Latest Odisha News

BREAKING NEWS

ବିଜେପି ଜିଲା ସଭାପତିଙ୍କୁ ତହସିଲଦାରଙ୍କ ଅପଶବ୍ଦ ଅଭିଯୋଗରେ ବିକ୍ଷୋଭ

ବ୍ରହ୍ମପୁର:ଗଞ୍ଜାମ ଜିଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ କନିଷି ତହସିଲଦାର ଅପଶଦ୍ଦ କହିବା ପ୍ରତିବାଦରେ ଶତାଧିକ ବିଜେପି କର୍ମୀଙ୍କ ସମେତ ନିଜେ ବିଜେପି ସଭାପତି ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶେଷରେ ଦୁଇଟି ଫାଟକରେ…

ଗଲୱାନ ଟୁଇଟ ବିବାଦ: କ୍ଷମା ମାଗିଲେ ରିଚା, ଅକ୍ଷୟ କହିଲେ କୃତଘ୍ନ ହେବା ଠିକ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିଚା ଚଡ୍ଡାଙ୍କୁ ସେନା ଏବଂ ଗଲୱାନ ସମ୍ପର୍କୀତ ଟୁଇଟ ନେଇ ଅପଦସ୍ତ ହେବାକୁ ପଡିଛି । ତାଙ୍କର ଏହି ଟୁଇଟ ବିବାଦୀୟ ଏବଂ ଅସନ୍ତୋଷ ସୃଷ୍ଟି କରିବାରୁ ଶେଷରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଯଦି ମୋର କୌଣସି ଟୁଇଟ ଆପଣମାନଙ୍କୁ ଆଘାତ ଦେଇଛି ତାହାହେଲେ ମୁଁ…

ଗେହଲୋଟ କହିଲେ ପାଇଲଟ ଗଦ୍ଦାର, ମୁଖ୍ୟମନ୍ତ୍ରୀ କିପରି ହେବେ?

ଜୟପୁର:  ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଆଉ ଏକ ସପ୍ତାହ ପରେ ରାଜସ୍ଥାନରେ ହେବ । ତେବେ ତାହା ପୂର୍ବରୁ ରାଜସ୍ଥାନରେ କ୍ଷମତା କନ୍ଦଳ ପୁଣି ଜୋର ଧରିଲାଣି । କଂଗ୍ରେସରେ ସଚ୍ଚିନ ପାଇଲଟ ଏବଂ ଅଶୋକ ଗେହଲୋଟଙ୍କ ମଧ୍ୟରେ ବିବାଦ ପୁଣି ଜାତୀୟ ରାଜନୀତିରେ ଚର୍ଚାର ବିଷୟ ହୋଇଛି । …

ଉପ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମହିଳାଙ୍କ ପ୍ରବେଶ କଟକଣା ଉଠାଇଲେ ଜାମା ମସଜିଦ

ନୂଆଦିଲ୍ଲୀ: ଜାମା ମସଜିଦ ମଧ୍ୟକୁ ଏକୁଟିଆ ମହିଳାଙ୍କ ପ୍ରବେଶ ଉପରେ ଗୁରୁବାର ଏହାର ମ୍ୟାନେଜମେଂଟ କମିଟି କଟକଣା ଲଗାଇଥିଲେ । ତେବେ ଏହି ନିଷ୍ପତିକୁ ତୀବ୍ର ବିରୋଧ ହୋଇଥିଲା । ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଏ ନେଇ ଜାମା ମସଜିଦ କମିଟି ସହ ଆଲୋଚନା କରିଥିଲେ । ଏହା ପରେ ଶାହି ଇମାମ…

ଧାୱନଙ୍କ ନେତୃତ୍ୱରେ ଭାରତ ହାରିନି ଦିନିକିଆ କ୍ରିକେଟ ସିରିଜ

ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଶୁକ୍ରବାରଠାରୁ ଅକଲାଣ୍ଡରେ ହାରିବ । ଟି୨୦ ସିିରିଜ ଜିତିବା ପରେ ଭାରତର ନଜର ଏହା ଉପରେ ରହିଛି । ଭାରତର ଅଧିନାୟକ ଶିଖର ଧାୱନ ଦଳର ନେତୃତ୍ୱ ସୁଚାରରୁରୂପେ ତୁଲାଇ ଆସିଛନ୍ତି । ତାଙ୍କ ନେତୃତ୍ୱରେ ଭାରତ…

ଟ୍ରୋଲ ହେବା ପରେ କ୍ଷମା ମାଗିଲେ ରିଚା, ଡିଲିଟ କଲେ ଟ୍ୱିଟ

ମୁମ୍ବାଇ: ଶେଷରେ କ୍ଷମା ମାଗିଲେ ବଲିଉଡର ଦମଦାର ଅଭିନେତ୍ରୀ ରିଚା ଚଡ୍ଡା ।   ସେ କରିଥିବା ଏକ ଟ୍ୱିଟ ଯୋଗୁଁ ତାଙ୍କୁ ବହୁତ ଟ୍ରୋଲ ହେବାକୁ ପଡିଥିଲା । ଯେଉଁଥିପାଇଁ ସେ ଟ୍ୱିଟକୁ ଡିଲିଟ କରିବା ସହ ରିଟ୍ୱିଟ କରି କ୍ଷମା ମାଗିଛନ୍ତି । ଗତ ମଙ୍ଗଳବାର ଦିନ ଉତ୍ତର ସେନା କମାଣ୍ଡର…

ବିଧାନସଭାରେ ୧୬, ୮୦୦ କୋଟିର ଅତିରିକ୍ତ ବଜେଟ୍ ଆଗତ

ଭୁବନେଶ୍ୱର: ଶୀତ ଅଧିବେଶନର ପ୍ରଥମ ଦିନରେ ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୧୬ ହଜାର ୮୦୦ କୋଟିର ଅତିରିକ୍ତ…

ଗନ୍ଧମାର୍ଦ୍ଦନରେ ଏସଓଜି-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ

ବଲାଙ୍ଗିର: ଏନକାଉଣ୍ଟରରେ ଟଳିଲେ ୨ ମାଓବାଦୀ । ଗୁରୁବାର ବଲାଙ୍ଗିରର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଏନେଇ ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଗୁଇନ୍ଦା…

ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇପାରେ ଇଡି, ହାଜର ପାଇଁ କୋର୍ଟରେ ଆବେଦନ

ଭୁବନେଶ୍ୱର: ଆହୁରି ଜୋରଦାର ହେବ ଇଡି ତଦନ୍ତ । ସାମ୍ନାକୁ ଆସିବ ଆହୁରି ଅନେକ ଲୁଚି ରହିଥିବା ସତ । ଖଗେଶ୍ୱର, ଶ୍ରଦ୍ଧାଞ୍ଜଳି, ଅମୀୟକାନ୍ତ, ଅକ୍ଷୟ ପରିଜା ଓ ଗଙ୍ଗାଧର ସାମଲଙ୍କୁ ପଚରାଉଚରା ପରେ ଇଡି ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତ…