ଗୃହରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ
ଭୁବନେଶ୍ୱର: ଗୃହରେ ଉପସ୍ଥାପିତ ହୋଇଛି ସିଏଜିଙ୍କ ୨୦୨୧-୨୨ ବର୍ଷର ଆର୍ଥିକ ରିପୋର୍ଟ। ଏହି ରିପୋର୍ଟ ଅନୁଯାୟୀ ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯ ହଜାର ୮୫୯ କୋଟି ଟଙ୍କା ମିଳିଥିବା ବେଳେ ଜିଏସଟିରୁ ୨୭ ହଜାର ୮୨୬ କୋଟି ମିଳିଛି।
ରାଜସ୍ବ ଖର୍ଚ୍ଚ ୯୫ ହଜାର ୩୧୧କୋଟିରୁ ୧ ଲକ୍ଷ ୯ହଜାର…