୨୬ ବର୍ଷୀୟ ଯୁବକଙ୍କୁ ବିବାହ କଲେ ୬୩ ବର୍ଷିୟା ବୃଦ୍ଧା : ଏବେ ସନ୍ତାନ ଚିନ୍ତା
ନ୍ୟୁୟର୍କ: କୁହାଯାଏ ପ୍ରେମରେ ବୟସ, ଧନୀ ଓ ଗରିବ କିଛି ବି ବାଧକ ସାଜି ପାରେ ନାହିଁ । ବାସ୍, କେବଳ ମନକୁ ମନ ମିଶିବା ଦରକାର । ଏହାର ପ୍ରମାଣ ହେଉଛି ନିକଟରେ ଜଣେ ୨୬ ବର୍ଷୀୟ ଯୁବକ ଓ ୬୩ ବର୍ଷୀୟା ବୃଦ୍ଧାଙ୍କ ବିବାହ ଘଟଣା । ଉଭୟଙ୍କ ବୟସ ପାର୍ଥକକୁ ନେଇ ଲୋକେ ସୋସିଆଲ ମିଡ଼ିଆରେ ଅନେକ…