଭ୍ରଷ୍ଟାଚାରମୁକ୍ତ ସରକାର ଗଢନ୍ତୁ; ଅରବିନ୍ଦ କେଜରିଓ୍ୱାଲଙ୍କ ଅପିଲ୍

ଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ମତଦାନ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଟ୍ୱିଟ୍ କରି ମତଦାନ ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତିଯେ, ସ୍ୱଚ୍ଛ ଦିଲ୍ଲୀ କରିବା ପାଇଁ ନଗର ନିଗମରେ ଭ୍ରଷ୍ଟାଚାରମୁକ୍ତ ସରକାର ଗଢିବା ପାଇଁ ମତଦାନ…

ଲଣ୍ଡନରେ ତିଆରି ହେଉଛି ଜଗନ୍ନାଥ ମନ୍ଦିର, ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ସହ ସଂଗ୍ରହ ହେଲା ପାଣ୍ଠି

ଲଣ୍ଡନ  : ସେଣ୍ଟ୍ରାଲ ଲଣ୍ଡନର ପ୍ରସିଦ୍ଧ ରାଡା (ଆରଏଡିଏ ) ଷ୍ଟୁଡିଓରେ ଚାରିଟେବଲ ଟ୍ରଷ୍ଟ 'ଶ୍ରୀ ଜଗନ୍ନାଥ ସୋସାଇଟି ଅଫ୍ ୟୁକେ' ପକ୍ଷରୁ ଭାରତର ଦୁଇଟି ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଯଥା ଓଡ଼ିଶୀ ଓ କଥକକୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ 'ସମର୍ପଣ' ଅନୁଷ୍ଠିତ ହୋଇଯାଇଛି। ନୃତ୍ୟ ଓ…

ଲେଖକମାନେ ଦୁଃଖୀ ମଣିଷର ସ୍ୱର ହୁଅନ୍ତୁ : ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଗଳ୍ପ, କବିତା , ଶିଶୁ ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଏକ ନିଆରା ବ୍ୟକ୍ତିତ୍ୱ । ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା,ସାମାଜିକ ଜୀବନର କଥା ଅତି ସାଧାରଣ ଘଟଣାରୁ ଜୀବନର…

କ୍ଷମା ମାଗିଲେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ

ନୂଆଦିଲ୍ଲୀ : ହିନ୍ଦୁମାନଙ୍କ ବିବାହ ବିଷୟରେ ବିବାଦୀୟ ମନ୍ତବ୍ୟ ନେଇ ଲୋକଙ୍କ ନରବନ୍ଦୀ ହୋଇଥିଲେ ‘ଅଲ୍‌ ଇଣ୍ଡିଆ ‌ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌’(ଏଆଇୟୁଡିଏଫ୍‌)ର ମୁଖ୍ୟ ବଦରୁଦ୍ଧିନ୍‌ ଅଜମଲ  । ସେ କହିଥିଲେ ଯେ, ଅଧିକ ସନ୍ତାନ ଜନ୍ମ କରାଇବା ଲାଗି ମୁସଲମାନଙ୍କ ପରି…

ଅନୁବାଦ ଗଳ୍ପ : ଖାନୱାଁ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୦ ମୂଳ ସିନ୍ଧୀ: କାଲା ପ୍ରକାଶ  ‘ଆରେ ଏଇ, ଏଇ ଦେଖ, ଟ୍ରେନ୍ ଗଡ଼ିବାକୁ ଆରମ୍ଭ କଲାଣି’ । ଆଣ ବର୍ଷର ଅବୋଧ ଶିଶୁ ହରିଶ ଟ୍ରେନ୍‌ର ଝର୍କା ବାହାରକୁ ମୁଣ୍ଡ କାଢ଼ି ଖୁସିରେ କୁରୁଳି ଉଠି ଚିତ୍କାର ଛାଡ଼ିଲା । ଟ୍ରେନ୍‌ଟି ବମ୍ବେ…

କବିତା : ମୋ ସକାଳ

ଶୁଭଶ୍ରୀ ମହାରଣା ମୋ ସକାଳରେ ତୁ ଆସିଲୁ ମୋତେ ଛୁଇଁଲୁ ସୂର୍ଯ୍ୟର ପହିଲି କିରଣ ହୋଇ ଏଠି, ସେଠି, ସବୁଠି ବୋଳି ଦେଲୁ ତୋ ଆତ୍ମୀୟତାର ରଙ୍ଗ । ସେ ରଙ୍ଗୀନ ଏବେ ରଙ୍ଗୀନ ମୋ ରଙ୍ଗହୀନ ଜୀବନ ମୁଠାଏ ରଙ୍ଗରେ ତୁ ଏମିତି କଣ ମିଶାଇ ଦେଲୁ ଯେ , ତୁ ଆସିବା ଦିନଠୁ ଆଖିରେ ଢେଉ ଭାଙ୍ଗେ…

ବିଭିନ୍ନ ରୋଗ ଦୂର କରେ ଶୁଖିଲା ନଡ଼ିଆ ଆସନ୍ତୁ ଜାଣିବା…

ଓଡ଼ିଶା ସମ୍ବାଦ ବ୍ୟୁରୋ : ଘରେ ଘରେ ନଡ଼ିଆର ଆବଶ୍ୟକତା ଅଧିକ ରହିଥାଏ  । ସମସ୍ତେ ମଧ୍ୟ ନଡ଼ିଆ ଖାଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି  । ସାଧାରଣତଃ ନଡ଼ିଆ କିଛି ଦିନ ଦିନ ରହିବାପରେ ସେଥିରେ ଥିବା ପାଣି ଶୁଖିଯାଇଥାଏ ଫଳରେ ଲୋକେ ଏହି ନଡ଼ିଆକୁ ଫିଙ୍ଗି ଦେଇଥାଆନ୍ତି । କ’ଣ ଆପଣ ଜାଣିଛନ୍ତି…

ଆଜିର ସୃଜନୀ ପକ୍ଷରୁ ମହିଳା କବିତା ଆସର ଆୟୋଜିତ 

ଭୁବନେଶ୍ବର  : ସାମାଜ ସେବା ସହ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଆସୁଥିବା ଦାତବ୍ୟ ଅନୁଷ୍ଠାନ ଆଜିର ସୃଜନୀ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ମହିଳା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସର…

ଭାଷା ଭାଗବତ : ଭାଷାର ସମୁନ୍ନତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାମ କରିଲେ ଦେଇ ଧ୍ୟାନ ଅବଶ୍ଯ ହୁଏ ତା ସଂପନ୍ନ ହାରିବା ପାଇଁ ଥିଲେ ଭୟ ଲଗାଇ ହୁଏନାହିଁ ଲୟ ମନରେ ଥିଲେ ଦ୍ବିଧା ଭାବ ହୋଇଲେ ଧୈର୍ଯର ଅଭାବ କିଛି ବି ହୁଏନାହିଁ କରି ଭାବି ସମୟ ଯାଏ ସରି କଲେ ଅଯଥା କାଳ କ୍ଷୟ…