ନିୟମିତ ଦାବି, ଏପ୍ରିଲ ୩ରେ ଧାରଣା ଦେବ ସିବିଟି ଶିକ୍ଷକ ସଂଘ
ଭୁବନେଶ୍ୱର: ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକମାନେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୁବନେଶ୍ୱରରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟ ସିବିଟି ଶିକ୍ଷକ ସଂଘ (ମିଳିତ ମଞ୍ଚ ୨୦୧୬ରୁ ୨୦୨୨) ଶୁକ୍ରବାର ଏହି ସୂଚନା ଦେଇଛି।
ରାଜ୍ୟ ସରକାର ଗତବର୍ଷ ଅକ୍ଟୋବର…