ଅଭୁଲା ଗୀତ : ପିୟାସୀରେ ନୀର ଖୋଜୁ
ଗୀତ : ପିୟାସୀରେ ନୀର ଖୋଜୁ
ସଙ୍ଗୀତ : ବାଳକୃଷ୍ଣ ଦାଶ
ଗାୟନ : ଛବି ରାୟ
ଗୀତ : କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ
ଚଳଚ୍ଚିତ୍ର : ଶ୍ରୀଜଗନ୍ନାଥ, ୧୯୫୦
ପିୟାସୀରେ ନୀର ଖୋଜୁ
କ୍ଷୀର ଦେବି ମୁହିଁ
ପିୟାସୀରେ ନୀର ଖୋଜୁ
କ୍ଷୀର ଦେବି ମୁହିଁ
ଏ’ ରାଇଜେ କ୍ଷୀର ନୀର…