Latest Odisha News

BREAKING NEWS

ବୟକଟ ଟ୍ରେଣ୍ଡ ଭିତରେ ଶାହାରୁଖଙ୍କ ଉପରେ ଲାଗିଛି ୭୦୦ କୋଟିର ବଜେଟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସତେ ଯେପରି ବଲିଉଡରେ ତାଙ୍କ ଅଭିଶାନ ଲାଗିଯାଇଛି । ଗୋଟିଏ ପରେ ଗୋଟିଏ ବିଗ ବଜେଟ ଫିଲ୍ମ ଧରାଶାୟୀ ହେବାରେ ଲାଗିଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୟକଟ ଗ୍ରୁପ । ରିପୋର୍ଟ ମୁତାବକ ୨୦୨୩/୨୪ରେ ଶାହାରୁଖଙ୍କ ୩ଟି ବଡ…

ଝିଅର ଅଶ୍ଳିଳ ଭିଡିଓକୁ ବିରୋଧ କରିବାରୁ ବିଏସଏଫ ଯବାନଙ୍କୁ ମାରିଦେଲେ, ୭ଜଣ ଗିରଫ

ଗୁଜରାଟ : ଝିଅର ଅଶ୍ଳିଳ ଭିଡିଓ ଭାଇରାଲ ହେବାରୁ ଅଟକାଇବାରୁ ଜଣେ ବାପାଙ୍କୁ ଜୀବନ ହାରିବାକୁ ପଡିଛି । ଗୁଜରାଟରେ ଏପରି ଘଟଣା ଏବେ ଲୋକଙ୍କୁ ହତୋଚକିତ କରିଛି । ମୃତ ବ୍ୟକ୍ତି ଜଣକ ଜଣେ ବିଏସଏଫ ଯବାନ । ପୋଲିସ ଏହି ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ସପ୍ତାହ ନାଦିଆଦ୍ ଠାରେ…

ପୁସ୍ତକ ପରିଚୟ : ଛୋଟ ଛୋଟ କଥାରେ ଈଶ୍ବର

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ଛୋଟ ଛୋଟ କଥାରେ ଇଶ୍ବର : ଏକ ଆଲ୍ହାଦିତ ଅନୁଭବ କବିତା ବହି : ଛୋଟ ଛୋଟ କଥାରେ ଈଶ୍ୱର କବୀ : ଶୈଳବାଳା ମହାପାତ୍ର ପ୍ରକାଶକ : ପକ୍ଷୀଘର ପ୍ରକାଶନୀ ପ୍ରଥମ ପ୍ରକାଶ :୨୦୨୧ ପୃଷ୍ଠା ସଂଖ୍ୟା : ୧୦୮ ମୂଲ୍ୟ : ୧୨୦ ଟଙ୍କା ସମକାଳୀନ ଓଡ଼ିଆ…

ସ୍ୱଳ୍ପ ଗଳ୍ପ : ସ୍ୱର୍ଗରାଜ୍ୟର ବୃକ୍ଷ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୯  ବର୍ଷ ଶେଷ । ବଡଦିନ । ଶୀତ ର ଜାଡରେ ଥୁରୁଥୁରୁ ସମୟ । ପବିତ୍ର ଉଲ୍ଲାସ ଆଉ ଉଦ୍ଦୀପନାରେ ପ୍ରଭୂ ଯୀଶୁଙ୍କର ଧରାବତରଣ । ଆଉ ଏହି ପବିତ୍ର ଉତ୍ସବ କୁ ଅତ୍ୟନ୍ତ ପରିପାଟି କରି ପାଳନ କରିବାର ଆୟୋଜନ ହୁଏ ପୃଥିବୀ…

ଜଗନମୋହନ ରେଡ୍ଡି ଦେଶର ଧନୀ ମୁଖ୍ୟମନ୍ତ୍ରୀ, ତୃତୀୟ ଧନୀ ନବୀନ

ନୂଆଦିଲ୍ଲୀ: କିଏ ଦେଶର ଧନୀ ମୁଖ୍ୟମନ୍ତ୍ରୀ ? କିଏ ଗରିବ ? କାହାର ଅଛି କେତେ ସମ୍ପତି ?  କେଉଁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ?  ଏ ପ୍ରଶ୍ନ ହୁଏତ ସମସ୍ତଙ୍କ ମନରେ ଥିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ।  ଆନ୍ଧ୍ର…

କୂଅ ଭିତରେ ୧୦ ଘଣ୍ଟା ରହିବା ପରେ ଭାଲୁକୁ ଉଦ୍ଧାର କଲା ବନବିଭାଗ

ଛେଣ୍ଡିପଦା : କୂଅ ଭିତରେ ୧୦ ଘଣ୍ଟା ରହିଲା ଭାଲୁ। ତାପରେ ଉଦ୍ଧାର କଲା ବନବିଭାଗ। ଛେଣ୍ଡିପଦା ବନାଞ୍ଚଳ କୋରଡା ଗାଁରେ କୂଅରେ ପଡିଥିଲା ଭାଲୁ। ଲୋକେ ବନବିଭାଗକୁ ସୂଚିତ କରିଥିଲେ । ଖାଦ୍ୟ ଅନ୍ୱେଷଣରେ ବାହାରି ଜଙ୍ଗଲ ଭିତରୁ ବାହାରି ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଗାଁର ଶ୍ରୀରାମ ସାହୁ…

ଭୁବନେଶ୍ୱରରେ ହକି ଟିମ୍ , ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ରାଜଧାନୀରେ ହକି ଫଭର । ହକି ବିଶ୍ୱକପ-୨୦୨୩ ପାଇଁ ଚମକୁଛି ରାଜଧାନୀ ।  ପ୍ରସ୍ତୁତି ବି ଜୋରଦାର ଚାଲିଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଜାତୀୟ ପୁରୁଷ ହକି ଟିମ ।  ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ…

ରାୟଗଡାରେ ମୃତ୍ୟୁ ବରଣ କରିଥିବା ଋଷ ନାଗରିକ ପୁଟିନଙ୍କ ସମାଲୋଚକ

ଭୁବନେଶ୍ୱର: ନିକଟରେ ରାୟଗଡା ଗସ୍ତରେ ଆସି ପ୍ରାଣ ହରାଇଛନ୍ତି ଋଷର ଦୁଇ ନାଗରିକ। ଉଭୟ ପରସ୍ପରର ବନ୍ଧୁ। ହେଲେ ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି। କାରଣ ଦୁଇ ମୃତକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ। ୟୁକ୍ରେନ୍ ସହ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି ଜିଲ୍ଲାପାଳ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ ଜିଲ୍ଲାପାଳ ଚିତ୍ତରଞ୍ଜନ ପିଲ୍ଲା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କର ୯ଟି ଠିକଣାରେ ଏକକାଳୀନ ଚଢାଉ କରିଛି। ୨ଜଣ ଡିଏସପି, ୧୪ ଇନସପେକ୍ଟର, ୬ ଏଏସଆଇ ଓ ଅନ୍ୟ ମାନଙ୍କ ସହ ସଦଳବଳେ ଚଢାଉ କରି ଖାନତଲାସି…

ଆମେରିକା ପରେ ଜାପାନରେ ବରଫ ଝଡ଼, ୧୭ ମୃତ

ଟୋକିଓ: ଆମେରିକା ପରେ ଜାପାନରେ ପ୍ରବଳ ବରଫପାତ ଜନଜୀବନକୁ ପ୍ରଭାବିତ କରିଛି । ଭୀଷଣ ବରଫପାତରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୯୩ ଜଣ ଆହତ ହୋଇଥିବା ଜଣାଯାଇଛି । ବରଫପାତ ଯୋଗୁ ସାଧାରଣ ଜୀବନଯାତ୍ରା ବି ବ୍ୟାହତ ହୋଇଛି । ୨୦ ହଜାର ଲୋକଙ୍କ ଘରେ ବିଜୁଳ ସରବରାହ ବ୍ୟାହତ…