ଆଜିଠୁ ଡ୍ରେସ କୋଡ ମାନିବେନି ପ୍ରାଥମିକ ଶିକ୍ଷକ ସଂଘ, ମନ୍ତ୍ରୀ କହିଲେ ଏପରି କରନ୍ତୁ ନାହିଁ
ଭୁବନେଶ୍ୱର: ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘକୁ ଆନ୍ଦେଳନ ପାଇଁ ଅନୁମତି ନମିଳିବା ପରେ ବିଧାନସଭାରେ ଗଣଶିକ୍ଷା ମନ୍ତୀ ସମୀର ରଞ୍ଜନ ଦାସଙ୍କ ସହ ବୈଠକ ବସିଥିଲା। ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଯଦିଓ ସଂଘ ନିଷ୍ପତ୍ତି ନେଇଛି। ହେଲେ ଡ୍ରେସ କୋଡ଼ ମାନିବ ନାହିଁ ବୋଲି ସଂଘ କହିଛି।…